Breaking News

ହିରୋ ସବ୍ୟସାଚୀ (Sabyasachi) କରିଲେ ମ୍ୟାଜିକ ଛୁଇଁଲେ ଦେହରେ ଜଳୁଛି ଲାଇଟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଏହି ସମସ୍ତ ଅଭିନେତା , ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।


ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତାହେଲେ ଏହି ଅଭିନେତା ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟସଚି ମିଶ୍ର । ଅଭିନେତା ସବ୍ୟ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଚଳଚ୍ଚିତ୍ର ଅଭିନୟ କରି ସାରିଛନ୍ତି ।


ସେ ସମସ୍ତ ଚଳଚ୍ଚିତ୍ର ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସି ଥାଆନ୍ତି । ଏହି ଅଭିନେତା ଜଣକ ଜଣେ ଲୋକ ପ୍ରିୟ ଅଭିନେତା ହେବା ସହ ବାସ୍ତବିକ ଜୀବନ ରେ ଜଣେ ସୁପର ହିରୋ ବା ସମାଜ ସେବୀ । ତାହେଲେ ବନ୍ଧୁଗଣ ଭଳି ଆପଣ ମାନେ ଅଭିନେତ୍ରୀ ଲିପ୍ସା ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।

ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତ୍ରୀ ଭାବେ ବେଶ୍ ପରିଚିତ । ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଦେଖିବାକୁ ପାଉ ଥିବେ । ନିଜ ଅଭିନୟ ପାଇଁ ସେ ଆଜି ଓଡ଼ିଶା ର ଘର୍ ଘରେ ପରିଚିତ ହେବ ସହ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଅନେକ ନାମ ଅର୍ଜନ କରିଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ସବ୍ୟ ଓ ଅଭିନେତ୍ରୀ ଲିପ୍ସା ମିଶ୍ର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଲିପ୍ସା ମିଶ୍ର ଙ୍କୁ ଅଭିନେତା ସବ୍ୟ ଏକ ମ୍ୟାଜିକ ଦେଖାଇଛନ୍ତି ଯାହାକୁ ଦେଖି ଲିପ୍ସା ମିଶ୍ର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଜି ଆମେ ସେହି ବିଷୟ ରେ ଜାଣିବା

ତାହେଲେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଭାଈରାଲ ହେଉଥିବା ଏକ ଭିଡିଓ ରେ ଦେଖିବାକୁ ମିଳିଛି ସବ୍ୟ ଙ୍କ ହାତ କୁ ଲିପ୍ସା ମିଶ୍ର ଛୁଇଁବା ପରେ ସବ୍ୟ ପିନ୍ଧି ଥିବା ସାର୍ଟ ରେ led ଲାଇଟ୍ ଜଳି ଥିବାର ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *