Breaking News

ହିରୋ ସବ୍ୟସାଚୀ (Sabyasachi) ଓ ହିରୋଇନ ଅର୍ଚ୍ଚିତା (Archita) ଆମେରିକାରେ ସ୍ଵାଧୀନତା ଦିବସ ବଡ ଧୂମ ଧାମରେ ପାଳନ କରିଲେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତକାଲି ସରି ଯାଇଛି ୭୬ ତମ ସ୍ବାଧିନତା ଦିବସ । ଏହି ସ୍ଵାଧୀନତା ଦିବସ ପାଳନ କରିଥିଲା ଭାରତ , ଗାଆଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତେ କାଲି ବେଶ୍ ଧୁମ୍ ଧାମରେ ପାଳନ କରି ଥିଲେ । ଖାଲି ସେତିକି ନୁହେଁ ଏହି ସ୍ଵାଧୀନତା ଦିବସ ରେ ବିଶ୍ଵ ର ବିଭିନ୍ନ ରାଷ୍ଟ୍ର ରୁ ଭାରତ କୁ ଶୁଭେଚ୍ଛା ଏ ସୁଅ ମଧ୍ୟ ଛୁଟି ଥିଲା ।


ତାହେଲେ ବନ୍ଧୁଗଣ କେବଳ ଭାରତ ରେ ନୁହେଁ ଭାରତ ବାହାର୍ ଦେଶ ରେ ରହୁଥିବା ଆମ ଭାରତୀୟ ମାନେ ମଧ୍ୟ ଏହି ସ୍ଵାଧୀନତା ଦିବସ ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି । ଆଜି ଆମେ ସେହିଭଳି ଏକ ଖବର ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ,

ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସଚି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ନିସ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ଏହି ଅଭିନେତା ଜଣକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ସୁଟିଂ ସେଟ ରୁ ଭଲ ପାଇ ବିବାହ କରିଛନ୍ତି ।


ଆପଣ ମାନେ ଅର୍ଚ୍ଚିତା ସାହୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଆମ ଓଡିଆ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଭାବେ ବେଶ୍ ପରିଚିତ । ବିବାହ ପରେ ଉଭୟ ବର୍ତ୍ତମାନ୍ ସମୟ ରେ ବେଶ୍ ଖୁସି ରେ ଅଛନ୍ତି । ବର୍ତ୍ତମାନ୍ ସମୟ ରେ ଉଭୟ ଆମେରିକା ରେ ଅଛନ୍ତି ଓ ଆମେରିକା ନିଜ ସମୟ କିପରି ଅତି ବାହିତ କରୁଛନ୍ତି ତାହା ପୋଷ୍ଟ କରି ସେ ଜଣାଇଛନ୍ତି ।


ଆମେରିକା ରେ ସେ ବହୁ ସାରା ମଜା ମସ୍ତି କରିବା ସହ ବେଶ୍ ଖୁସି ରେ ଅଛନ୍ତି । ସବ୍ୟ ଓ ଅର୍ଚ୍ଚିତା ଉଭୟ ଆମେରିକା ରେ ରହି ରଥଯାତ୍ରା ବେଶ୍ ଧୁମ୍ ଧାମରେ ପାଳନ କରିଥିଲେ ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ସେଠାରେ ଥିବା ଆମ ଓଡିଆ ଲୋକ ମାନ ଙ୍କ ସହ ବହୁ ସାରା ମଜା ମସ୍ତି କରିଥିଲେ।

ବର୍ତମାନ ସମୟ ରେ ଉଭୟ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଉଭୟ ଆମେରିକା ରେ ଥିବା ଓଡ଼ିଆ ଲୋକ ଙ୍କ ସହ ୭୬ ତମ ସ୍ବାଧିନତା ଦିବସ ଟି କୁ ବେଶ୍ ଧୁମ ଧାମ ରେ ପାଳନ କରି ଥିଲେ । ବର୍ତ୍ତମାନ୍ ସମୟ ରେ ଏହାର ଦୃଶ୍ୟ ସୋସିଆଲ ମିଡିଆରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *