ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି କାରଣ ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦର୍ଶକ ମାନ ଙ୍କ ମନୋରଞ୍ଜନ ପାଇଁ ଅନେକ କିଛି ଚଳଚ୍ଚିତ୍ର ଓ ଧାରାବାହିକ ପ୍ରସ୍ତୁତ ହୋଇଥାଏ । ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଅଭିନୟ ସହ ଗୀତ ଶୁଣି ମଧ୍ୟ ଦର୍ଶକ ମାନେ ବେଶ୍ ଖୁସି ହୋଇ ଥାଆନ୍ତି ।
ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଓ ଗାୟିକା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ସମସ୍ତ ଗାୟକ ଓ ଗାୟିକା ମାନେ ନିଜ ଜବରଦସ୍ତ କଣ୍ଠ ପାଇଁ ବେଶ୍ ଲୋକ ପ୍ରିୟ । ଏହି ଲୋକ ପ୍ରିୟ ଗାୟକ ଓ ଗାୟିକା ମାନେ ଗୀତ ଗାଇବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହି ଥାଆନ୍ତି ଓ ବେଳେ ବେଳେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ବେଳେ ବେଳେ ଦୃଶ୍ୟ କୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି ଓ ବର୍ତ୍ତମାନ ସମୟ ରେ ଠିକ୍ ସେହିଭଳି ଭାବେ ଜଣେ ଲୋକ ପ୍ରିୟ ଗାୟକ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଗାୟକ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ ।
ଏହି ଗାୟିକ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକ ହ୍ୟୁମାନ ସାଗର , ଆପଣ ମାନେ ହ୍ୟୁମାନ ସାଗର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ସେ ନିଜ ସଙ୍ଗୀତ ଜୀବନ ରେ ବହୁଗୁଡିଏ ଆଲବମ ଓ ଚଳଚିତ୍ର ରେ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ଦର୍ଶକ ମାନେ ହ୍ୟୁମାନ ଙ୍କ ଙ୍କ ସମସ୍ତ ଗୀତ କୁ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କ ଗୀତ ଶୁଣିବାପାଇଁ ସମସ୍ତେ ବେଶ୍ଇଚ୍ଛୁକ ଥାଆନ୍ତି ।
ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ହ୍ୟୁମାନ ଶାଗର ଏକ ସ୍ବତନ୍ତ୍ର ପରିଚୟ ପାଇବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ବାସ୍ତବିକ୍ ଜୀବନ ରେ ଏହି ଗାୟକ ଜଣକ ବିବାହ ବନ୍ଧନ ରେ ବାନ୍ଧି ହୋଇ ଛନ୍ତି ଓ ସେମାନଙ୍କ ଙ୍କ ର ଏକ କନ୍ୟା ସନ୍ତାନ ମଧ୍ୟ ରହିଛି । ବର୍ତ୍ତମାନ ସମୟ ରେ ହ୍ୟୁମାନ ଶାଗର ଓ ତାଙ୍କ ପତ୍ନୀ ଙ୍କ ମଧ୍ୟ ରେ ଝଗଡ଼ା ହେଇ ଥିବାର ଖବର ଆପଣ ମାନେ ନିଶ୍ଚୟ ଶୁଣିଥିବେ ।
ବର୍ତ୍ତମାନ ସମୟ ରେ ହ୍ୟୁମାନ ସାଗର ନିଜ ଝିଅ ଏକ ଭିଡିଓ ଗୀତ ଗାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ତାଙ୍କ ପତ୍ନୀ ଭିଡିଓ କରୁ ଥିବାର ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ଟି ଦୁଇ ବର୍ଷ ତଳ ର ଯାହା କି ବର୍ତ୍ତମାନ ସମୟରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।