Breaking News

ହିରୋ ବବି ମିଶ୍ର (Bobby Mishra) ସ୍ତ୍ରୀ କୋଏଲଙ୍କୁ (Koyel Banerjee) ବଙ୍ଗାଳୀ ଗୀତ ଗାଇଲେ କି ? – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ହିରୋ ବାବୁଶାନ୍ ଙ୍କ ବିଷୟ ରେ ବହୁତ କିଛି ଜାଣିଥିବେ । ସେ ଓଲିଓଡ ଇଣ୍ଡଷ୍ଟ୍ରୀ ରେ ଜଣେ ଜଣାଶୁଣା ଅଭିନେତା ହେବା ସହ ସେ ଖୁବ ଲୋକପ୍ରିୟ ମଧ୍ୟ । ତାଙ୍କ ର ଚର୍ଚ୍ଚା ସବୁବେଳେ ରହି ଆସିଛି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ତାଙ୍କ ମଧ୍ୟ ରୁ ବବି ମିଶ୍ର ମଧ୍ୟ ଜଣେ ଚର୍ଚ୍ଚିତ ଅଭିନେତା ।

ସେ ତାଙ୍କ ଅଭିନୟ ରେ ସମସ୍ତ ଙ୍କୁ ବହୁତ ଭଲ ପାଇବା ଦେଇ ଆସିଛନ୍ତି ଆଉ ବବି ମିଶ୍ର ଙ୍କ ଅଭିନୟ ରେ ସବୁ ଦର୍ଶକ ମାନେ ମଧ୍ୟ ତାଙ୍କୁ ଭଲ ପାଇବା ଦେଇଛନ୍ତି । ବବି ମିଶ୍ର ବହୁତ ସିନେମା ଓ ସିରିଏଲ ରେ ଅଭିନୟ କରିଥିବାର ନଜର ରେ ଆସିଛନ୍ତି । କେବଳ ସିନେମା ଓ ସିରିଏଲ ରେ ନୁହଁ ସେ ଓଡ଼ିଆ ଆଲବମ୍ ରେ ମଧ୍ୟ ନିଜର ଅଭିନୟ ଆରମ୍ଭ କରିଥିଲେ ।

ସେ ତାଙ୍କ କ୍ୟାରିୟର୍ ଆରମ୍ଭ କରିଥିଲେ ଏହି ଅଭିନୟ ରୁ ଆଉ ସେ ସଫଳତା ମଧ୍ୟ ପାଇଛନ୍ତି । ବହୁତ ଖ୍ୟାତି ଅଛି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବବି ମିଶ୍ର ଙ୍କ ର । ବବି ମିଶ୍ର ଙ୍କ ସ୍ତ୍ରୀ କୋଏଲ୍ ବାନାର୍ଜୀ ଙ୍କୁ ବି ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଦୁହେଁ ସୁଟିଂ ସେଟ୍ ରୁ ହିଁ ଭଲ ପାଇଥିଲେ ପରସ୍ପର କୁ । ତାଙ୍କ ଭିତରେ ଭଲ ପାଇବା ବହୁତ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଦୁହେଁ ମିଶି ବହୁତ ଓଡ଼ିଆ ସିନେମା ମଧ୍ୟ କରିଥିଲେ । ଦୁହିଁଙ୍କର ଯୋଡି ମଧ୍ୟ ବେସ ଭଲ ଲାଗିଥିଲା ଦର୍ଶକ ମାନଂକୁ । କିନ୍ତୁ ତାଙ୍କ ର ବ୍ୟକ୍ତିଗତ କାରଣ ପାଇଁ ଦୁହେଁ ଅଲଗା ରହୁଥିଲେ ପରେ କୋଏଲ୍ ବାନାର୍ଜୀ କୋଲକତା ରେ ରହିବା ଆରମ୍ଭ କରିଥିଲେ । ସେଠାରେ ସେ ଜଣଙ୍କ ସହ ବନ୍ଧୁତ୍ବ ସ୍ଥାପନ କରି ସେଠାରେ ତାଙ୍କ ସହ ଲିଭ୍ ଇନ ରିଲେସନସିପ୍ ରେ ରହିଲେ ।

ପରେ ତାଙ୍କ ଭୀତ ରେ ଆନ୍ତରିକତା ବଢିବାରୁ ତାଙ୍କ ସହ କୋଲକାତା ରେ ବିବାହ କରିଥିଲେ । ଏବେ ବବି ମିଶ୍ର ଓ କୋଏଲ୍ ବାନାର୍ଜୀ ସମ୍ପୁର୍ଣ୍ଣ ଭାବରେ ଅଲଗା ହୋଇ ସାରିଛନ୍ତି । ତେବେ ଏବେ ପପୁ ପମ ପମ ଓ ବବି ମିଶ୍ର ଏକାଠି ଅଛନ୍ତି ଆଉ ପପୁ ପମ ପମ ବବି ମିଶ୍ର କୁ କହିଥିଲେ ଗୋଟିଏ ବଙ୍ଗାଳି ଗୀତ ଟିଏ ଗାଇ ବାକୁ ବବି ମିଶ୍ର ।

ବବି ମିଶ୍ର ପପୁ ପମ ପମ ଙ୍କ କଥା ଶୁଣି ତାଙ୍କ ସ୍ତ୍ରୀ କୋଏଲ୍ ବାନାର୍ଜୀ ଙ୍କୁ ମାନେ ପକେଇ ତାଙ୍କ ର ଏକ ବଙ୍ଗାଳି ଗୀତ ଗାଇଛନ୍ତି । ଯାହା କି ସେ ବହୁତ ଭଲ ପାଇବା ର ସହ ବହୁତ ସୁନ୍ଦର ଗୀତ ଗାଇଛନ୍ତି । ଏହି ଗୀତ କୁ ଶୁଣି ପପୁ ପମ ପମ ତାଙ୍କୁ ସାବାସି ଜଣାଇଛନ୍ତି ଆଉ ବଙ୍ଗାଳି ରେ କଥା ଶିଖେଇ ଦେବା ପାଇଁ କହିଲେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *