Breaking News

ହିରୋ ଅରିନ୍ଦମ (Arindam) ଓ ତାଙ୍କ କୁନି ଝିଅର ମସ୍ତି ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଅଛନ୍ତି ଓ ଏହି ସମସ୍ତ୍ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ବେଳେ ବେଳେ କିଛି କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ତାହା ସୁଟିଂସେଟ ର ଦୃଶ୍ୟ କୁ ନେଇ ହେଉ ବା ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ହେଉ । ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ । ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଅରିନ୍ଦମ ଦାସ ।

ଏହି ଅଭିନେତା ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଜଣେ ଲୋକ ପ୍ରିୟ ଅଭିନେତା ହେବା ସହିତ ଭଲ ରାଜନେତା ମଧ୍ୟ । ଆପଣ ମାନେ ଅଭିନେତା ଅରିନ୍ଦମ ଦାସ ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର ।

ଏହି ଲୋକ ପ୍ରିୟ ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେବ କାମ କରିଛନ୍ତି ଓ ନିଜ ଅଭିନୟ ଫଳ ରେ ସେ ଅନେକ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି । ଅଭିନେତା ଅରିନ୍ଦମ ଦାସ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚିତ୍ର ରେ ତାଙ୍କ୍ ଜବରଦସ୍ତ ଅଭିନୟ ଦେଖାଇଛନ୍ତି ।

ଓଡ଼ିଶା ର ଦର୍ଶକ ମାନେ ଅରିନ୍ଦମ ଙ୍କ ଅଭିନୟ କୁ ବେସ ପସନ୍ଦ କରିବା ସହିତ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ବର୍ତ୍ତମାନ୍ ସମୟ ରେ ଦର୍ଶକ ମାନେ ଅଭିନେତା ଅରିନ୍ଦମ ଦାସ ଙ୍କ ଅଭିନୟ ଦେଖିବା ପାଇଁ ବେଶ୍ ଇଚ୍ଛୁକ ଅଛନ୍ତି କିନ୍ତୁ ଏହି ଅଭିନେତା ଜଣକ ଅଭିନୟ ଦୁନିଆ ରୁ ଦୂରେଇ ହୋଇ ରାଜନୀତି କରୁଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ବିବାହ ମଧ୍ୟ କରିଛନ୍ତି ଓ ତାଙ୍କର ପୁତ୍ର ସନ୍ତାନ ମଧ୍ୟ ରହିଛି କିନ୍ତୁ କେବେ ହେଲେ ସେ ନିଜ ପୁଅ କୁ ସୋସିଆଲ ମିଡ଼ିଆ କୁ ଆଣି ନାହାଁନ୍ତି କିନ୍ତୁ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ନିଜ ପୁଅ ସହ ମିଶି ବହୁତ୍ ସାରା ମଜା ମସ୍ତି କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଏହା ସହିତ ଅରିନ୍ଦମ ଦାସ ନିଜ ପରିବାର ଲୋକ ଙ୍କ ସହ ମିଶି ଦଶହରା ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *