ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ।ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ।
ତାହେଲେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ।ପ୍ରିୟ ଅଭିନେତ୍ରୀ ସେହିଭଳି ଭାବେ ବେଶ୍ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଓ ଆଜି ଆମେ ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ , ଆମେ ଜଣାଇବାକୁ ଯାଉଥିବା ଅଭିନେତ୍ରୀ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁ ନାହିଁ କିନ୍ତୁ ସେ ବେଶ୍ ସକ୍ରିୟ ଥାଆନ୍ତି ସୋସିଆଲ ମିଡ଼ିଆ ରେ ।
ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ। ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ସୋମାଲିନ ପରିଡା । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ବହୁ କମ୍ ଦିନ ରେ ସେ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି , ସୋମାଲିନ ନିଜ ଅଭିନୟ ପାଇଁ ଆଜି ବେଶ୍ ଲୋକ ପ୍ରିୟ ।
ତାଙ୍କ୍ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ଦର୍ଶକ ମାନେ ଏହି ଅଭିନେତ୍ରୀ ଙ୍କୁ ମନେ ରଖିଛନ୍ତି । ସୋମାଳିନ କିଛି ହାତ ଗଣତି ଧାରାବାହିକ ରେ ନଜର ଆସୁଥିଲେ ଓ ପରବର୍ତ୍ତୀ ସମୟ ରେ ସେ ନିଜ ଅଭିନୟ ଦୁନିଆ ରୁ ଦୁରେଇ ହୋଇଗଲେ । ବର୍ତ୍ତମାନ୍ ସମୟ ରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ।
ତାହେଲେ ବର୍ତ୍ତମାନ୍ ସମୟ ରେ ସୋମାଲିନ ପରିଡା ନିଜ ସ୍ବାମୀ ଓ ଶଶୁର ଘର ପରିବାର ସହିତ ଆସିଛନ୍ତି ନିଜ ବାପ ଘର କୁ । ଆସିବା ର କାରଣ ହେଉଛି ସୋମାଲିନ ପରିଡ଼ା ଙ୍କ ଜେଜେ ଙ୍କ ଶ୍ରାଦ୍ଧ ହେଉଥିବାରୁ , ହଁ ବନ୍ଧୁ ନିଜ ଜେଜେ ଙ୍କ ଶ୍ରାଦ୍ଧ ପାଇଁ ସୋମାଲିନନିଜ ଘର୍ କୁ ଆସି ବହୁତ୍ ସାରା ମଜା ମସ୍ତି କରିଛନ୍ତି ।
ନିଜ ଗାଁ ରେ ବୁଲିବା ସହ ଜେଜେ ଙ୍କ ଶ୍ରାଦ୍ଧ ପାଇଁ ହୋଇଥିବା ଭୋଜି ଭାତ୍ ଖାଇଛନ୍ତି ଓ ଅନ୍ୟ ମାନେ ମଧ୍ୟ ଭୋଜି ଖାଇ ବସିଥିବାର ଦେଖିବାକୁ ମିଳିଛି । ତାହେଲେ ଏହି ଦୃଶ୍ୟ ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହିବା ସହ ବେଶ୍ ଭାଇରାଲ ହେବା ରେ ଲାଗିଛି ଓ ଯାହାକି ଆପଣ ମାନେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।