ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବିବାଦୀୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ଥିବା ରାନୀ ପଣ୍ଡା ବେଳେ ବେଳେ କିଛି ଏମିତି ଭିଡିଓ ପୋଷ୍ଟ କରି ଥାଆନ୍ତି ସୋସିଆଲ ମିଡ଼ିଆ ଯାହାକି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଥାଏ ।
ବର୍ତ୍ତମାନ୍ ସମୟ ରେ ଏହି କଥା ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ୍ ସମୟ ର ରାନୀ ପଣ୍ଡା ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଈରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରାନୀ ପଣ୍ଡା କାନ୍ଦି କାନ୍ଦି କିଛି କହି ଯାଉଛନ୍ତି , ଆଜି ଆମେ ଏହି ଭିଡିଓ ବିଷୟ ରେ ଜାଣିବା ।
ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତ୍ରୀ ଜଣକ ଆଇଟମ ଗାର୍ଲ୍ ଭାବେ ବେଶ୍ ପରିଚିତ । ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଏହି ଅଭିନେତ୍ରୀ ଜଣକ ନିଜ ନାଚ ଓ ଅଭିନୟ ଦେଖାଇ ଆସୁଥିଲେ ମଧ୍ୟ ସେତେ ଲୋକ ପ୍ରିୟ ହୋଇ ପାରି ନ ଥିଲେ ଯେତିକି ସେ ବିବାଦ କୁ ଆସି ଲୋକ ପ୍ରିୟ ହୋଇ ପାରିଛନ୍ତି ।
ଏହି ଅଭିନେତ୍ରୀ ଜନକ ନିଜ ଜୀବନ ରେ ଅନେକ ବିବାଦ ଘେର କୁ ଆସିଛନ୍ତି କିନ୍ତୁ ବିବାଦ ରେ ଭାଙ୍ଗି ନାହାଁନ୍ତି ବିବାଦ କୁ ସାମ୍ନା କରି ବିଜୟ କରି ଲୋକ ପ୍ରିୟ ହୋଈ ପାରିଛନ୍ତି , ଏଥି ପାଇଁ ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଏହି ଅଭିନେତ୍ରୀ ଜନକ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।
ବେଳେ ବେଳେ ଏମିତି କିଛି ଭିଡ଼ିଓ ପୋଷ୍ଟ କରି ଥାଆନ୍ତି ଯେଉଁଥି ପାଇଁ ସେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ଓ ବର୍ତ୍ତମାନ୍ ସମୟ ଠିକ୍ ସେହିଭଳି ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥି ପାଇଁ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ କାନ୍ଦି କାନ୍ଦି କହୁଛନ୍ତି ଯେ ସେ ଯାହାକୁ ବିବାହ କରୁ ଖୁସି ରେ ରହୁ ତା ଦାମ୍ପତ୍ୟ ମୟ ଜୀବନ ସୁଖମୟ ହେଉ । ଜୀବନ ରେ ଶେଷ ଇଚ୍ଛା ଅଛି ବଲିଉଡ୍ ରେ ପହଞ୍ଚିବା ପାଇଁ ।
ସଲମାନ୍ ଖାନ୍ ଙ୍କ ସହ ଭେଟ ହେବା ପାଇଁ ସେତିକି ପାଇଗଲେ ମୋ ଜୀବନ ର ସବୁକିଛି ପାଇଯିବି । ଆଉ କିଛି ଦରକାର୍ ନାହିଁ କିନ୍ତୁ ଯାହା ପାଇବା ର ଥିଲା ତାହା ତ ଆଉ ଫେରି ପାଇବି ନାହିଁ , କାରଣ ଯାହାକୁ ମୁଁ ହୃଦୟ ଦେଇ ଭଲ ପାଏ , ସାରା ଜୀବନ ପାଇଁ ସାଥି କରିବାକୁ ଚାହେଁ ତାକୁ ମୁଁ ଆଉ ପାଇବିନି ଏଇ ଜୀବନ ରେ । ଏହି ଭଳି ଭାବେ ଅନେକ କଥା କହିଛନ୍ତି ଏହି ଭିଡିଓ ମାଧ୍ୟମ ରେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।