Breaking News

ମିହିର ଦାସଙ୍କ ପୁଅ ଅକ୍ଲାନ୍ତ କାହିଁକି ବଞ୍ଚିଲେ ନାହିଁ ସବୁ ଖୋଲି କହିଲେ ଡାକ୍ତର, AIIMS ରେ ଚିକିତ୍ସା ସମୟର ପୂରା ଘଟଣା… – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଉ ଏ ଦୁନିଆ ରେ ନାହାନ୍ତି ଅକ୍ଲାନ୍ତ ଦାସ । ସମସ୍ତ ଙ୍କୁ ଛାଡି ଚାଲି ଯାଇଛନ୍ତି ଆର ପାରିକୁ । ଏମସ୍ ରର ଚିକିତ୍ସା ଧୀନ ରେ ଚାଲି ଯାଇଥିଲା ଜୀବନ । ତେବେ ଆପଣ ମାନେ ଜାଣି ଥିବେ ଯେ ଅକ୍ଲାନ୍ତ ଙ୍କ ବାପା ମିହିରି ଦାସ ବି ଆମ କୁ ଛାଡି ଚାଲି ଯାଇଛନ୍ତି । ତା ପରେ ତାଙ୍କ ର ସାନ ପୁଅ ଅକ୍ଲାନ୍ତ ଦାସ ସେ ବି ଏବେ ଆଉ ନାହାନ୍ତି ।

ସେ ଯେତେବେଳେ ପ୍ରଥମେ ଏମସ୍ ଆସିଲେ । ସେତେବେଳେ ସେ ଲମ୍ବା ସମୟ ଧରି ଯକୃତ ରୋ-ଗ ରେ ଆକ୍ରାନ୍ତ ଥିଲେ । ତାହା ସହ ତାଙ୍କ ର ନିମୋନିଆ ମଧ୍ୟ ଥିଲା । ତାହା ସହ ବ୍ଲଡ଼ ଇମ୍ଫେକ୍ସନ ମଧ୍ୟ ଥିଲା । ଏମିତି ଭାବରେ ସେ ସିଭିଅର୍ କେସ୍ ରେ ସ୍ଥନାନ୍ତରିତ୍ ହୋଇ ଥିଲେ ଏମସ୍ କୁ । ତା ପରେ ତାଙ୍କ ର ଆୟୁସିୟୁ ରେ ଚିକିତ୍ସା ଚାଲି ଥିଲା ।

ଆଉ ସେଠାରେ ସମସ୍ତେ ବହୁତ ଚେଷ୍ଟା ମଧ୍ୟ କରିଥିଲେ । ତାଙ୍କୁ ହାୟର ଆଣ୍ଟିବାୟୋଟିକ ବି ଦିଆ ହୋଇ ଥିଲା । ଚିକିତ୍ସା ହେଲା ପରେ ସେ 12 ରୁ 18 ଦିନ ପରେ କିଛି ତା ଉନ୍ନତି ହୋଇ ଥିଲା । ଫୁଣି ନିମୋନିଆ ଆର୍ଟକ୍ ହୋଇ ଥିବାରୁ ଚିକିତ୍ସା କରା ଯାଇଥିଲା ଆଇସିୟୁ ରେ ଆଉ ସେଇଠି ତାଙ୍କୁ ଭେଣ୍ଟିଲେଟର ରେ ରଖା ଯାଇଥିଲା ।

ଆଉ ସେଠାରେ ଯେତେ ବି ସପୋର୍ଟିଂ ଦେଲା ପରେ ମଧ୍ୟ ରେସପନ୍ସ ମିଳି ନଥିଲା । ତା ପରେ ତାହା ଅତି ସିଭିଅର କୁ ଯାଇ ତାଙ୍କ ର ପ୍ରାଣ ବାୟୁ ଯାଇଥିଲା । ଏମିତି ରେ ବି ତାଙ୍କ ଚିକିତ୍ସା ସମୟ ରେ ତାଙ୍କ ର ଜଣେ ସମ୍ପର୍କିୟ ଡାକ୍ତର ଜଣେ ମଧ୍ୟ ସେଥି ପଚରା ଉଚରା କରୁଥିଲେ କି କେମିତି ଚିକିତ୍ସା କରା ଯାଉଛି । ଏତେ ସବୁ ପରିଶ୍ରମ କରିବା ପରେ ମଧ୍ୟ କେହି ଅକ୍ଲାନ୍ତ ଙ୍କୁ ବଞ୍ଚାଇ ପାରି ନଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ମା ହେଲା ପରେ ଅଭିନୟ ଛାଡି ଥିବା ହିରୋଇନ ମାନେ – ଦେଖନ୍ତୁ ଭିଡିଓ

ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ମାଆ ହେବା ପରେ ଅଭିନୟ କରିବା …

Leave a Reply

Your email address will not be published. Required fields are marked *