Breaking News

୫ କୋଟି ୧୦ ହଜାର ଟଙ୍କାର ମାନହାନି ପ୍ରକୃତି ମିଶ୍ର(Prakruti) ଓ ବାବୁଶାନ ମହାନ୍ତି ଙ୍କ(Babusan) ମକଦ୍ଦମାରେ ସମୟ ମାଗିଲେ ତୃପ୍ତି … ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆ ଅନେକ ଭିଡିଓ ଦେଖିଥିବେ । ଏହି ଭିଡିଓ ଗୁଡ଼ିକ ସାଧାରଣତଃ ବ୍ୟକ୍ତି ମାନ ଙ୍କ ଜୀବନ ଶୈଳୀ ଓ ବ୍ୟକ୍ତି ଙ୍କ ଜୀବନ ରେ ଘଟୁଥିବା ଘଟଣା ଙ୍କୁ ନେଇ ଆସିଥାଏ । ଏହି ଦୁନିଆ ରେ ଅନେକ ଘଟଣା ଘଟି ଯାଉଛି କିନ୍ତୁ ଆମେ ମାନେ ବହୁତ୍ କମ ଘଟଣା ଭିଡିଓ ମାଧ୍ୟମ ରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉଛେ ।

 

ଏହି ବ୍ୟକ୍ତି ଙ୍କ ମଧ୍ୟ ରେ କିଛି ସେଲିବ୍ରେଟି ମଧ୍ୟ ଅଛନ୍ତି ଯେଉଁ ମାନେ କି ନିଜ ବ୍ୟକ୍ତିଗତ ଜୀବନ ର ଘଟଣା କୁ ନେଇ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ଆପଣ ମାନେ ଜାଣିଥିବେ ନଜର ୨୩ ଜୁଲାଇ ରେ ରାଜ ରାସ୍ତା ଉପରେ ଆରମ୍ଭ ହୋଇଥିଲା ପ୍ରକୃତି ମିଶ୍ର ଓ ବାବୁଶାନ ମହାନ୍ତି ଙ୍କ ବିବାଦ । ବିଚ୍ ରାସ୍ତା ମଝି ରେ ମାଡ ମାରିଥିଲେ ପ୍ରକୃତି ମିଶ୍ର ଙ୍କୁ

 

ବାବୁଶାନ ଙ୍କ ପତ୍ନୀ ତୃପ୍ତି ଶତପଥୀ । ଅଗଷ୍ଟ ମାସ ୨୩ ତାରିଖ ରେ ଭୁବନେଶ୍ୱର କୋର୍ଟ ଯାଇଥିଲେ ପ୍ରକୃତି ଏହା ସହିତ ଖାରବେଳ ଥାନା ରେ ପ୍ରକୃତି ମିଶ୍ର ଙ୍କ ପରିବାର ଲୋକ ଏତଲା ଦେଇଥିଲେ ତୃପ୍ତି ଙ୍କ ବିରୋଧ ରେ । ବାବୁଶାନ ଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ତାଙ୍କ ବାପା ଲଳିତ ଶତପଥୀ ଙ୍କ ଉପରେ

 

 

ପ୍ରକୃତି ମିଶ୍ର ୫ କୋଟି ୧୦ ହଜାର ଟଙ୍କା ର ମାନହାନି ମୋକଦ୍ଦମା କରିଥିଲେ । ଆଜି ଶୁକ୍ରବାର ଥିଲା ଏହି ମାନହାନି ମକଦ୍ଦମା ର ପ୍ରଥମ ତାରିଖ କିନ୍ତୁ ଆଜି କୋର୍ଟ ରେ ହାଜର ହୋଇ ନ ଥିଲେ ତୃପ୍ତି ଶତପଥୀ ଓ ବାପା ଲଳିତ ଶତପଥୀ । ଆଜି ସମସ୍ତ ଙ୍କ ନଜର ଥିଲା ଏହି ଶୁଣାଣୀ ଉପରେ କିନ୍ତୁ ତୃପ୍ତି ଶତପଥୀ ଓ ଲଳିତ ଶତପଥୀ ହାଜର ହୋଇ ନ ଥିଲେ ।


ଉଭୟ ନିଜ ଓକିଲ ଜରିଆ ରେ ସମୟ ମାଗିଛନ୍ତି ଓ ସେଥିପାଇଁ ପିଟିସନ ମଧ୍ୟ ଦାଖଲ କରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଘଟଣା ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ । କେମିତି ତୃପ୍ତି ଶତପଥୀ ପ୍ରକୃତି ମିଶ୍ର ଙ୍କୁ ମାଡ ମାରିଥିଲେ ବିଚ୍ ରାସ୍ତା ରେ । ବାବୁଶାନ ଙ୍କ କାଳର ମଧ୍ୟ ଭିଡ଼ିଥିଲେ ।

 

 

 

ତାହେଲେ ବର୍ତ୍ତମାନ ସମୟ ରେ ନିଜ ପତ୍ନୀ ଓ ପୁଅ ପାଖ କୁ ଫେରି ଆସିଛନ୍ତି ବାବୁଶାନ ମହାନ୍ତି । ସ୍ତ୍ରୀ ତୃପ୍ତି ଓ ଶଶୁର ଲଳିତ ଶତପଥୀ ଙ୍କ କିଛି ଅସୁବିଧା ହେବ ଦେବେ ନାହିଁ ଓ ତାଙ୍କ ପାଖ ରେ ସଦାବେଳେ ବାବୁଶାନ ମହାନ୍ତି ଠିଆ ହେବେ ।।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *