ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ବାହାଘର ସିଜିନ ଚାଲିଛି , ସବୁ ଆଡ଼େ ବାହାଘର ଆୟୋଜନ ହେଉଛି । ସେଲିବ୍ରେଟି ଙ୍କ ଠାରୁ ସାଧାରଣଲୋକ ପର୍ଯ୍ୟନ୍ତ ସମସ୍ତେ ବିବାହ କରୁଛନ୍ତି ଓ ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବିବାହ ପରେ ସଂସାର ଜୀବନ ଆରମ୍ଭ ହୋଇଥାଏ ।
ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି । କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିବା ସମୟ ରେ କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନେ କିଛି ଦିନ ମଧ୍ୟ ରେ ବିବାହ ବନ୍ଧନ ରେ ବାନ୍ଧି ହେବା କୁ ଯାଉଛନ୍ତି ।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କ ବିବାହ ଘରେ ଅନ୍ୟ ଅଭିନେତ୍ରୀ ମାନେ ନିଶ୍ଚିନ୍ତ ଭାବରେ ନଜର ଆସି ଥାଆନ୍ତି । ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ଗତକାଲି ବିବାହ ଘର ସରି ଯାଇଛି ଓ ଏହି ବିବାହ ଘର ରେ ଲିପ୍ସା ମିଶ୍ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ନିମନ୍ତ୍ରଣ କରିଥଲେ ଓ ସମସ୍ତେ ନିମନ୍ତ୍ରଣ ରକ୍ଷା କରି ବିବାହ ଘରେ ଉପସ୍ଥିତ ଥିଲେ ।
ବର୍ତ୍ତମାନ ସମୟ ରେ ଲିପ୍ସା ମିଶ୍ର ଙ୍କ ବିବାହ ଘରେ ଅଭିନେତ୍ରୀ ରିୟା ଦେ ନିଜ ସ୍ବାମୀ ଙ୍କ ସହ ନଜର ଆସିଛନ୍ତି ଓ ଲିପ୍ସା ମିଶ୍ର ଙ୍କୁ ଭଲ ଉପହାର ଦେଇଛନ୍ତି ଓ ଉପହାର ସେ କଣ ଦେଇଛନ୍ତି ତାହା ଆଜି ଆମେ ଜାଣିବା । ଅଭିନେତ୍ରୀ ରିୟା ଦେ ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ବହୁତ୍ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ।
ନିଜ ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଏହି ଅଭିନେତ୍ରୀ ଜଣକ ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି ।
ଗତକାଲି ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କ ବିବାହ ଘର ହୋଇଛି , ଏହି ବିବାହ ଘର ଟି ବେଶ୍ ଧୁମ୍ ଧାମରେ ପାଳନ ହୋଇଛି । ଲିପ୍ସା ମିଶ୍ର ଙ୍କ ବିବାହ ଘର ଦିନ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ନଜର ଆସିଥିଲେ । ଲିପ୍ସା ମିଶ୍ର ଙ୍କ ବିବାହ ଘର ରେ ଅଭିନେତ୍ରୀ ରିୟା ଦେ ନିଜ ସ୍ବାମୀ ସହ ଆସିଥିଲେ ଓ ବିବାହ ଘର ଟି ରେ ବହୁତ୍ ସାରା ମଜା ମସ୍ତି କରିଥିଲେ ।
ଅଭିନେତ୍ରୀ ରିୟା ଦେ ଲିପ୍ସା ମିଶ୍ର ଙ୍କ ବିବାହ ଘର ରେ ଉପହାର ଦେଇଥିଲେ ଯାହାର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।