Breaking News

୨୪ ବର୍ଷ ବୟସରେ ଜାଣି ନଥିଲି ପି-ରି-ୟଡସ କଥା – Bandana Panda Rajib ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଶା ରେ ପରମ୍ପରା ଓ ସଂସ୍କୃତି ରହିଛି । କିଛି ପରମ୍ପରା ଓ ସଂସ୍କୃତି ରହିଛି ଯାହାକୁ କିଛି ବ୍ୟକ୍ତି ଅନ୍ଧ ବିଶ୍ୱାସ ବୋଲି ମନେ କରି ଥାଆନ୍ତି । ବର୍ତ୍ତମାନ ସମୟ ରେ ବର୍ତ୍ତମାନ ସମୟ ର କିଛି ଯୁବ ପିଢ଼ି ମାନେ ଆମ ଓଡ଼ିଶା ରେ ଥିବା ପରମ୍ପରା ଓ ସଂସ୍କୃତି କୁ ଅନ୍ଧ ବିଶ୍ୱାସ ମନେ କରି ଛନ୍ତି ।

ସଂସ୍କୃତି ଓ ପରମ୍ପରା କୁ ବର୍ତ୍ତମାନ ସମୟ ର ମଣିଷ ସୃଷ୍ଟି କରି ନାହିଁ ବରଂ ଏହା କେବେ ଠାରୁ ରହି ଅଛି ଆମ ପୁର୍ବଜ ଅମଳ ଠାରୁ ରହିଛି ଓ ଏହାକୁ ଯିଏ ବିଶ୍ୱାସ କରିଥିବ ସେ ଏହାକୁ ମାନିବ ବିଶ୍ୱାସ କରୁ ନ ଥିବା ଲୋକ ତ ନିଶ୍ଚିନ୍ତ ଭାବ ରେ ଏହାକୁ ଅନ୍ଧ ବିଶ୍ୱାସ ବୋଲି ମନେ କରିବେ । ଆମ ଦେଶ ରେ ଥିବା ସମସ୍ତ ରାଜ୍ୟ ରେ କିଛି ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟ ରହିଛି ।

ଯାହାକି ସମ୍ମାନ ଥାଏ କିନ୍ତୁ ଏହି ରାଜ୍ୟ ମାନ ଙ୍କ ରେ କିଛି ଭିନ୍ନ ଭିନ୍ନ ସଂସ୍କୃତି ଓ ପରମ୍ପରା ରହିଛି ଯାହାକି ଅନ୍ୟ ରାଜ୍ୟ ରେ ପାଳିତ ହୋଇ ନ ଥାଏ । ସେଥି ପାଇଁ ତ ପାଳନ କରୁଥିବା ଲୋକ ମାନେ ଏହା କୁ ବିଶ୍ୱାସ କରନ୍ତି ଓ ଯେଉଁଠି ଏହି ସଂସ୍କୃତି ଓ ପରମ୍ପରା ନାଇଁ ସେଠାରେ ତ ନିଶ୍ଚିନ୍ତ ଭାବରେ ରେ ଲୋକ ମାନେ ଏହା କୁ ଅନ୍ଧ ବିଶ୍ୱାସ ବୋଲି କହିବେ ।

ଆମେ ଆପଣ ଙ୍କୁ ଏହି କଥା ଟି କହିବା ର କାରଣ ହେଲା ବର୍ତ୍ତମାନ ସମୟ ର କିଛି ବ୍ୟକ୍ତି ମାନେ ଯେଉଁ ମାନେ କି ଓଡ଼ିଶା ର ହୋଇଥିଲେ ମଧ୍ୟ ନିଜ କର୍ମ ପାଇଁ ବାହାର ରାଜ୍ୟ ରେ ନିଜ ପରିବାର ଲୋକ ଙ୍କ ସହ ରହୁଛନ୍ତି ଓ ସେଠାରେ ଥିବା ପରମ୍ପରା କୁ ଆପଣାଇ ଛନ୍ତି । ସେଠାକାର ପରମ୍ପରା ଆପଣାଇବା ବୋଲି ନିଜ ପରମ୍ପରା କୁ ନିନ୍ଦା କରିବା ଠିକ ନୁହେଁ ।

ବାହାର ରାଜ୍ୟ ରେ ଜିନ ପ୍ୟାଣ୍ଟ୍ ସାର୍ଟ, ଡ୍ରେସ୍ ଭଳି ମହିଳା ମାନେ ପିନ୍ଧୁ ଛନ୍ତି । ଲୁଗା, ଶାଢ଼ୀ ପିନ୍ଧିବା ବହୁତ୍ କମ୍ ଦେଖିବାକୁ ମିଳିବ । ଆମେ କହିବା ଆମ ଓଡ଼ିଶା ରେ ବିବାହ କରିଥିବା ମହିଳା ମାନେ ଲୁଗା ଓ ଶାଢ଼ୀ ନ ପିନ୍ଧି ଆଧୁନିକ ପୋଷାକ ପିନ୍ଧିବା ତେବେ ଏହାକୁ ସମସ୍ତେ ନିନ୍ଦା କରିବେ ଏହା ଆମ ପରମ୍ପରା ନୁହେଁ ।

ଆମ ଓଡ଼ିଶା ରେ ରହିଛି ପ୍ରଥମ ପିରି-ୟଡ଼ ହେଲେ ଝିଅ କୁ ଗୋଟିଏ ଘରେ ସାତ ଦିନ ରଖା ଯାଇଥାଏ ସେ କୌଣସି ପର ପୁରୁଷ ମୁହଁ ଚାହିଁବେ ନାହିଁ ଏହି କିଛି ରହିଛି କିନ୍ତୁ ଏହି ପରମ୍ପରା କୁ କିଛି ଲୋକ ମାନେ ନିନ୍ଦା କରିବା ସହ ଅନ୍ଧ ବିଶ୍ୱାସ ବୋଲି କହୁଛନ୍ତି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *