ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ। ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ପ୍ରାୟତ ଅଧିକ ସକ୍ରିୟ ରହି ଥାଆନ୍ତି ।
ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ଅଭିନେତା ଜଣକ ଚନ୍ଦନ ନାମ ରେ ବେଶ୍ ପରିଚିତ , ଆପଣ ମାନେ ନିଶ୍ଚୟ ତାଙ୍କ ଅଭିନୟ ଦେଖିଥିବେ । ଏହି ଅଭିନେତା ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲେ ଜି ସାର୍ଥକ ଟିଭି ରେ ପୂର୍ବ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୋ ଅଗଣା ର ତୁଳସୀ ମୁଁ ।
ବର୍ତ୍ତମାନ୍ ସମୟ ରେ ଅଭିନେତା ଚନ୍ଦନ ବେଶ୍ ଚର୍ଚ୍ଚା ରେ ରହିବା ସହ ଅଭିନେତ୍ରୀ ମାହି ମଧ୍ୟ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆପଣ ମାନେ ଅଭିନେତ୍ରୀ ମାହୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଓଡିଆ ଧାରାବାହିକ ଜଗତ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ସେ ବେଶ୍ ପରିଚିତ । ଆପଣ ମାନେ ତାଙ୍କୁ ଅନେକ ଧାରାବାହିକ ରେ ଦେଖିଥିବେ ।ଆପଣ ମାନେ ଜାଣିଥିବେ ଅଭିନେତା ଚନ୍ଦନ ବା ତୁଷାର ଅଭିନେତ୍ରୀ ମାହି ଙ୍କୁ ଭଲ ପାଈ ବିବାହ କରିଛନ୍ତି ।
ଉଭୟ ଙ୍କ ବିବାହ କରିବା ର ଅନେକ ଦିନ ହୋଇଗଲାଣି ଓ ଉଭୟ ବିବାହ ପରେ ବେଶ୍ ଖୁସି ରେ ଅଛନ୍ତି । ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ଏକ କନ୍ୟା ସନ୍ତାନ ମଧ୍ୟ ଅଛି ।
ଯାହାର ନାମ ପୁଚକିନ । ଚନ୍ଦନ ଓ ମାହି ଉଭୟ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି , ଉଭୟ ଙ୍କ ଏକ ଭିଡିଓ ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛି ଓ ଏହି ଭିଡିଓ ରେ ତୁଷାର ଏବଂ ମାହି ସପିଂ କରିବାକୁ ଯାଇଛନ୍ତି ଓ ନିଜ ଝିଅ ପୂଚକିନ ପାଇଁ ଅନେକ ଜିନିଷ ଆଣିଛନ୍ତି ।
ତୁଷାର ତାଙ୍କ ସ୍ତ୍ରୀ ମାହିଙ୍କ ପାଇଁ ଏକ ମଙ୍ଗଳସୂତ୍ର ଆଣିଛନ୍ତି, ଯାହାକୁ ସେ ନିଜେ ତାଙ୍କ ସ୍ତ୍ରୀ ମାହିଙ୍କୁ ପିନ୍ଧାଇ ଦେଉଛନ୍ତି । ସ୍ଵାମୀଙ୍କର ଠାରୁ ଉପହାର ପାଇ ମାହି ବେଶ ଖୁସିଥିବା ଜଣାପଡୁଛନ୍ତି ଏହା ସହିତ ତୁଷାର ଝିଅ ପୁଚକିନ ପାଇଁ ନୂଆ ଚପଲ ଓ ଅନେକ ଖେଳଣା ଜିନିଷ ଆଣିଛନ୍ତି । ଏମିତି କିଛି ନୂଆ ନୂଆ ଜିନିଷ ପାଇଁ ଝିଅ ଓ ସ୍ତ୍ରୀ ଉଭୟଙ୍କ ଖୁସି କହିଲେ ନସରେ । ଭିଡିଓ ସ୍ଵାମୀ ସ୍ତ୍ରୀ ଓ ତାଙ୍କ କୁନି ଝିଅ ଢେର ସାରା ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।