Breaking News

ହିରୋ ଅମ୍ଳାନ ଦାସ (Amlan Das) ବାପା ହେଲେ, ପୁଅ ହୋଇଛି କି ଝିଅ ହୋଇଛି ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନେ ବେଳେ ବେଳେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ ବ୍ୟକ୍ତିଗତ ଜୀବନ ର ଏକ ଖୁସି ର ଖବର କୁ ନେଇ । ଆସନ୍ତୁ ଜାଣିବା ଏହି ଅଭିନେତା ଜଣକ କିଏ ଓ ସେ କେଉଁ ଖୁସି ଖବର କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ,ଜାଣିବା

ଏହି ଅଭିନେତା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅମ୍ଳାନ ଦାସ । ଆପଣ ମାନେ ଅମ୍ଳାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ସେ ବହୁ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି ।

ଆପଣ ମାନେ ଜାଣିଥିବେ ଯେ ଅମ୍ଳାନ ଙ୍କ ବାପା ହେଉଛନ୍ତି ସ୍ବର୍ଗତ ମିହିରି ଦାସ । ସ୍ବର୍ଗତ ଅଭିନେତା ମିହିର ଦାସ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ପ୍ରତିଷ୍ଠିତ କଳାକାର ଥିଲେ , ନିଜ ଜବରଦସ୍ତ ଅଭିନୟ ଫଳ ରେ ନିଜ ଲୋକ ପରିଚିତ ହେବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଆଗ କୁ ଯାଇ ପାରିଥିଲା ।

ଏହି ଅଭିନେତା ଜଣକ ଅତି ନିକଟ ରେ ମୃତ୍ୟୁ କରିଛନ୍ତି , ବାପା ଙ୍କ ବିୟୋଗ ପରେ ଅମ୍ଳାନ ସମ୍ପୂର୍ଣ ଭାବେ ଭାଙ୍ଗି ପଡିଥିଲେ । ଆପଣ ମାନେ ଜାଣିଥିବେ ଯେ ଅମ୍ଳାନ ବାସ୍ତବିକ୍ ଜୀବନ ରେ ବିବାହ କରିଛନ୍ତି । ବର୍ତ୍ତମାନ୍ ସମୟ ରେ ଅମ୍ଳାନ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି

ଏହି ଚର୍ଚ୍ଚା ର ବିଷୟ ବା ଖବର ଟି ହେଉଛି ଅଭିନେତା ଅମ୍ଳାନ ଦାସ ବାପା ହୋଇଛନ୍ତି , ହଁ ବନ୍ଧୁ ଅମ୍ଳାନ ଦାସ ଏକ କନ୍ୟା ସନ୍ତାନ ର ବାପା ହୋଇଛନ୍ତି । ଅମ୍ଳାନ ଙ୍କ ପତ୍ନୀ ଗତ ୧୧ତାରିଖ ରେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ ରେ ଏକ କନ୍ୟା ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ଓ ଉଭୟ ବର୍ତ୍ତମାନ୍ ସମୟ ରେ ହସ୍ପିଟାଲ ରେ ସୁସ୍ଥ ଅଛନ୍ତି ଓ ବେଶ୍ ଖୁସି ଅଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *