Breaking News

ଓଡିଆ ଅଭିନେତ୍ରୀ ଏଲିନା (Elina Samantray) ଏକ ନୂଆ ଘର କିଣିଲେ, ଯାହାର ଦାମ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ତାସହ ବହୁତ ଭଲ ମଧ୍ୟ ପାଉଥିବେ । ତେବେ ଏହି ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ବହୁତ ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଜବରଦସ୍ତ ଅଭିନୟ ଓ ନାଚ ଦେଖାଇ ରିଆଲିଟି ସୋ ରେ ବିଜେତା ହୋଇଛନ୍ତି ।

ବିଜେତା ହେବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ତେବେ ସେମାନଙ୍କ ଅଭିନୟ ମଧ୍ୟ ସମସ୍ତ ଙ୍କ ନଜର କୁ ଆସି ଲୋକ ପରିଚିତ ହେଇଛନ୍ତି । ନୂଆ ଅଭିନୟ କରିଥିଲେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରି ସମସ୍ତ ଙ୍କ ମନ କୁ ଜିତି ନେଇଛନ୍ତି ।


ତାହାଲେ ବନ୍ଧୁଗଣ ସେହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ । ତେବେ ଏଲିନା ବର୍ତ୍ତମାନ ସମୟ ରେ ବହୁତ ଲୋକପ୍ରିୟ ଅଟନ୍ତି । ଏଲିନା ତାଙ୍କ ଅଭିନୟ ପାଇଁ ସମସ୍ତ ଙ୍କ ଘରେ ଘରେ ପରିଚିତ ଅଛନ୍ତି । ତେବେ ଏଲିନା ବହୁ କମ ଦିନ ରେ ସମସ୍ତ ଙ୍କ ହୃଦୟ ରେ ସ୍ବରନ୍ତ୍ର ଜାଗା ବନେଇ ପାରିଛନ୍ତି । ଏକ ନୂଆ ଘର କିଣିଛନ୍ତି ଯାହା ର ମୂଲ୍ୟ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ଯିବେ , ତାହେଲେ ଆସନ୍ତୁ ଜାଣିବା ସେ କେଉଁ ସ୍ଥାନ ରେ ନୂଆ ଘର କିଣିଛନ୍ତି ଓ କେତେ ଟଙ୍କା ରେ କିଣିଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏଲିନା ସାମନ୍ତରାୟ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ଏବଂ ତାଙ୍କୁ ବହୁତ ଭଲ ମଧ୍ୟ ପାଉଥିବେ । ତେବେ ଏହି ଅଭିନେତ୍ରୀ ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ତାହା ସହ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏକ ରିଆଲିଟି ସୋ ଜିତିବା ପରେ ଓଡିଆ ଚଳଚିତ୍ର ଇସ୍କ ତୁ ହି ତୁ ରେ ପ୍ରଥମ ଥର ପାଇଁ ଅଭିନୟ କରି ବେସ ଲୋକ ପ୍ରିୟ ହୋଇପାରିଥିଲେ ।


ତାହେଲେ ଏଲିନା ପରବର୍ତ୍ତୀ ସମୟ ରେ ବହୁସାରା ଚଳଚିତ୍ର ରେ ନିଜର ଜବରଦସ୍ତ ଅଭିନୟ କୁ ଦେଖାଇ ବେସ ଲୋକ ପ୍ରିୟ ହେବା ସହିତ ଓଡିଆ ଇଣ୍ଡଷ୍ଟ୍ରି ରେ ଏକ ସ୍ଵତନ୍ତ୍ର ପରିଚୟ ପାଇ ପାରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମନେ ଜାଣିଛନ୍ତି କି ଏଲିନା ବର୍ତ୍ତମାନ ସମୟ ରେ ଏଲିନା ଏକ ନୂଆ ଘର କିଣିଛନ୍ତି ଓ ଯାହା ର ମୂଲ୍ୟ 50 ଲକ୍ଷ ଟଙ୍କା ରୁ ଅଧିକ ହେବ ।

ତେବେ ବର୍ତ୍ତମାନ ସମୟ ରେ ଏଲିନା ନିଜ ପୁରୁଣା ଘର ଛାଡି ନୂଆ ଘରେ ରହୁଛନ୍ତି ଓ ଏହି ନୂଆ ଘର ଭୁବନେଶ୍ବର ରେ ରହୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଏଲିନା ନିଜ ପରିବାର ଲୋକ ଙ୍କ ସହ ନିଜ ନୂଆ ଘରେ ରହୁଛନ୍ତି । ତେବେ ଏଲିନା ସାମନ୍ତରାୟ ଙ୍କ ଏହି ଘର କିଣିବା ଖବର ଟି ସୋସିୟାଲ ମିଡ଼ିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି । ତେବେ ସୋସିୟାଲ୍ ମିଡ଼ିଆ ରେ ଥିବା ଏଲିନା ସାମନ୍ତରାୟ ଙ୍କ ଫ୍ୟାନ ବହୁତ କଙ୍ଗ୍ରାଜୁଲେସନ୍ ମଧ୍ୟ ଜଣେଇଛନ୍ତି । ତେବେ ଏହି ଭିଡିଓ ବହୁତ ନିଆଁ ଭଳି ଭାଇରାଲ ହେଉଛି ସୋସିୟାଲ୍ ମିଡ଼ିଆ ରେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *