Breaking News

ହିରୋ ସ୍ଵରାଜଙ୍କ (Swaraj) ଜେଜେ ଓ ପରିବାର ସହ ମଜା ମସ୍ତି – ଦେଖନ୍ତୁ ଭିଡିଓ

ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ସେମାନେ ତାଙ୍କ ର ଦମଦାର ଅଭିନୟ ପାଇଁ ସବୁ ଦର୍ଶକ ମାନେ ତାଙ୍କୁ ଜାଣି ଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସ୍ବରାଜ ଙ୍କ ବିଷୟ ରେ ବହୁତ କିଛି ଜାଣି ଥିବେ । ଅଭିନେତା ସ୍ବରାଜ ଙ୍କୁ ବହୁତ ପସନ୍ଦ ମଧ୍ୟ୍ କରନ୍ତି ଦର୍ଶକ ମାନେ ।

ସ୍ବରାଜ କରି ଥିବା ପ୍ରତ୍ୟେକ ସିନେମା ବହୁତ ସୁପରହିଟ୍ ମଧ୍ୟ ହୋଇ ସାରିଛି । ବର୍ତ୍ତମାନ ସମୟ ରେ ନଜର ରେ ଆସିଛନ୍ତି ସ୍ବରାଜ । ବନ୍ଧୁଗଣ ସ୍ବରାଜ ଙ୍କ ଭାଇରାଲ ହେଉ ଥିବା ଭିଡିଓ ବିଷୟ ରେ ଯଦି ଆପଣ ମାନେ ଜାଣି ବାକୁ ଚାହୁଁ ଥିବେ ତେବେ ଆପଣ ମନେ ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ । ବନ୍ଧୁଗଣ ସ୍ବରାଜ ଙ୍କୁ ସବୁ ଦର୍ଶକ ମାନେ ବହୁତ ଭଲ ପାଆନ୍ତି । କାରଣ ସେ ଛୋଟ ବେଳୁ ବହୁତ ସୁନ୍ଦର ଅଭିନୟ କରି ଆସିଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମ ରେ ସବୁ ଦର୍ଶକ ଙ୍କ ମନ ରେ ସ୍ୱତନ୍ତ୍ର ସ୍ଥାନ ନିଜ ପାଇଁ ତିଆରି କରି ଆସୁଛନ୍ତି । ସେ ଛୋଟ ବେଳେ ଶିଶୁ କଳା କାର ଭାବରେ ଅଭିନୟ କରୁଥିଲେ ଆଉ ବଡ଼ ହେଲା ପରେ ଏବେ ସେ ଫିଲ୍ମ ରେ ହିରୋ ରୋଲ ରେ ଅଭିନୟ କରୁଥିବାର ଅଧିକାଂଶ ନଜର ରେ ଆସୁଛନ୍ତି ।

ସ୍ବରାଜ୍ ତାଙ୍କ ପରିବାର କୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ପରିବାର କୁ ତାଙ୍କ ଜୀବନ ରେ ଅଧିକ ଗୁରୁତ୍ବ ଦେଇ ଥାନ୍ତି । ତେବେ ବର୍ତ୍ତମାନ ସମୟରେ ସେ ତାଙ୍କ ଅଜା ଆଈ ଙ୍କ ସହ ବହୁତ ସମୟ ବିତେଇବାର ନଜର ରେ ଆସିଛନ୍ତି । ସେ ତାଙ୍କ ଅଜା ଓ ଆଈ ଙ୍କ ସହ ବଣ ଭୋଜି କରି ଥିବାର ମଧ୍ୟ ନଜର ରେ ଆସିଛନ୍ତି ।

ଆଉ ଗୋଟିଏ ନୂଆ ସ୍କୁଟି କିଣି ଥିବାର ମଧ୍ୟ ନଜର ରେ ଆସିଛନ୍ତି ଆଉ ସେ ତାଙ୍କ ଅଜା ଆଈ ଙ୍କ ସହ କିନ୍ତୁ ଅଧିକ ସମୟ ବିତେଉଛନ୍ତି ଆଉ ବହୁତ ସାରା ମଜ୍ଜା ଓ ମସ୍ତି ମଧ୍ୟ କରୁଛନ୍ତି ତେବେ ଯାହାର ଭିଡିଓ ବର୍ତ୍ତମାନ ବହୁତ ଭାଇରାଲ ହେବାକୁ ଲାଗୁଚି ଯାହା ତାଙ୍କ ଫାନ୍ ମାନେ ଦେଖି ତାଙ୍କୁ ବହୁତ ସାରା ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *