ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଶ୍ରୀତମ ଦାସ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା । ନିଜ ଜବରଦସ୍ତ ଅଭିନୟ ପାଇଁ ସେ ଆଜି ଓଡ଼ିଶା ର ଘର୍ ଘରେ ପରିଚିତ । ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସେ ଜଣେ ଭଲ ଅଭିନେତା ସହ ଭଲ ନିର୍ଦ୍ଦେଶକ ମଧ୍ୟ ।
ଅତି ନିକଟ ରେ ସେ ମହାବାହୁ ଚଳଚ୍ଚିତ୍ର ରେ ନିର୍ଦ୍ଦେଶନା ଦେଇଥିଲେ ଓ ଯାହାକି ବେଶ୍ ସଫଳତା ହାସଲ କରି ପାରିଥିଲା , ଆମ ଓଡ଼ିଆ ଲୋକ ମାନ ଙ୍କ ମନ ରେ ପରିବର୍ତନ ଆସିଛି ଓ ସେଥିପାଇଁ ଆପଣ ଙ୍କ ପାଇଁ ଆଉ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଯାହାର ନାମ ହେଉଛି ଆଇନା ମିଛ କୁହେନା ।
ଏହି ସିନେମା ର କାହାଣୀ ନିଆରା ଦୁଇ ଭାଇ ଙ୍କ ସଂପର୍କ ର କଥା । ହଁ ବନ୍ଧୁ ଯୌଥ ପରିବାର ର ଦୁଇ ଭାଇ ଙ୍କ ସଂପର୍କ କୁ ନେଇ ଏହି ଚଳଚ୍ଚିତ୍ର ଟି । ବନ୍ଧୁଗଣ ପୂର୍ବ ରୁ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର , ସ୍ବର୍ଗତ ମିହିର ଦାସ ଏବଂ ବିଜୟ ମହାନ୍ତି ଯେଉଁ କପି ଫିଲ୍ମ ରେ ଅଭିନୟ କରୁଥିଲେ ତାହା ସୁପର ହିଟ ହୋଇଥିଲା ।
କିନ୍ତୁ ବର୍ତ୍ତମାନ୍ ସମୟ ରେ ଯେଉଁ ସବୁ ଚଳଚ୍ଚିତ୍ର କପି ବୋଲି ଜଣା ପଡ଼ୁଛି ତାକୁ ଲୋକ ମାନେ ଘୃଣା କରିବା ସହ ନିନ୍ଦା କରୁଛନ୍ତି । ଓଡିଆ ନିର୍ଦ୍ଦେଶକ ଥିଲେ ଓ ଓଡ଼ିଶା ବାହାରୁ କୋରିଓଗ୍ରଫର୍ ତେଲୁଗୁ ରେ ଆସିଲେ ତାମିଲ ରୁ ଆସିଲେ । DVD ଦେଖି ଓଡ଼ିଆ ସିନେମା ଛାପା ହେଲା । ବର୍ତ୍ତମାନ୍ ସମୟ ରେ ତ ହଲ ସିନେମା ର ମାଲିକ ମାନେ ଓଡିଆ ଚଳଚ୍ଚିତ୍ର କୁ ରିଲିଜ୍ କରିବା ପାଇଁ ରାଜି ହେଉ ନାହାନ୍ତି ।
ଓଡିଆ ଲୋକ ମାନେ ଓଡ଼ିଆ ଲୋକ ଙ୍କୁ ବଦନାମ କରୁଛନ୍ତି ବାହାରୁ ଆସି କେହି କରୁ ନାହାନ୍ତି । ଓଡିଆ ଲୋକ ଓଡିଆ କୁ ବଦନାମ କରୁଛନ୍ତି , ଓଡ଼ିଆ ଲୋକ କହୁଛନ୍ତି ଏହା ତେଲୁଗୁ ତାମିଲ କପି କର । ବର୍ତ୍ତମାନ୍ ସମୟ ରେ ଆମେ ଓଡ଼ିଆ ଆମ ରାଷ୍ଟ୍ରପତି ଓଡ଼ିଆ , ରେଳମନ୍ତ୍ରୀ ଓଡ଼ିଆ , ଶିକ୍ଷା ମନ୍ତ୍ରୀ ଓଡ଼ିଆ । ଯେତେବେଳେ ଆମେ ଆମର ଜିନିଷ କୁ ଆମର ବୋଲି ସେତେବେଳେ କିଛି ପରିବର୍ତ୍ତଶୀଲ ହେବ ।
ଏହି ଚଳଚ୍ଚିତ୍ର ରେ ଶ୍ରୀତମ ଦାସ ନିର୍ଦ୍ଦେଶନା ଦେବା ସହ ତାଙ୍କ ଅଭିନୟ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ରେ ଶ୍ରୀତମ ଦାସ ଓ ଅଭିନେତା ଦୀପକ ଦୁଇ ଭାଇ ଚରିତ୍ର ରେ ନଜର ଆସିବେ । ପୁର୍ବ ରୁ ଅଭିନେତ୍ରୀ ମାନେ ସର୍ଟ ଥିବାରୁ ଓଡ଼ିଶା ବାହାରୁ ଆସୁଥିଲେ ଅଭିନେତ୍ରୀ ମାନେ କିନ୍ତୁ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି । ଏହି ଭଳି ଭାବେ ଅନେକ କିଛି କଥା କହିଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।