Breaking News

ହିରୋ ଅନୁଭବ (Anubhav) ଙ୍କ ବଡ ବାପାଙ୍କ ଏକାଦଶାହ ରେ ବଡ ବାପାଙ୍କ ସ୍ମୃତିକୁ ମନେ ପକାଇ ମଞ୍ଚ ଉପରେ କାନ୍ଦିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଗତ କିଛି ଦିନ ତଳେ ଅଭିନେତା ଅନୁଭବ ମହାନ୍ତି ଙ୍କ ପରିବାର ରୁ ବଡ ଦୁଃଖ ଖବର ଆସିଥିଲା । ଏହି ଦୁଃଖ ଖବର ଟି ହେଉଛି ଯେ ଅନୁଭବ ଙ୍କ ବଡ ବାପା ଙ୍କ ଦେହାନ୍ତ ହୋଇ ଯାଇଥିଲା । ବର୍ତ୍ତମାନ୍ ସମୟ ରେ ଅଭିନେତା ଅନୁଭବ ମହାନ୍ତି ନିଜ ବଡ ବାପା ଙ୍କୁ ମନେ ପକାଇ ଅତୀତ ର କିଛି କଥା କୁ କହି କାନ୍ଦି ଛନ୍ତି ।

ତାହେଲେ ଆସନ୍ତୁ ସେହି ବିଷୟ ରେ ଜାଣିବା ,ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି , ଅନୁଭବ ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ନାମ ଅର୍ଜନ କରିବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ତାଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରି ଥିବାର । ଅଭିନେତା ଅନୁଭବ ମହାନ୍ତି କ୍ୟାରିୟର ଆଲବମ୍ ଦୁନିଆ ରୁ ହୋଇଛି ।

ଅଭିନୟ ଦୁନିଆ ର ସେ ଜଣେ ଭଲ ଅଭିନେତା ଓ ବାସ୍ତବିକ୍ ଜୀଵନ ରେ ସେ ଜଣେ ଭଲ ରାଜନେତା । ଅଭିନେତା ଅନୁଭବ ମହାନ୍ତି ଅଭିନୟ ଛାଡ଼ିବା ପରେ ବର୍ତ୍ତମାନ୍ ସେ କେନ୍ଦ୍ରାପଡ଼ା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି ।ବର୍ତ୍ତମାନ୍ ସମୟ ରେ ଅନୁଭବ ମହାନ୍ତି ଯିଏ କି ନିଜ ପ୍ରିୟ ର ବଡ ବାପା ଙ୍କୁ ହରାଇବାର ଆଜି କୁ ପ୍ରାୟ ୧୧ ଦିନ ହୋଇଯିବ । ସେ ନିଜ ବାପା ଙ୍କୁ ଆରେ ପା ବୋଲି ଡାକୁଥିଲେ ।

ବଡ ବାପା ଙ୍କ ଏକାଦଶ କାର୍ଯ୍ୟ ରେ ବଡ ବାପା ଙ୍କୁ ମନେ ପକାଇ ଭାବ ବିହୋଲ୍ ହୋଇଛନ୍ତି ଅନୁଭବ କାନ୍ଦି ଛନ୍ତି ମଧ୍ୟ । ତାଙ୍କ୍ ଜଏଣ୍ଟ ଫାମିଲୀ ରେ ଅନୁଭବ ନିଜ ବଡ ବାପା ଙ୍କୁ ବହୁତ୍ ଭଲ ପାଉଥିଲେ ଓ ସେ ନିଜ ବଡ ବାପା ଙ୍କୁ ମାନନ୍ତି । ଛୋଟ ବେଲେ ଅନୁଭବ ଙ୍କୁ କିଏ ଯଦି ମାଡ ମାରି ଥାଏ କିମ୍ବା ଗାଳି ଦେଇ ଥାଏ ସେ ସର୍ବ ପ୍ରଥମେ ନିଜ ବଡ ବାପା ଙ୍କୁ ଜଣାଇ ଥାଆନ୍ତି ।

ତାହେଲେ ବର୍ତ୍ତମାନ ସମୟ ରେ ନିଜ ପ୍ରିୟ ଲୋକ ହରାଇ ଅନୁଭବ ମହାନ୍ତି ବେଶ୍ ଦୁଃଖ ରେ ଅଛନ୍ତି । ସେ ନିଜ ପ୍ରିୟ ବଡ ବାପା ଙ୍କୁ ଆରେ ପା ଡ଼ାକି ଥାଆନ୍ତି କାରଣ ତାଙ୍କ୍ ବଡ ବାପା ସଦା ସର୍ବଦା ଆରେ ବୋଲି କହି ଥାଆନ୍ତି । ବଡ ବାପା ଙ୍କ ଏହି ଏକାଦଶ କାର୍ଯ୍ୟ ରେ ଅନୁଭବ ଅନେକ କଥା କହିଛନ୍ତି ସେହି ମଞ୍ଚ ଉପରେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *