ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆପଣ ମାନ ଙ୍କ ପାଇଁ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇ ସାରିଛି ଓ କିଛି ଚଳଚ୍ଚିତ୍ର ର ସୁଟିଂ ସେଟ ଚାଲିଛି । ବର୍ତ୍ତମାନ୍ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଆଉ ଏକ ନୂଆ ଚଳଚିତ୍ର ର ସୁଟିଂ ଚାଲିଛି ଯାହାର ନାମ ହେଉଛି ଆଇନା କେବେ ମିଛ କହେନା । ଏହି ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଶ୍ରୀତମ ଦାସ ।
ଶ୍ରୀତମ ଦାସ ଅତି ନିକଟ ରେ ଆଉ ଏକ ଚଳଚ୍ଚିତ୍ର ର ନିର୍ଦ୍ଦେଶନା ଦେଇଥିଲେ ଯାହାର ନାମ ହେଉଛି ମହାବାହୁ । ବର୍ତ୍ତମାନ୍ ସମୟ ରେ ଆଇନା କେବେ ମିଛ କହେନା ରେ ଶ୍ରୀତମ ଦାସ ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରୁଛନ୍ତି ଓ ଏହି ଚଳଚ୍ଚିତ୍ର ରେ ମୂଖ୍ୟ ଅଭିନେତା ନଜର ଆସିବେ ଦୀପକ ।
ମୂଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ ଯୁବ ଅଭିନେତ୍ରୀ ମୁଷ୍କାନ , ଏହି ଅଭିନେତ୍ରୀ ଜଣକ ପ୍ରଥମ ଥର ପାଇଁ ଏକ ଚଳଚ୍ଚିତ୍ର ରେ ନଜର ଆସିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ଟି ଦୁଇ ଭାଇ ଙ୍କୁ ନେଇ ଆରମ୍ଭ ହୋଇଛି କହିବାକୁ ଗଲେ ଘର୍ ମାନ ଙ୍କ କାହାଣୀ କୁ ନେଇ ଏହା ହୋଇଛି । ଏହି ଚଳଚ୍ଚିତ୍ର ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆପଣ ମାନ ଙ୍କ ପ୍ରିୟ ଗାୟକ ଅଭିଜିତ ମଜୁମଦାର ।
ବନ୍ଧୁଗଣ ଆପଣ ମାନେ ଅଭିନେତା ଦୀପକ ଙ୍କୁ ବହୁ ସାରା ଆଲବମ୍ ରେ ଦେଖିଥିବେ । ଆଲବମ୍ ଦୁନିଆ ରୁ ସେ ଚଳଚ୍ଚିତ୍ର ଦୁନିଆ କୁ ଆସି ବେଶ୍ ଲୋକ ପରିଚିତ ହେବା ସହିତ ଓଡିଶା ର ଘର୍ ଘରେ ପରିଚିତ । ଅଭିନେତା ଦୀପକ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ତାଙ୍କ ପତ୍ନୀ ଙ୍କ ନାମ ହେଉଛି ତନୁଜା ଓ ଉଭୟ ଙ୍କ ର ଏକ ପୁତ୍ର ସନ୍ତାନ ଅଛି ।
ତାଙ୍କ୍ ପୁଅ ନା ହେଉଛି ଦିସାନ ଯିଏ କି ବର୍ତ୍ତମାନ୍ ସମୟ ରେ ବହୁତ୍ ଛୋଟ । ଦୀପକ ନିଜ ସୁଟିଂ ସେଟ ରୁ କାମ ସରିବା ପରେ ନିଜ ପରିବାର କୁ ବହୁତ୍ ସମୟ ଦିଅନ୍ତି , ହଁ ବନ୍ଧୁ ଦୀପକ ନିଜ ପତ୍ନୀ ତନୁଜା ଙ୍କ ପାଇଁ ସେ ନିଜ କୁ ଭାଗ୍ୟବାନ ବୋଲି ମନେ କରୁଛନ୍ତି ଓ ସେ ଆହୁରି ଖୁସି ଅଛନ୍ତି ତାଙ୍କ ପୁଅ ଦିଷାନ କୁ ନେଇ ।
ବନ୍ଧୁଗଣ ଦୀପକ ଏବଂ ମୁଷ୍କାନ୍ ଏହି ଚଳଚ୍ଚିତ୍ର ର ସୁଟିଂ ସେଟ ରୁ କିଛି ସମୟ ବାହାର୍ କରି ସେହି ସୁଟିଂ ସେଟ ରେ ଅନେକ କଥା କହିଛନ୍ତି । ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀତମ ଦାସ କହିଛନ୍ତି ସେ ଓଡିଆ ଇଣ୍ଡଷ୍ଟ୍ରି ପୂର୍ବ ରୁ ଯେମିତି ଲୋକ ପ୍ରିୟ ଥିଲା ଠିକ୍ ସେହିଭଳି ଭାବେ ରହିବା ପାଇଁ ତାଙ୍କ ପ୍ରୟାସ ଓ ସେ ଆମ ପରମ୍ପରା ସଂସ୍କୃତି ଓ ବାସ୍ତବିକ ଜୀବନରେ ମଣିଷ ର କାହାଣୀ କୁ ନେଇ ସେ ଚଳଚ୍ଚିତ୍ର କରି ଥାଆନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।