Breaking News

ହିରୋ ଆକାଶ ଦାସ (Aakash Das) କହିଲେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲୋକ ମାନଙ୍କର ସେବା କରୁଛି ଓ କରୁଥିବି ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ହିରୋ ସୁପରଷ୍ଟାର ଆକାଶ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେ ବହୁତ ସାରା ଓଡ଼ିଆ ଆଲବମ୍ ଓ ଓଫିଅ ସିନେମା ରେ କାମ କରିଛନ୍ତି । ଆଉ ତାଙ୍କ ଅଭିନୟ ରେ ସମସ୍ତେ ହଜି ଜାଆନ୍ତି । ତାଙ୍କ ହିରୋ ଲୋକ୍ସ୍ ଏବେ ବି ଲୋକ ମାନଙ୍କ ମନକୁ ନିଜର କରି ରଖି ଛନ୍ତି ।ଆପଣ ମାନେ ଜାଣିଥିବେ ଆକାଶ ଙ୍କ ର ହିଟ ଆଲବମ୍ ଥିଲା ଯାହାର ନାଁ ହେଉଛି ମୋନାଲିସା କାହିଁ ଛାଡି ଚାଲିଗଲୁ ମୋତେ ।

ଏହି ଗୀତ ଗତ ଦିନ ମାନଙ୍କ ରେ ବହୁତ ସୁପର ଡୁପର୍ ହିଟ ହୋଇ ଥିଲା ଯାହାକି ଏ ପର୍ଯ୍ୟନ୍ତ ସେ ଗୀତ ଧୁମ ଏବେ ବି ବାଜୁଛି ଏବେ ସେ ଗୀତ ର ଚହିଦା ଅଛି । ଆଜି ଆମେ ଆପଣ ମାନଂକୁ ଆକାଶ ବିଷୟ ରେ କିଛି କହିବାକୁ ଯାଉଛୁ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ସମ୍ପୁର୍ଣ୍ଣ ପଢନ୍ତୁ ।

ଆକାଶ ଙ୍କ ବାହାଘର ମଧ୍ୟ ଆଗରୁ ସାରି ଯାଇଛି ଆପଣ ମାନେ ଜାଣିଥିବେ ଆଉ ଦୁହିଁ ଙ୍କ ମଧ୍ୟ ରେ ଭଲ ପାଇବା ଆଜି ବି ବହୁତ ସତେଜ ଅଛି ସେଇଠି ପାଇଁ ତ ଆକାଶ ଙ୍କ ସ୍ତ୍ରୀ କହୁଛନ୍ତି ତାଙ୍କ ପୂର୍ବ ଜନ୍ମ ରେ ବହୁତ ପୁଣ୍ୟ କରିଛନ୍ତି ସେଥି ପାଇଁ ତାଙ୍କ ର ଏ ଜନ୍ମ ରେ ଆକାଶ ଙ୍କ ଭଳି ସ୍ବାମି ପାଇଛନ୍ତି ।

ଆଉ ଆକାଶ ବି କହୁଛନ୍ତି କି ଭଲ ପାଇବା ର କେବେ ତୁଳନା କରି ହେବ ନାହିଁ । ଆଉ ସେ ତାଙ୍କ ସ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି । ଆକାସ କେବଳ ଭଲ ଆକ୍ଟର କି ଭଲ ସ୍ବାମି ହେବା ସହ ବହୁତ ବଡ଼ ସମାଜ ସେବି ମଧ୍ୟ । ଆପଣ ମାନେ ଦେଖି ଥିବେ ସବୁ ଷ୍ଟାର ଙ୍କ ଜନ୍ମ ଦିନ କୁ ସେମାନେ ବହୁତ ଧୁମ ଧାମ ରେ ପାଳନ କରନ୍ତି ତାଙ୍କ ପରିବାର ସହ କିନ୍ତୁ ଆକାଶ ତାଙ୍କ ଜନ୍ମ ଦିନ କୁ ବୃଦ୍ଧା ଆଶ୍ରମ ରେ ପାଳନ କରୁଛନ୍ତି ।

ସେଠି ସମସ୍ତ ବୟସ୍କ ଲୋକ ଙ୍କ ସହ ଆଉ ତାଙ୍କ ପରିବାର ସହ ନିଜ ର ଜନ୍ମ ଦିନ କୁ ପାଳନ କଲେ ଆକାଶ । ସେଠାରେ ସେ ତାଙ୍କ ଜନ୍ମ ଦିନ କୁ ପାଳନ କରିବା ସହିତ ବୟସ୍କ ଲୋକ ମାନଙ୍କ ର ଚକ୍ଷୁ ଚିକିତ୍ସା ମଧ୍ୟ କରୁଛନ୍ତି ତାଙ୍କ ଜନ୍ମ ଦିନ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *