ଓଲିଉଡ଼ ସିନେମା ଜଗତ ର ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମୃତ୍ୟୁ ଘଟିଛି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ କୁ ନେଇ ଓଲିଉଡ଼ ର ସମସ୍ତ କଳାକାର ମାନେ ଅତ୍ୟନ୍ତ ଦୁଃଖ ରେ କାନ୍ଦୁଛନ୍ତି । ସମସ୍ତେ ଶତ ଚେଷ୍ଟା କରିଥିଲେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚାଇବା ପାଇଁ । ହେଲେ ଭଗବାନ୍ ଙ୍କ ର ଇଚ୍ଛା କିଛି ଅଲଗା ଥିଲା । ମାତ୍ର 45 ବର୍ଷ ବୟସରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମୃତ୍ୟୁ ଘଟିଛି । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ଓଲିଉଡ଼ ର ହିରୋ ଅର୍ଧେନ୍ଦୂ ସୁନ୍ଦର୍ ଅତ୍ୟନ୍ତ ଭାଙ୍ଗି ପଡ଼ିଛନ୍ତି।
ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ଜାଣିବା ମାତ୍ରେ ଅର୍ଧେନ୍ଦୁ ସୁନ୍ଦର୍ ସାହାଯ୍ୟ କରିବା ପାଇଁ ଆଗେଇ ଯାଇଥିଲେ । ଆଉ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସେ ତାଙ୍କର ବଡ଼ ଭାଇ ଭାବି ସମ୍ମାନ କରନ୍ତି । ଯେତେବେଳେ ତାଙ୍କ ଭାଇ ଙ୍କ ର ଦେହ ଖରାପ ହୋଇଛି ବୋଲି ସେ ଖବର ପାଇଥିଲେ ତୁରନ୍ତ ତାଙ୍କୁ ଦେଖା କରିବା କୁ ହସ୍ପିଟାଲ୍ ଯାଇଥିଲେ । ଆଉ ସେଠୀ ଭାଇ ଙ୍କୁ ସାହାସ ଦେଇ କହିଥିଲେ ଯେ ତୁମର କିଛି ହେବ ନାହିଁ ।
ମୁଁ ତୁମ ସହିତ ଅଛି । ଆଉ ଏତିକି କହି ତାଙ୍କୁ ଦଶ ଲକ୍ଷ ଟଙ୍କା ର ଚେକ୍ ଦେଇଥିଲେ । ଆଉ କହିଥିଲେ ଯେ ଆଗକୁ ଯଦି ପଇସା ଦରକାର୍ ହେବ ତା ହେଲେ ମୁଁ ଖର୍ଚ୍ଚ କରିବି । ମୋ ଭାଇ ଭଲ ହୋଇଯିବା ଦରକାର୍ । ଆଉ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପିଠି ଥାପୁଡେଇ ଦେଇ କହିଥିଲେ ଯେ ତୁମେ ଜଲ୍ଦୀ ଭଲ ହୋଇ ଫେରିଆସ ମୁଁ ତୁମକୁ ଅପେକ୍ଷା କରିଛି ଆମେ ପୁଣି ସାଙ୍ଗ ହୋଇ ସିନେମା କରିବା ।
ହେଲେ ତାଙ୍କ ସ୍ବପ୍ନ ସ୍ବପ୍ନ ରେ ରହିଗଲା । ତାଙ୍କୁ ଦେଇଥିବା କଥା ଅଭିନେତା ପିଣ୍ଟୁ ନନ୍ଦ ରଖିପାରି ନାହାନ୍ତି । ଆଉ ତାଙ୍କୁ ଛାଡି ସବୁଦିନ ପାଇଁ ଚାଲି ଯାଇଛନ୍ତି। ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ଅଭିନେତା ଅର୍ଧେନ୍ଦୁ ବହୁତ୍ କାନ୍ଦୁଛନ୍ତି ଆଉ କହୁଛନ୍ତି ଯେ ମୋ ଭାଇ ମୋତେ ଛାଡି ଚାଲିଗଲା ଯେତେ ପଇସା ଖର୍ଚ୍ଚ ହୋଇଥାନ୍ତା ମୁଁ କରିଥାନ୍ତି ହେଲେ ମୋ ବଂଚି ଯାଇଥାନ୍ତା ଆଉ ଏମିତି କିଛି କହି ହିରୋ ଅର୍ଧେନ୍ଦୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇ ବହୁତ୍ କାନ୍ଦୁଛନ୍ତି । ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।