ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ହିନ୍ଦୁ ଧର୍ମ ରେ ଅନେକ ଭଗବାନ ଅଛନ୍ତି । ହିନ୍ଦୁ ଧର୍ମ ଅନୁସାରେ ସେମାନଙ୍କ ପୂଜା ଅର୍ଚ୍ଚନା କରା ଯାଇଥାଏ । ଆପଣ ମାନେ ଜାଣିଥିବେ ଯେ ଗତକାଲି ସରି ଯାଇଛି ଜାଗର ବା ମହା ଶିବରାତ୍ରି । ଏହି ଦିନ ଟି ବେଶ୍ ପବିତ୍ର ହୋଇଥାଏ । ଏହାକୁ ପବିତ୍ର ମାସ ଫାଲଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ରେ ପାଳନ କରା ଯାଇଥାଏ ।
ଆମ ଭାରତ କୋଣ ଅନୁକୋଣ ରେ ଏହାକୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଇ ଥାଏ । ଗାଁ ରେ ଥିବା ଶିବ ମନ୍ଦିର ମାନ ଙ୍କ ରେ ଅନେକ ଶ୍ରଦ୍ଧାଳୁ ମାନେ ଯାଇ ଥାଆନ୍ତି । କିଏ ଜାଗର କରିଥାଏ ତ୍ ଆଉ କିଏ ଉଜାଗର କରିଥାଏ , ମହା ଶିବରାତ୍ରି ଦିନ ରାତି ରେ ମନ୍ଦିର ରେ ଯାତ୍ରା ଭଳି ଲୋକ ହୋଇ ଥାଆନ୍ତି । ଶ୍ରଦ୍ଧାଳୁ ମାନେ ବାବା ଙ୍କ ଦର୍ଶନ କରି ଦ୍ଵିପ ଲଗାଇ ଥାଆନ୍ତି।
ଭୋଗ କରି ଥାଆନ୍ତି , ଅନେକ ସ୍ଥାନ ରେ ମନ୍ଦିର ରେ ଭଜନ ସମାରୋହ ହେବା ସହ ପ୍ରସାଦ ମଧ୍ୟ ଭକ୍ତ ମାନ ଙ୍କ ପ୍ରସ୍ତୁତ ହୋଇଥାଏ । ଏହି ଦିନ ଟି ରେ ଭକ୍ତ ମାନେ ବେଶ୍ ଖୁସି ରେ ଏହି ଦିନ କୁ ଓ ରାତି ଟି କୁ ଅତି ବାହିତ କରି ଥାଆନ୍ତି ଶିବ ଙ୍କ ଦର୍ଶନ ନ କରିବା ପର୍ଯ୍ୟନ୍ତ ଦ୍ଵିପ ନ ଜାଳିବା ପର୍ଯ୍ୟନ୍ତ ଭକ୍ତ ମାନେ ଉପବାସ ରହିଥାନ୍ତି।
ପରେ ମହାଦ୍ଵିପ ଉଠିବା ପରେ ଶ୍ରଦ୍ଧାଳୁ ମାନେ ପ୍ରସାଦ ପାଇ ଥାଆନ୍ତି । ଗତ କାଲି ଜାଗର ସରି ଯାଇଛି ଓ ସମସ୍ତେ ଏହାକୁ ବେଶ୍ ଧୁମ୍ ଧାମରେ ପାଳନ କରିବା ସହ ସମୟ କୁ ମନେ ପକାଇବା ପାଇଁ ଫଟୋ ଉତ୍ତୋଳନ କରି ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ପୋଷ୍ଟ କରିଛନ୍ତି । ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ।
ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ମହା ଶିବରାତ୍ରୀ ରେ ମନ୍ଦିର ଯାଇ ପୂଜା ଅର୍ଚ୍ଚନା କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।।