ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଆଉ ତାଙ୍କ ର ଦମଦାର ଅଭିନୟ ପାଇଁ ହିରୋ ହିରୋଇନ ଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣି ଥାନ୍ତି । ତେବେ ଆପଣ ମାନେ ଜାଣି ଥିବେ ପ୍ରାୟ 2 ବର୍ଷ ଧରି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ କିଛି ଓଡ଼ିଆ ସିନେମା ଆସି ନଥିଲା କାରଣ କୋଭିଡ୍ ଆଉ କୋଭିଡ୍ ଲକଡାଉନ୍ ପାଇଁ ଏ ସବୁ ବନ୍ଦ ଥିଲା ।
ଆଉ ବହୁତ ଦିନ ଧରି ଓଡ଼ିଆ ସିନେମା ଆଉ ଦର୍ଶକ ମାନେ ଦୁରେଇ ରହୁଥିଲେ । କିନ୍ତୁ ବର୍ତ୍ତମାନ ସମୟ ରେ ଓଡ଼ିଆ ସିନେମା ବହୁତ ଆସି ଲାଣି । ତେବେ ଆପଣ ମାନଙ୍କ ର ପ୍ରିୟ ଅଭିନେତା ସ୍ବରାଜ ଓ ପ୍ରିୟ ଅଭିନେତ୍ରୀ ଭୂମିକା ଙ୍କୁ ବହୁତ ପସନ୍ଦ ମଧ୍ୟ୍ କରୁଥିବେ ଆଉ ମଧ୍ୟ ଆପଣ ମାନେ ଜାଣିଥିବେ ସେମାନେ କରି ଥିବା ପ୍ରତ୍ୟେକ ସିନେମା ବହୁତ ସୁପରହିଟ୍ ମଧ୍ୟ ହୋଇ ସାରିଛି ।
ବର୍ତ୍ତମାନ ସମୟ ରେ ନଜର ରେ ଆସିଛନ୍ତି ସ୍ବରାଜ ଆଉ ଭୂମିକା ଆଉ ଏ ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି ଆଉ ୟାଙ୍କ୍ ଯୋଡି ଙ୍କୁ ସମସ୍ତେ ବହୁତ ଭଲ ପାଇବା ମଧ୍ୟ ଦେଉଛନ୍ତି । ସମ୍ପୁର୍ଣ୍ଣ ବିବରଣୀ ବିଷୟ ରେ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।
ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ତେବେ ବନ୍ଧୁଗଣ ଆପଣ ମାନେ ଆମେ ସମସ୍ତେ ସ୍ବରାଜ୍ ଓ ଭୂମିକା ର ଯୋଡି ଙ୍କୁ ବହୁତ ଭଲ ପାଉଛେ । ଆଉ ତାଙ୍କ ର ଆଗକୁ ଏକ ନୂଆ ସିନେମା ଆସୁଛି ଯେଉଁ ଥିରେ ଦୁହେଁ ବହୁତ ସୁନ୍ଦର ଅଭିନୟ କରିଥିବା ର ନଜର ରେ ଆସୁଛନ୍ତି । ଆଉ ବିବାହ ବନ୍ଧନ ରେ ବାନ୍ଧି ହେବେ ସ୍ବରାଜ ଆଉ ଭୂମିକା ।
ହଁ ଆଜ୍ଞା ଏହି ଭିଡିଓ ଟି ଓ ଫଟୋ ଟିକୁ ଦେଖିଲେ ଲାଗୁଚି ସେମିତି କିନ୍ତୁ ଏହା କୌଣସି ରିୟଲ୍ ଲାଇଫ୍ ବାହାଘର ନୁହେଁ । ରହ ହେଉଛି କେବଳ ଫିଲ୍ମ ର ସୁଟିଂ ସେଟ୍ । ଏହି ସୁଟିଂ ରେ ସ୍ବରାଜ ଆଉ ଭୂମିକା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ବା ସ୍ବରାଜ ଓ ଭୂମିକା ଙ୍କ ର ବାହାଘର ହେଉଛି ।ତେବେ ଆଗକୁ ସ୍ବରାଜ ଓ ଭୂମିକା ଙ୍କ ର ଏକ ଜବରଦସ୍ତ ଫିଲ୍ମ ଆସିବାକୁ ଯାଉଛି ଯାହାର ନାଁ ହେଉଛି ଟିକେ ଟିକେ ଅଚିହ୍ନା ତୁ ।
ଏହି ଫିଲ୍ମ ରେ ସ୍ବରାଜ ଆଉ ଭୂମିକା ବାହା ହେବାର ଦୃଶ୍ଯ ଆପଣ ମାନେ ଦେଖିବାକୁ ପାଇବେ । ତେବେ ସ୍ବରାଜ ଭୂମିକା ଙ୍କ ଯୋଡି ଙ୍କୁ ଦର୍ଶକ ମାନେ ବେସ୍ ପସନ୍ଦ କରନ୍ତି । ସେ ଯେଉଁ ବି ଫିଲ୍ମ୍ କରନ୍ତି ସମସ୍ତେ ଏହା କୁ ବହୁତ ପସନ୍ଦ କରନ୍ତି । ଫିଲ୍ମ ଗୁଡିକ ମଧ୍ୟ ବହୁତ ସୁପର ଡୁପର୍ ହିଟ୍ ହୋଇ ସାରିଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।