Breaking News

୨୦୨୪ ସାଧାରଣ ନିର୍ବାଚନ ଆସୁଛି ଅଭିନେତା ବବି ମିଶ୍ର (Bobby Mishra) କେଉଁ ଦଳରେ ଯୋଗ ଦେବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ଲୋକ ପ୍ରିୟ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ଘର ଘରେ ପରିଚିତ ହୋଇ ପାରିଛନ୍ତି । କିଛି ଲୋକ ପ୍ରିୟ ଅଭିନେତା ଛନ୍ତି ଯେଉଁ ମାନେ କି ଅଭିନେତା ସହ ଭଲ ରାଜନେତା ମଧ୍ୟ ।

ଅଭିନୟ ଦୁନିଆ ରୁ ଲୋକ ପ୍ରିୟ ହୋଇ ରାଜନୀତି ଦୁନିଆ ରେ ପ୍ରବେଶ କରି ରାଜନେତା ହୋଇଛନ୍ତି । ସେଥି ପାଇଁ ତ୍ ଅଭିନୟ ଦୁନିଆ ଦିନ କୁ ଦିନ ଭଲ ପାଇବା କମିବା ରେ ଲାଗୁଛି । ଲୋକ ପ୍ରିୟ ଅଭିନେତା ମାନେ କେଉଁ ଉଦ୍ଦେଶ୍ୟ ରେ ରାଜନୀତି ଦୁନିଆ ରେ ପ୍ରବେଶ କରୁଛନ୍ତି ତାହା ସେମାନେ ଜାଣିବା । ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା

ଲୋକ ପ୍ରିୟ ଅଭିନେତା ବବି ମିଶ୍ର ଙ୍କ ବେଶ୍ ଭଲ ଭାବରେ ଜାଣିଥିବେ । ବବି ମିଶ୍ର ବର୍ତ୍ତମାନ ସମୟ ରେ ରାଜନୀତି ଦୁନିଆ ରେ ପ୍ରବେଶ କୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି । ବବି ମିଶ୍ର କହିଛନ୍ତି ଯେ ରାଜନୀତି ରେ ପ୍ରବେଶ କରିବା ରେ ଥିଲେ ସେ କେବେ ଠାରୁ ପ୍ରବେଶ କରି ସାରି ଥାଆନ୍ତେ ।

ରାଜନୀତି ଯଦି ସେ କରି ଥାଆନ୍ତି ସେ ୨୦୦୯ ମସିହା ରେ ଏମେଲ୍ ହୋଇ ସାରି ଥାଆନ୍ତେ କିନ୍ତୁ ତାଙ୍କର ଇଚ୍ଛା ନାହିଁ । ବର୍ତ୍ତମାନ ସମୟ ରେ ମଧ୍ୟ ଅନେକ ପାଟି ଆସୁଛି ଦଳ ରେ ସାମିଲ ହେବା ପାଇଁ । ତଥାପି ସେ ବିଷୟ ରେ ମୁଁ ଏ ପର୍ଯ୍ୟନ୍ତ କିଛି ଭାବି ନାହିଁ । ତାଙ୍କ ଇଚ୍ଛା ସେ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ । ଯଦି ଗୋଟିଏ ଦଳ ଚାଲିଯିବେ ଅନ୍ୟ ଦଳ ର ଲୋକ ମାନେ ବବି ମିଶ୍ର ଙ୍କ ଅଭିନୟ ଦେଖିବାକୁ ପସନ୍ଦ କରିବେ ନାହିଁ ।

ତାଙ୍କୁ ବୈକୁଟ କରିଦେବେ ବୋଲି ମନ୍ ରେ ଭୟ ଆସୁଛି । ବବି ମିଶ୍ର ସବୁ ଦଳ ସହ ଭଲ ସମ୍ପର୍କ ରହିଛି । ଆଗାମୀ ଭବିଷ୍ୟତ ରେ ନିଜ ଇଚ୍ଛା ଅନୁଯାୟୀ ଦଳ ରେ ପ୍ରବେଶ କରିବେ । ଏହି ଭଳି ଭାବେ ଅଭିନେତା ବବି ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି ଗଣ ମାଧ୍ୟମ ନିକଟ ରେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *