Breaking News

ହିରୋଇନ ରିୟା ଙ୍କ ସହ ନିଜର ବିବାହ ବାର୍ଷିକ ଧୂମ ଧାମ ରେ ରେ ପାଳିଲେ ହିରୋ ସମ୍ବିତ …. ଦେଖନ୍ତୁ

 

ଦର୍ଶକ ବନ୍ଧୁ ମଣିଷ ତାର ଜୀବନ ରେ ଯେତେ ବ୍ୟସ୍ତ ଥାଉ ନିଜ କାର୍ଯ୍ୟ କୁ ନେଇ ସେ ସମୟ ବାହାର କରି ନିଜ ପରିବାର ଲୋକ କୁ ସମୟ ଦେବା ଉଚିତ୍ । ଆପଣ ଙ୍କ ଯେତେ ବି କାର୍ଯ୍ୟ ରହୁଥିଲେ ମଧ୍ୟ ଆପଣ ମାନେ ନିଜ କାର୍ଯ୍ୟ ରୁ ସମୟ ବାହାର କରି ପରିବାର ଲୋକ କୁ ସମୟ ଦିଅନ୍ତୁ । କାର୍ଯ୍ୟ ମଣିଷ ପାଇଁ ଯେତିକି ଗୁରୁତର ତା ଠାରୁ ଅଧିକ ଗୁରୁତର ହେଉଛି ନିଜ ପରିବାର ।

 

 

ସଦା ସର୍ବଦା ନିଜ ପରିବାର କୁ ସମୟ ଦିଅନ୍ତୁ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ମାନେ ନିଜ ଅଭିନୟ ଜୀବନୀ ମଧ୍ୟ ରେ ଅଭିନୟ ପାଇଁ ବେଶ୍ ବ୍ୟସ୍ତ ରୁହନ୍ତି ତଥାପି ନିଜ ପରିବାର ଲୋକ କୁ ସମୟ ବାହାର କରି ନିଜ ସମୟ ଦେଇ ଥାଆନ୍ତି ।

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଅଭିନେତା ମାନେ ନିଜ ଅଭିନୟ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ କିଛି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ଠିକ୍ ସେହିଭଳି ଭାବେ ବର୍ତ୍ତମାନ ବର୍ତ୍ତମାନ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

 

 

 

ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସମ୍ବିତ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ନିଜ ଅଭିନୟ ଜୀବନୀ ଆଲବମ ଦୁନିଆ ରୁ ଆରମ୍ଭ କରିଥିଲେ । ପରେ ଧାରାବାହିକ ଓ ବର୍ତ୍ତମାନ ସମୟ ରେ ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଜାରୀ ରଖିଛନ୍ତି । ଆପଣ ମାନେ ନିଶ୍ଚିନ୍ତ ଭାବ ରେ ତାଙ୍କ ଚଳଚ୍ଚିତ୍ର ଦେଖିଥିବେ ।

 

 

 

 

ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ କିଛି ପାଇଛନ୍ତି ଏହି ଅଭିନେତା ଜଣକ , ନିଜ ଅଭିନୟ ପାଇଁ ଲୋକ ପ୍ରିୟ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ବାସ୍ତବିକ୍ ଜୀବନ ରେ ଏହି ଅଭିନେତା ଜଣକ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ବର୍ତ୍ତମାନ ସମୟ ରେ ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

 

 

 

 

ହଁ ବନ୍ଧୁ ଅତି ନିକଟ ରେ ସରି ଯାଇଛି ଅଭିନେତା ସମ୍ବିତ ଙ୍କ ବିବାହ ବାର୍ଷିକ ଉତ୍ସବ । ଏହି ବିବାହ ବାର୍ଷିକ ଉତ୍ସବ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ବାମୀ ଉପସ୍ଥିତ ଥିଲେ ଓ କେକ କାଟି ବହୁ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *