Breaking News

୪ଜଣ ଛାତ୍ରୀ ରାଜି ଅଛନ୍ତି ,ଦୁଇ ଚାରି ହଜାର ଅଧିକ ନେବେ କହୁଛନ୍ତି I ok boss….. ଶେଷରେ ଅର୍ଚନା ଏମିତି …

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ ର ସବୁ ଗୁମର ଖୋଲିବାରେ ଲାଗୁଚି । ମାୟାବିନୀ ଅର୍ଚ୍ଚନା କେଉଁଠି ଆଉ କଣ କରୁଥିଲା କୁଆଡେ ଯାଉଥିଲା ଆଉ କାହା ସହ କଣ କଥା ହେଉ ଥିଲା । କାହାକୁ କେଉଁ କାମ ରେ ଲଗାଉ ଥିଲା । ଏ ସବୁ ଗୋଟି ଗୋଟି କରି ସବୁ ତଥ୍ୟ ଏବେ ସାମ୍ନା କୁ ଆସୁଛି । ଯେମିତି ସାତ ସିନ୍ଦୁକ୍ ଭୀତ ରର ସୁନା ଫରୁଆ ସେମିତି ଅର୍ଚ୍ଚନା ର ସବୁ ଗୁମର । ବନ୍ଧୁଗଣ ଆଜି ଆମେ ଆପଣ ମାନଂକୁ ଆଉ ଏକ ନୂଆ ତଥ୍ୟ ବିଷୟ କହିବାକୁ ଯାଉଛୁ ଆପଣ ମାନେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ମାୟାବିନି ଅର୍ଚ୍ଚନା ର ଦେ-ହ ଦ-ଲା-ଲ ସାଜି ଥିଲା ବିକି । ତେବେ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠିଛି କି କିଏ ସେ ବିକି । ବିକି କରୁଛି କଣ । କାହିଁକି ବିକି ଅର୍ଚ୍ଚନା ସହିତ ଫୋନ ରେ କଥା ହେଉଥିଲା । ଯାହା ପୋଲିସ ହାତ ରେ ବର୍ତ୍ତମାନ ଲାଗି ଯାଇଛି । ଏବେ ଯାହା ନଜର ରେ ଆସିଛି କି ବିକି କୁଆଡେ କହୁ ଥିଲା 4 ଷ୍ଟୁଡେଣ୍ଟ୍ ରାଜି ଅଛନ୍ତି 2 /4 ହଜାର ଅଧିକ ନେବେ ବୋଲି କହୁଛନ୍ତି । ତେବେ ଏହି ବିକି ପଟିଆ ର ଏକ କଲେଜ ରେ ଚାକିରୀ କରିଛି । ବିକି ଆଉ ଅର୍ଚ୍ଚନା ର ଚାଟିଙ୍ଗ ଏବେ ପୋଲିସ ହାତ ରେ ଲାଗିଛି ।

ଯାହା ବର୍ତ୍ତମାନ ସମୟରେ ସମସ୍ତ ଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟି ଯାଇଛି । ବିକି ସେହି କଲେଜ ରେ ଚାକିରୀ କରୁଥିଲା ଆଉ ସେ କଲେଜ ର ଝିଅ ମାନଂକୁ ଅର୍ଚ୍ଚନା ପାଖ କୁ ପଠେଇବା ପାଇଁ ସାହାଯ୍ୟ କରୁଥିଲା । ଆଉ ଅର୍ଚ୍ଚନା ସେ କଲେଜ ର ଝିଅ ମାନଂକୁ ନେଇ କହୁଛନ୍ତି ସେମାନେ ମଡେଲ ବୋଲି କହି ରାତା ରାତି ଟଙ୍କା ଅର୍ଜନ କରିବାକୁ ଲାଗୁଥିଲା । ତେବେ ଏବେ ପୋଲିସ ହାତ ରେ ଲାଗିଥିବା ଅର୍ଚ୍ଚନା ଓ ବିକି ଚ୍ୟାଟିଙ୍ଗ୍ ରେ ଯାହା ନଜର ରେ ଆସିଛ କି ବିକି ଅର୍ଚ୍ଚନା କୁ କହୁଛି ଏଥର 4 ଜଣା ଷ୍ଟୁଡେଣ୍ଟ୍ ପୁରା ରାଜି ଅଛନ୍ତି ।

ଏହି ଷ୍ଟୁଡେଣ୍ଟ୍ ପୁରା ଫ୍ରେସ୍ ଅଛନ୍ତି ସେଥି ପାଇଁ କୁଆଡେ ସେ 2/4 ହଜାର ଅଧିକ ଦେବା ପାଇଁ କହୁଛନ୍ତି । ସେମାନେ ପୁରା ଏ କ୍ଲାସ ଷ୍ଟୁଡେଣ୍ଟ୍ ଆଉ ଏମିତି କ୍ବାଲିଟ୍ ବି ଭଲ ତେଣୁ ତାଙ୍କୁ ଏତିକି ଦେବା ପାଇଁ ହିଁ ପଡିବ । ୟାଠାରୁ ଯଦି କମ୍ ହେବେ ସେମାନେ ଆସିବେ ନାହିଁ । ଆଉ ତାଙ୍କୁ ଅଧିକ ଟଙ୍କା ଦେବାକୁ ହିଁ ପଡିବ । ଆଉ ଏହି ସବୁ ବିକି ଲେଖି ସାରିବା ପରେ ଏପଟେ ରାଜି ହୋଇ ଅର୍ଚ୍ଚନା ନାଗ ଲେଖୁଛନ୍ତି ଓକେ ବସ୍ । ତେବେ ଏହି ସବୁ ଚ୍ୟାଟ୍ ରୁ ସ୍ପଷ୍ଟ ଜଣା ପଡୁଛି ଅର୍ଚ୍ଚନା ଆଉ ବିକି ଙ୍କ ଭିତ ରେ କେଉଁ ଭଳି ସମ୍ପର୍କ ଥିଲା ।

ଆର୍ଚ୍ଚନା ଙ୍କୁ ତାଙ୍କ ର କଳା ସମ୍ରାଜ୍ୟ ବିସ୍ତାର କରିବା ରେ ବିକି ର ସାହାଯ୍ୟ କେତେ ଗୁରୁତ୍ବ୍ ପୂର୍ଣ୍ଣ ଥିଲା । ଏଠିରୁ ଜଣା ପଡୁଛି ନୂଆ ଝିଅ ଖୋଜିବା ରେ ବ୍ୟସ୍ତ ଥିଲା ବିକି ଆଉ ବଡ ବଡ଼ିଆ ଲୋକ ଙ୍କ ଯୋଗାଡ଼ ରେ ବ୍ୟସ୍ତ ଥିଲା ଅର୍ଚ୍ଚନା ନାଗ ଯାହା ପାଇଁ ତାଙ୍କ ର କଳା ସମ୍ରାଜ୍ୟ ଦିନ କୁ ଦିନ ବଢ଼ି ବାକୁ ଲାଗିଥିଲା ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *