Breaking News

ହୀରାକୁଦ ଠାରେ ବନ୍ୟାର ମଜା ନେଉଥିଲେ ମୋବାଇଲ ପଡିଗଲା ପାଣିରେ ଡେଇଁ ପଡିଲେ ବାଳକ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଏହି ଦୁନିଆ ରେ ସବୁ କିଛି ଟଙ୍କା ଓ ପରିଶ୍ରମ ଦ୍ଵାରା ସମ୍ଭବ ହୋଇଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ କୁ ରୋକିବା ଅସମ୍ଭବ । ହଁ ବନ୍ଧୁ ମଣିଷ ଅସମ୍ଭବ ସମ୍ଭବ କରି ପାରୁଛି , ନିଜ ପରିଶ୍ରମ ବଳରେ ଭାଗ୍ୟ କୁ ମଧ୍ୟ ବଦଳାଇ ଦେଇ ପାରୁଛି କିନ୍ତୁ ପ୍ରକୃତି ର ତାଣ୍ଡବ କୁ କେହି ରୋକିବା ଟା ଅସମ୍ଭବ ।

ପ୍ରକୃତି ତାଣ୍ଡବ କହିଲେ ବାତ୍ୟା, ବନ୍ୟା, ବିଜୁଳୀ, ଘଡ଼ଘଡ଼ି ଭଳି ଅନେକ କିଛି । ଏହା ହେବା ପୂର୍ବ ରୁ ଆମେ ସବୁକିଛି ସୂଚନା ପାଉଥିଲେ ମଧ୍ୟ ଏହା କୁ ଅଟକାଇ ପାରୁ ନାହିଁ ବରଂ ଆମେ ସୂଚନା ପାଇବା ପରେ ସଚେତନ ହେଇ ଯାଉ । ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଶା କୁ ପ୍ରତିବର୍ଷ ବନ୍ୟା ଓ ବାତ୍ୟା ଆସିଥାଏ ।

ଏହି ବନ୍ୟା ବାତ୍ୟା ରେ ଲୋକେ ବହୁ ଅସୁବିଧା ର ସମ୍ମୁଖୀନ ହୋଇ ଥାଆନ୍ତି କିନ୍ତୁ ସୁରକ୍ଷିତ ସ୍ଥାନ ରେ ରହି ଥାଆନ୍ତି । ବର୍ତ୍ତମାନ ସମୟ ରେ ମଧ୍ୟ ଓଡ଼ିଶା ର ଅଧିକାଂଶ ଗାଆଁ ରେ ବନ୍ୟା ଜଳ ପ୍ରବେଶ କରୁଛି ଓ ଲୋକ ମାନେ ଅଲଗା ଜାଗା କୁ ସ୍ଥାନାନ୍ତରିତ ହେବା ସହ ଶୁଖିଲା ଖାଦ୍ୟ ମହଜୁଦ ରଖୁଛନ୍ତି ।

ସରକାର୍ ଙ୍କ ତରଫ ରୁ ଅନେକ ସାହାର୍ଯ୍ୟ ସହଯୋଗ ମିଳୁଛି ଓ କିଛି ବିପଦ ହେଲେ ମଧ୍ୟ NDRF ଟିମ୍ ନିୟୋଜିତ ଥାଆନ୍ତି ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ପାଇଁ । ତାହେଲେ ବର୍ତ୍ତମାନ୍ ସମୟ ରେ ହୀରାକୁଦ ଗେଟ ଖୋଲା ଯାଇଛି ଓ ପାଣି ନିଷ୍କାସିତ ହେଉଛି । ବର୍ତ୍ତମାନ୍ ସମୟ ରେ ଜଳସ୍ତର କମୁ ଥିଲେ ମଧ୍ୟ ବିପଦ ଟଳି ନାହିଁ ।

ଆପଣ ମାନେ ଖବର ଶୁଣିଥିବ ଯେ କୋଉଠି ଲୋକ ମାନେ ଗାଧେଇବାକୁ ଯାଇ ପାଣି ସୁଅ ରେ ଫସି ଯାଇ ଅଳ୍ପ କେ ବର୍ତ୍ତି ଯାଇଛନ୍ତି ତ ଆଉ କେଉଁଠି କିଏ ମୃତ୍ୟୁ କରିଛି ଓ ଆଉ କାହାକୁ ଉଦ୍ଧାର ଚାଲୁଛି । ଯଦି ବ୍ୟକ୍ତି ମାନେ ସଚେତନ ରୁହନ୍ତି ସତର୍କ ରୁହନ୍ତି ଏହା କେବେ ଦେଖିବାକୁ ବା ଶୁଣିବାକୁ ମିଳି ନ ଥାଆନ୍ତା ।

। ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଖବର ଟି କହିବା ର କାରଣ ହେଲା ଯେ ବର୍ତ୍ତମାନ୍ ସମୟ ରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ରେ ହୀରାକୁଦ ଡ଼୍ୟାମ ପାଖ ରେ କିଛି ଯୁବକ ଠିଆ ହୋଇଛନ୍ତି , ଜଣେ ଯୁବକ ଙ୍କ ମୋବାଇଲ ପାଣି ରେ ଖସିଗଲା ଓ ସେହି ପାଣି ର ସ୍ରୋତ ମଧ୍ୟ ଅଧିକ ଥିଲା କିନ୍ତୁ ଜଣେ ଯୁବକ ସେହି ମୋବାଇଲ ଟି କୁ ଆଣିବା ପାଇଁ

ମୋବାଇଲ ଯେଉଁ ସ୍ଥାନ ରେ ପଡି ଯାଇଥିଲା ସେହି ସ୍ଥାନ କୁ ଯାଇ ତଳ କୁ ଯାଇଥିଲେ ପାଣି ସ୍ରୋତ ରେ ବୁଡି ମୋବାଇଲ ଟି କୁ ଉଦ୍ଧାର କରି ଥିଲେ ଓ ମୋବାଇଲ ଟି ପାଣି ଭିତରେ କିଛି ସମୟ ରହିଥିଲେ ମଧ୍ୟ ମୋବାଇଲ କିଛି ଖରାପ୍ ହୋଇ ନାହିଁ ଓ ଏହି ଦୃଶ୍ୟ ଟି ମଧ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ଯୁବକ ପ-ର ସ୍ତ୍ରୀ ସହ ଚୋରା ପୀ-ର-ତି କରୁଥିବା ସମୟରେ ଧରି ନେଲେ ଗାଁ ଲୋକ ତାପରେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ଅନେକ କିଛି ଘଟୁଛି ଓ ଦୁନିଆ ରେ ଯାହା …

Leave a Reply

Your email address will not be published. Required fields are marked *