Breaking News

ଓଡିଶା କଂଗ୍ରେସର ମଙ୍ଗ ଧରିବେ ଜଟଣୀ ବିଧାୟକ ସୁର ରାଉତରାୟ (Sura Routray), ପିସିସି ସଭାପତି ହେବେ ସୁର! ପ୍ରସ୍ତାବ ଦେଲେ ତାରା ବାହିନୀପତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଓଡିଶା କଂଗ୍ରେସ ପିପିସି ମୁଖିଆ ପରିବର୍ତ୍ତନ ଚଳାଇଥିବା ସମୟ ରେ କଂଗ୍ରେସ ର ବରିଷ୍ଠ ବିଧାୟକ ତାରା ବାହିନୀ ପତି ମୁହଁ ଖୋଲିଛନ୍ତି , ତେବେ ଗଣ ମାଧ୍ୟମ ମାନ ଙ୍କ ସାମ୍ନା ରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ସଂଘଠନ କୁ ମଜବୁତ କରିବା ପାଇଁ ବିଧାୟକ ମଧ୍ୟ ରୁ କେହି ବି ଜଣେ ପିପିସି ସଭାପତି ହେବା ଉଚିତ ।


ତେବେ ଜିଲ୍ଲା ସଭାପତି ମାନ ଙ୍କୁ କେହି ପଚାରୁ ନାହାଁନ୍ତି କି ତାଙ୍କ ଗୁରୁତ୍ଵ ମଧ୍ୟ ରହୁନି , ତେବେ ଜିଲ୍ଲା ପାଲ ମାନେ ତାଙ୍କ କଥା ନ ଶୁଣିବା ହେତୁ ଜଣେ ବିଧାୟକ ହେଲେ ସେ ଏହା କୁ ଗୁରୁତର ଦେବେ । ତେବେ ବନ୍ଧୁଗଣ ସିଧା ସଳଖ ସୁର ବାବୁ ଙ୍କ ନାମ ନ ନେଇ ତାଙ୍କୁ ଇଙ୍ଗିତ କରି କହିଛନ୍ତି ଯେ ସୁର ଭାଇ ପିପିସି ସଭାପତି ହେଲେ


ଆମେ ସାଦ ରେ ସ୍ବାଗତ କରିବୁ , ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ପିପିସି ସଭାପତି କୁ ନେଇ ବେସ ଚର୍ଚ୍ଚା ଚାଲିଛି ତେବେ କିଏ ପିପିସି ସଭାପତି ହେବେ , ତେବେ କଂଗ୍ରେସ ନାମ ଦିନ କୁ ଦିନ ଲିଭି ବାରେ ଲାଗୁଛି ତେବେ ବର୍ତ୍ତମାନ ଠାରୁ ଏହି ସଂଘଠନ କୁ ମଜବୁତ କରିବା ପାଇଁ ପରିବର୍ତ୍ତନ ହେବା ସରକାର ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସମସ୍ତ ନେତା ଓ ମନ୍ତ୍ରୀ ମାନ ଙ୍କ ଠାରୁ ବେସ ଲୋକ ପ୍ରିୟତା ହେଉଛନ୍ତି ସୁର ଭାଇ , ତେବେ ତ କିଏ କିଏ ସୁର ଅଜା ବୋଲି ଡାକନ୍ତି । ତେବେ ସୁର ଭାଇ ଆଗାମୀ ଦିନ ମାନ ଙ୍କ ରେ କଂଗ୍ରେସ ର ପିପିସି ସଭାପତି ହେବ କି ନହିଁ ତାହା ଆଗାମୀ ଦିନ ମାନ ଙ୍କ ଭିତରେ ଜଣା ପଡିଯିବ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ରାତି ରେ ମଣିଷ ହୋଇଯାଏ ଭାଲୁ ଓ କରେ ଏମିତି କାର୍ଯ୍ୟ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୋଲିସ ଏକ ଅଜବ ପ୍ରାଣୀ କୁ ଧରିଛି । ଗୋଡ଼ାଇ ଗୋଡ଼ାଇ ଏହି …

Leave a Reply

Your email address will not be published. Required fields are marked *