Breaking News

ହିରୋଇନ ଶିବାନୀ ଛାଡିଲେ ତାଙ୍କ ଛୋଟବେଳର ଭିଡିଓ , ଦେଖିଲେ ହସି ହସି ଗଡିବେ … ଦେଖନ୍ତୁ

ଓଲିଉଡ଼ ଅଭିନେତ୍ରୀ ଶିବାନୀ ସଂଗୀତା ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ଅଭିନେତ୍ରୀ ଶିବାନୀ ତାଙ୍କ ସୋସିଆଲ ଆକାଉଣ୍ଟ୍ ପେଜ ରେ ତାଙ୍କର ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓ ଟି ହେଉଛି ତାଙ୍କର ପିଲା ଦିନର ଯେତେବେଳେ କି ତାଙ୍କ ବୟସ ଥିଲା ମାତ୍ର ଛଅ ବର୍ଷ । ଆଉ ସେ ଛଅ ବର୍ଷ ବୟସରେ ଗୋଟିଏ ହିନ୍ଦୀ ଗୀତ ଗାଇଛନ୍ତି । କଭି ଅଲବିଦା ନା କେହେନା ସିନେମା ର ଟାଇଟେଲ୍ ସଙ୍ଗ ଟି କୁ ଗାଇଛନ୍ତି ।

ଏତେ କମ୍ ବୟସରେ ସେ ଗୀତ ଗାଇଛନ୍ତି ଦେଖିଲେ ଯେ କେହି ବି ଖୁସି ହୋଇଯିବ । ବହୁତ୍ ଛୋଟ ବୟସରେ ସେ ଏହି ଗୀତ ଟି ଗାଇଛନ୍ତି ଆଉ ଏବେ ସେ ଭିଡ଼ିଓ ଟି ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି। ଯାହାକି ଏବେ ଖୁବ୍ ଜୋର୍ ରେ ଭାଇରାଲ୍ ହେବାରେ ଲାଗିଛି। ଅଭିନେତ୍ରୀ ଶିବାନୀ ଛୋଟ ବେଳୁ ହିଁ ନିଜର ଅଭିନୟ ଜୀବନ ଆରମ୍ଭ କରି ଦେଇଛନ୍ତି । ସେ ପ୍ରଥମେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ବଧୂ ରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ ।

ସେଥିରେ ସେ ହିରୋଇନ୍ ଙ୍କ ର ଝିଅ ଭୂମିକା ରେ ଅଭିନୟ କରିଥିଲେ । ଆଉ ତାଙ୍କ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ତା ପରେ ସେ ଅନେକ ସିନେମା ରେ ଶିଶୁ କଳାକାର ଭାବରେ ଅଭିନୟ କରିଛନ୍ତି । ତାଙ୍କର ସୁନ୍ଦର୍ ଅଭିନୟ ପାଇଁ ସେ ଅନେକ ଲୋକ ପ୍ରୀୟତା ପାଇ ପାରି ଥିଲେ । ଆଉ ବଡ ହେବା ପରେ ତାଙ୍କର ପ୍ରଥମ ସିନେମା ଆସିଥିଲା ସିଷ୍ଟର୍ ଶ୍ରୀଦେବୀ । ସେଥିରେ ସେ ଓଲିଉଡ଼ ସୁପରଷ୍ଟାର ବାବୁଶାନ୍ ମହାନ୍ତି ଙ୍କ ସହିତ ଅଭିନୟ କରିଥିଲେ।

ତାଙ୍କର ସୁନ୍ଦର୍ ଅଭିନୟ କୁ ଓଡ଼ିଆ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ତା ପରେ ସେ ଓଲିଉଡ଼ ର ଅନେକ ଆଗ ଧାଡ଼ିର କଳାକାର ମାନଙ୍କ ସହିତ କାମ କରିଛନ୍ତି । ଆଉ ବର୍ତ୍ତମାନ ସେ ଓଲିଉଡ଼ ସିନେମା ଜଗତ ର ଜଣେ ପରିଚିତ ଚେହେରା ହୋଇ ପାରିଛନ୍ତି । ତାଙ୍କ ସୁନ୍ଦର୍ ଅଭିନୟ ପାଇଁ ସେ ଓଡ଼ିଆ ଦର୍ଶକ ମାନଙ୍କ ର ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି। ଆଉ ଏବେ ତାଙ୍କର ପିଲା ବେଳର ଭିଡ଼ିଓ ଟି ତାଙ୍କ ସୋସିଆଲ ଆକାଉଣ୍ଟ୍ ରେ ଅପଲୋଡ଼ କରିଛନ୍ତି ଯାହାକି ଖୁବ୍ ଜୋର୍ ରେ ଭାଇ ରାଲ୍ ହେବାରେ ଲାଗିଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *