Breaking News

ହେ ଭଗବାନ ! ମୃତ୍ୟୁ ପୂର୍ବରୁ ଅକ୍ଲାନ୍ତ (Aklant) ଙ୍କର ହସ୍ପିଟାଲ ବେଡ ର ଭିଡିଓ ହେଲା ଭାଇରାଲ … ଦେଖନ୍ତୁ

ଦର୍ଶକ ବନ୍ଧୁ ଏହି ସମାଜ ରେ କେବଳ ସ୍ବାମୀ ସ୍ତ୍ରୀ ଙ୍କୁ ନେଇ ଆମେ ଏକ ପରିବାର କହି ହେବ ନାହିଁ କାରଣ ଆମେ ପରିବାର କହିଲେ ସ୍ବାମୀ ସ୍ତ୍ରୀ , ପିଲା ମାନେ ଓ ବୁଢ଼ା ବାପା ଓ ବୁଢ଼ୀ ମାଆ ମାନେ ଥିଲେ । କାରଣ ଏମାନ ଙ୍କୁ ନେଇ ସୁଖ ର ସଂସାର ବା ପରିବାର । ଏହି ଖୁସି ରେ ଥିବା ପରିବାର ସଦସ୍ୟ ମଧ୍ୟ ରୁ ଯଦି କେହି ହଠାତ୍ ସମସ୍ତ ଙ୍କୁ ଛାଡ଼ି ଚାଲି ଯାଇଥାଏ ।

 

ଅର୍ଥାତ୍ ନିଜ ଲୋକ ଙ୍କୁ ବିଦାୟ ଜଣାଇ ଆର ପାରି କୁ ଚାଲି ଯାଇଥାଏ , ଯିବା ପୁର୍ବ ରୁ ସେ ଗୋଟିଏ ଜିନିସ ଛାଡ଼ି ଚାଲି ଯାଇଥାଏ ଓ ସେ ହେଉଛି ମର ଶରୀର । ଯାହାକୁ ନେଇ ନିଜ ସଦସ୍ୟ ମାନେ କାନ୍ଦି ଥାଆନ୍ତି ତାଙ୍କ ଅତୀତ ର କଥା କୁ ମନେ ପକାଇ । ଜଣେ ବୟସ୍କ ଯାହାଙ୍କୁ ମୃତ୍ୟୁ କରିବା ର ପ୍ରାପ୍ତ ବୟସ ହେବା ଦ୍ବାରା ନିଜ ସଦସ୍ୟ ମାନେ ତାଙ୍କୁ ମନେ ପକାଇ କାନ୍ଦି ଥାଆନ୍ତି କିଛି ସମୟ ବା ଦିନ ପର୍ଯ୍ୟନ୍ତ ।

 

 

କିନ୍ତୁ କେହି ଯଦି ଅଳ୍ପ ବୟସ ରୁ ଚାଲିଯିବେ ଓ ଆମେ ମାନେ ଓ ସମସ୍ତେ ଯାହାକୁ ଅଧିକ ଭଲ ପାଇ ଥାଆନ୍ତି ଯଦି ସେ ଚାଲି ଯାଏ ହୃଦୟ କୁ ବହୁତ୍ ବାଧେ । ବନ୍ଧୁଗଣ ଯେମିତି ବର୍ତ୍ତମାନ ସମୟ ରେ ଅକ୍ଲାନ୍ତ ଦାସ ନିଜ ଅମ୍ଳାନ ଭାଇ ଙ୍କୁ ଛାଡି ସବୁଦିନ ପାଇଁ ନିଜ ବାପା ମାଆ ଙ୍କ ପାଖ କୁ ଚାଲି ଯାଇଛନ୍ତି । ଅମ୍ଳାନ ଏକୁଟିଆ ହୋଇ ଜାଇଛନ୍ତି ଏହି ଦୁନିଆ ରେ ନିଜର କହିଲେ ପତ୍ନୀ ଓ ଝିଅ ।

 

 

ଯେଉଁ ମାନେ ରକ୍ତ ଥିଲେ ସମସ୍ତେ ଚାଲି ଯାଇଛନ୍ତି , ହଁ ବନ୍ଧୁ ଯେତେବେଳେ ଅମ୍ଳାନ ଦାସ ଅଳ୍ପ ବୟସ ର ହୋଇଥିଲା ଓ ଅକ୍ଲାନ୍ତ ବହୁତ୍ ଛୋଟ ଥିଲା ତେବେ ଉଭୟ ଙ୍କୁ ଛାଡି ସେମାନ ଙ୍କ ମାଆ ଚାଲି ଯାଇଥିଲା ଓ ପରେ ମିହିର ଦାସ ତାଙ୍କ ପାଇଁ ମାଆ ସାଜି ଥିଲେ । ଉଭୟ ବଡ ହେବା ପରେ ମିହିର ଦାସ ସେ ମଧ୍ୟ ଚାଲି ଗଲେ ଦୁଇ ପୁଅ କୁ ପର କରି ।

 

 

ବର୍ତ୍ତମାନ ସମୟ ରେ ଅମ୍ଳାନ ଙ୍କୁ ଛାଡି ଅକ୍ଲାନ୍ତ ଚାଲି ଯାଇଛି । ଅମ୍ଳାନ ଙ୍କୁ ତାଙ୍କ ଜୀବନ ରେ ଯେତିକି ଦୁଃଖ ମିଳିଛି କେହି ଏମିତି ଦୁଃଖ ସହ୍ୟ କରି ପାରିବେ ନାହିଁ , ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ସମସ୍ତେ ଖୁସି ରେ ରୁହନ୍ତୁ । ଅମ୍ଳାନ ଦାସ ଯିଏ କି ନିଜ ହାତ ରେ ତିନି ତିନି ଥର ମୂଖାଗ୍ନୀ ଦେଇଛନ୍ତି । ପ୍ରଥମେ ମାଆ ଙ୍କୁ ପରେ ବାପା ଙ୍କୁ ଓ ବର୍ତ୍ତମାନ ସାନ ଭାଇ କୁ ।

 

 

 

ବଡ ଭାଇ ଥିବା ଅବସ୍ଥା ରେ ସାନ ଭାଇ ଦୁନିଆ ଛାଡ଼ି ଚାଲି ଗଲା ଲିଭର ଜନିତ ରୋଗ କାରଣ ରୁ । ବର୍ତ୍ତମାନ ସମୟ ରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଦୃଶ୍ୟ ଟି ହେଉଛି ଯେବେ ଅକ୍ଲାନ୍ତ ଆଇସିୟୁ ଭିତରେ ରେ ଥିଲେ ଚେତା ଶୂନ୍ୟ ହୋଇ ଓ ଯାହାକୁ ଦେଖିବା ପରେ ଆଖି ରେ ଲୁହ ଆସି ଯାଉଛି ।।

About admin

Check Also

କଣ ଆପଣ ଜାଣନ୍ତି କେଉଁଠି ପ୍ରଭୁ ହନୁମାନ ଶିକୁଳିରେ ବନ୍ଧାହୋଇଛନ୍ତି? – ଦେଖନ୍ତୁ ଭିଡିଓ

ଜଗତ ର ନାଥ ହେଉଛନ୍ତି ମହାପ୍ରଭୂ ଶ୍ରୀଜଗନ୍ନାଥ । ଭକ୍ତ ମାନଙ୍କ ର ଦୁଃଖ ଦୂର କରିବା ନିମନ୍ତେ ସେ …

Leave a Reply

Your email address will not be published. Required fields are marked *