Breaking News

୭ ବର୍ଷ ତଳେ ୪୫୦ ଟଙ୍କା ନଥିଲା କିନ୍ତୁ ଆଜି ଅର୍ଚନା ନାଗ (Archana Nag) କୋଟି କୋଟି ଟଙ୍କାର ମାଲିକାଣୀ ଥିଲା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଜଣେ ମହିଳା ବେଶ୍ ଚର୍ଚ୍ଚା ରେ ଅଛନ୍ତି , ଏହି ମହିଳା ଜଣକ ହେଉଛନ୍ତି ଅର୍ଚ୍ଚନା ନାଗ । ଏହି ମହିଳା ଙ୍କ କାରନାମା ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ , ରାତାରାତି କୋଟି କୋଟି ଟଙ୍କା ରୋଜଗାର କରନ୍ତି ଅର୍ଚ୍ଚନା ନାଗ । ତାହେଲେ ଆଜି ଆମେ ଅର୍ଚ୍ଚନା ନାଗ ବିଷୟ ରେ ଆଉ ଏକ ଖବର ବିଷୟ ରେ ଜାଣିବା ଯାହାକି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ଭାଈରାଲ ହେବା ରେ ଲାଗିଛି


ଅର୍ଚ୍ଚନା ନାଗ ଅନେକ ଲୋକ ଙ୍କୁ ଫସାଇ କୋଟି କୋଟି ଟଙ୍କା ରୋଜଗାର କରି ଥାଆନ୍ତି କିନ୍ତୁ ଜଣେ ବ୍ୟକ୍ତି ଙ୍କୁ ୪୫୦ ଟଙ୍କା ଦେବା ଭୁଲି ଯାଇଛନ୍ତି ଅର୍ଚ୍ଚନା ନାଗ । ଜଣେ ବ୍ୟକ୍ତି ଙ୍କ ଠାରୁ ସେ ୪୫୦ ଟଙ୍କା ନେଇଥିଲେ ୭ ବର୍ଷ ତଳେ ଓ ଆଜି ସେହି ବ୍ୟକ୍ତି ଏହି କଥା ଟି କହିଛନ୍ତି , ବନ୍ଧୁଗଣ ଅର୍ଚ୍ଚନା ନାଗ ତାଙ୍କ ଜୀବନ ରେ ଅନେକ କିଛି କିଣି ଥିଲେ ଇନଷ୍ଟଲ୍ ମେଣ୍ଟ ରେ ।

ଏହି ଜିନିଷ ମଧ୍ୟ ରେ ଏକ କାର ମଧ୍ୟ ଥିଲା , କାର ର କିଛି କିସ୍ତି ବାକି ଥିଲା ଓ ଏହି ବାକିଥିବା କିସ୍ତି କୁ ନେବା ପାଇଁ ସେହି ବ୍ୟକ୍ତି ଜଣକ ଯାଇଥିଲେ । ସେହି ସମୟ ରେ ଆସିଥିଲେ ଜଣେ ଡେଲିଭରି ବୟେ , ସାଥିରେ ଏକ ଜିନିଷ ଆଣିଥିଲେ ଯାହାର ମୂଖ୍ୟ ଥିଲା ୪୫୦ ଟଙ୍କା । ସେହି ସମୟ ରେ ଅର୍ଚ୍ଚନା ଙ୍କ ପାଖ ରେ ସେତିକି ଟଙ୍କା ନ ଥିଲା ।

ଟଙ୍କା ଆଣିବାକୁ ଯାଇଥିବା ବ୍ୟକ୍ତି ଙ୍କ ଠାରୁ ଭାଇ ମୋତେ ସହର୍ଯ୍ୟ କର ମୁଁ ଆପଣ ଙ୍କ ଟଙ୍କା ସଂଧ୍ୟା କୁ ଦେଇ ଦେବୀ କହି ୪୫୦ ଟଙ୍କା ଆଣିଥିଲେ । ସେହି ବ୍ୟକ୍ତି ଜଣକ କିସ୍ତି ପଇସା ତ ପାଇଲେ ନାହିଁ ବରଂ ନିଜ ହାତ ରୁ ୪୫୦ ଟଙ୍କା ଦେଇ ଚାଳି ଆସିଥିଲେ । ଏହା ପରେ ଅନେକ ସମୟ ବିତି ଯାଇଥିଲା କିସ୍ତି କୁ କିସ୍ତି ଭରି ଥାଆନ୍ତି କିନ୍ତୁ ୪୫୦ ଟଙ୍କା ଫେରାଇ ନ ଥିଲେ ।

ଟଙ୍କା କଣ ପାଇଁ ଦେଇ ନାହାଁନ୍ତି ସେ କଥା ପଚାରିବାକୁ ମଧ୍ୟ ବ୍ୟକ୍ତି ଙ୍କୁ ଖରାପ୍ ଲାଗିଲା । ସେ ଭାବିଥିଲେ ସେ ଏତେ ଟଙ୍କା ରୋଜଗାର କରୁଛନ୍ତି ମାନେ ସେ ଦିନେ ନା ଦିନେ ଟଙ୍କା ଫେରାଇ ଦେବେ । ଏହାରି ଭିତରେ ବ୍ୟକ୍ତି ଜଣକ କୁ ୪୫୦ ଟଙ୍କା ଦେଇ ନ ଥିଲେ କି ବିପତ୍ତି ସମୟ ରେ ସାହାର୍ଯ୍ୟ କରି ଥିବାରୁ ଧନ୍ୟବାଦ୍ ମଧ୍ୟ ଜଣାଇ ନ ଥିଲେ ।

ଏହାରି ଭିତରେ ୭ ବର୍ଷ ହୋଇ ଗଲାଣି । ବର୍ତ୍ତମାନ୍ ସମୟ ରେ ଅର୍ଚ୍ଚନା ନାଗ ପାଖ ରେ କୋଟି କୋଟି ଟଙ୍କା ଥିଲେ ମଧ୍ୟ ସେ ସେହି ବ୍ୟକ୍ତି ୪୫୦ ଟଙ୍କା ଦେଇ ନାହାଁନ୍ତି । କୋଟି କୋଟି ଟଙ୍କା ଦେଖେଇ ହେଉଥିଲେ ମଧ୍ୟ ଆଜି ୪୫୦ ଟଙ୍କା ନ ଦେଇ ପୁଣି ଚର୍ଚ୍ଚା ରେ ଅର୍ଚ୍ଚନା ନାଗ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *