ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଏହି ଅଭିନୟ ଦୁନିଆ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ମନେ ଅଛନ୍ତି ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରୀୟ ରହିବା ସହ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ଏହି ଚର୍ଚ୍ଚା ର ବିଷୟ ଟି ନିଜ ବ୍ୟକ୍ତିଗତ ଜୀବନ ର ହେଉ ବା ସୁଟିଂ ସେଟ ର ଦୃଶ୍ୟ କୁ ନେଇ ହେଉ । ବର୍ତ୍ତମାନ୍ ସମୟ ରେ ଏହି ବିଷୟ ରେ କହିବା ର କାରଣ ହେଲା ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ବେଶ୍ ଚର୍ଚ୍ଚା ରେ ଅଛନ୍ତି ସୋସିଆଲ ମିଡ଼ିଆ ରେ , ଆଜି ଆମେ ସେହି ବିଷୟ ରେ ଜାଣିବା ।
ତାହାଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସବ୍ୟସଚି । ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ଅଭିନେତା ସବ୍ୟସଚି ସାଉଦି ଆରବ ଲୁକ ରେ ନଜର ଆସୁଥିବାର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ,
ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ । ଏହି ଅଭିନେତା ଜଣକ ନିଜ ଅଭିନୟ ଜୀବନୀ ମଧ୍ୟ ରେ ସେ ବହୁ ସାରା ଚଳଚ୍ଚିତ୍ର ଓ ଆଲବମ ରେ ଅଭିନୟ କରିଛନ୍ତି , ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ ।
ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଛନ୍ତି , ହଁ ବନ୍ଧୁ ବାସ୍ତବିକ ଜୀବନ ରେ ସବ୍ୟ ଜଣେ ରିଅଲ ହିରୋ ଯାହାଙ୍କୁ ଓଡ଼ିଶା ବାସୀ ମନେ ଆଦୌମ ଭୁଲିବେ ନାହିଁ । ବର୍ତ୍ତମାନ୍ ସମୟ ରେ ଏହି ଅଭିନେତା ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ସାଉଦି ଆରବ ଯାଇଛନ୍ତି ଏକ ସୋ ପାଇଁ ।
ସାଉଦି ଆରବର ର ଏକ ସୋ ରୁମ କୁ ବୁଲିବାକୁ ଯାଇ ସାଉଦି ଆରବ ଙ୍କ ଡ୍ରେସ୍ ହାତ ପକାଉ ପକାଉ ସେହି ଡ୍ରେସ୍ ଟି ପିନ୍ଧି ଦେଉଛନ୍ତି । ଏହି ଲୁକ ରେ ଅଭିନେତା ସବ୍ୟ ବହୁତ୍ ସୁନ୍ଦର୍ ଦେଖା ଯାଉଛନ୍ତି ଓ ଆପଣ ମାନେ ଏହି ଦୃଶ୍ୟ ଟି କୁ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।