Breaking News

ହିରୋ ବାବୁସାନ (Babusan) ସୁସ୍ଥ ହେବା ପରେ ଫ୍ୟାନମାନଙ୍କୁଏମିତି କିଛି କହିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ର ଘର୍ ଘରେ ପରିଚିତ , ଆପଣ ମାନେ ଜାଣିଥିବେ ଏହି ଅଭିନେତା ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିବା ସହିତ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।

ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ବାବୁଶାନ୍ ମହାନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ବାବୁଶାନ୍ ସୁସ୍ଥ ହେବା ପରେ ନିଜ ପ୍ରଶଂସକ କୁ ଏକ ଭିଡିଓ ମାଧ୍ୟମ ରେ କିଛି ଜଣାଇଛନ୍ତି ଯାହା କି ଆଜି ଆମେ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ବାବୁଶାନ ମହାନ୍ତି ଙ୍କୁ ଭଲ ଭାବ ରେ ଜାଣିଥିବେ । ଅଭିନେତା ବାବୁଶାନ୍ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଭାବେ ସେ ବେଶ୍ ପରିଚିତ । ଏହି ଲୋକ ପ୍ରିୟ ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୀର୍ଘ ବର୍ଷ ହେଲା କାମ କରି ଆସୁଛନ୍ତି ଓ ନିଜ ଅଭିନୟ ଫଳ ରେ ସେ ଅନେକ ପ୍ରଶଂସକ ସୃଷ୍ଟି କରି ପାରିଛନ୍ତି ।

ଅଭିନେତା ବାବୁଶାନ ମହାନ୍ତି ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚିତ୍ର ରେ ତାଙ୍କ୍ ଜବରଦସ୍ତ ଅଭିନୟ ଦେଖାଇଛନ୍ତି । ଓଡ଼ିଶା ର ଦର୍ଶକ ମାନେ ବାବୁଶାନ ଙ୍କୁ ଓ ତାଙ୍କ ଅଭିନୟ କୁ ବେସ ପସନ୍ଦ କରିବା ସହିତ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି । ଓଡ଼ିଶା ର ଘର୍ ଘରେ ପରିଚିତ ।

ଅଭିନେତା ବାବୁଶାନ ମହାନ୍ତି ଯେଉଁ ଭଳି ଭାବେ ଲୋକ ପ୍ରିୟ ତାଙ୍କ ବାପା ଉତ୍ତମ ମହାନ୍ତି ଓ ମାଆ ଅପରାଜିତା ମହାନ୍ତି ମଧ୍ୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଉଭୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଭାବେ ସଦା ସର୍ବଦା ପର୍ଯ୍ୟନ୍ତ ରହିଥିବେ । ବର୍ତ୍ତମାନ୍ ସମୟ ରେ ସୁସ୍ଥ ହେବା ପରେ ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ

ଗତ ୪ ତାରିଖ ରେ ସେ sky lounge resturant in Berhampur , City kitchen ର ଗ୍ରାଣ୍ଡ ଓପିନିଂ କାର୍ଯ୍ୟ ରେ ଜଏନ କରିବାକୁ ଯାଉଛନ୍ତି ଓ ସେ ଏକ ଭିଡିଓ ରେ ଜାରି କରି ସୂଚନା ଦେଇଛନ୍ତି ଓ ଏହି ଭିଡିଓ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *