ବନ୍ଧୁମାନେ ଆପଣ ମାନେ ଜାଣିଥିବେ କି ଓଡ଼ିଆ ଚଲଚିତ୍ର ରେ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ କାମ କରିଛନ୍ତି । କିପରି ଭାବରେ ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଅଭିନୟ ମାଧ୍ୟମ ସବୁ ଦର୍ଶକ ମାନକୁ ବାନ୍ଧି ରଖିଛନ୍ତି । ତେବେ ଏପରି ବହୁତ ଅଭିନେତ୍ରୀ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଆସିଥାନ୍ତି ଆଉ ଯାଆନ୍ତି ମଧ୍ୟ । ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଅଭିନୟ ବହୁତ ପସନ୍ଦ କରନ୍ତି ସମସ୍ତେ । ତାଙ୍କ ଅଭିନୟ ବହୁତ ନିଆରା ଅଟେ ।
ଓଡ଼ିଆ ଇଣ୍ଡଷ୍ଟ୍ରି ର ହିରୋଇନ୍ ଝିଲିକ୍ ଭାଟ୍ଟଚାର୍ଯ୍ୟ କୁ କିଏ ବା ଜାଣିନି । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ଭାଟ୍ଟଚାର୍ଯ୍ୟ ଏବେ ଘରେ ଘରେ ପରିଚିତ ଓ ଲୋକପ୍ରିୟ। ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ତାଙ୍କ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରେ ବହୁତ ଚର୍ଚ୍ଚା ଥାଅନ୍ତି ।
ତେବେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଓଡ଼ିଆ ଇଣ୍ଡଷ୍ଟ୍ରି ସହ ସେ ବଙ୍ଗାଳି ଚଲଚିତ୍ର ରେ ମଧ୍ୟ ପ୍ରଥମ ରୁ ଅଭିନୟ କରି ଖୁବ ଚର୍ଚ୍ଚା ରେ ଥିଲେ ।
ତାଙ୍କ ଅଭିନୟ ପାଇ ସମସ୍ତେ ବହୁତ ଭଲ ପାଆନ୍ତି ଝିଲିକ୍ ଭାଟ୍ଟଚାର୍ଯ୍ୟ କୁ ତେବେ ବେଙ୍ଗୋଲି ରୁ ଆସିଲା ପରେ ଝିଲିକ୍ ଭାଟ୍ଟଚାର୍ଯ୍ୟ ପ୍ରଥମ କରି ଯେବେ ଅଭିନୟ ଆରମ୍ଭ କରିଥିଲେ ଓଡ଼ିଆ ଇଣ୍ଡଷ୍ଟ୍ରି ସେବେଠୁ ତାଙ୍କୁ ପସନ୍ଦ କରିବା ଆରମ୍ଭ କରିଥିଲେ ଦର୍ଶକ ମାନେ । ଅଭିନେତ୍ରି ଝିଲିକ୍ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରିବା ପରେ ପରେ ଏବେ ସେ ଆମ ଓଡ଼ିଶା ରେ ରହିବା ସହ ସେ ଓଡ଼ିଆ ପୁଅ କୁ ମଧ୍ୟ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।
ତେବେ ବର୍ତ୍ତମାନ ସମୟ ରେ ଓଡିଶା ରହୁଛନ୍ତି ଝିଲିକ୍ ଭାଟ୍ଟଚାର୍ଯ୍ୟ । ତେବେ ଏବେ ସୋସିୟାଲ୍ ମିଡ଼ିଆ ରେ ଅଧିକ ଭାଇରାଲ ହେଉଛି ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଭିଡିଓ ଟି । ତେବେ ବର୍ତ୍ତମାନ ସମୟ ରେ ବହୁତ ଭିଡିଓ ଭାଇରାଲ୍ ହେଉଛି ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କର । ଏହି କିଛି ଦିନ ତଳେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ଭିଡିଓ ଖୁବ୍ ଭାଇରାଲ ହେଇଚି ।
ତେବେ ଏହି କିଛି ଦିନ ତଳେ ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ସାଦ ଖିଆ ଭିଡିଓ ଟି ଖୁବ ଭାଇରାଲ୍ ହେଇଥିଲା । ସେହି ଭିଡିଓ ରେ ନଜର ଆସିଥିଲା କି ଝିଲିକ୍ ଭାଟ୍ଟଚାର୍ଯ୍ୟ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ଆସିଥିଲେ । ତେବେ ସେହି ପରି ଆଉ ଏକ ଭିଡିଓ ଭାଇରାଲ୍ ହେଉଛି ଝିଲିକ୍ ଭାଟ୍ଟଚାର୍ଯ୍ୟ ଙ୍କ ତେବେ ସେ ତାଙ୍କ ନାକ କଣା କରି ପିନ୍ଧିଛନ୍ତି ନାକ ଦାନା ତେବେ ଏହି ଭିଡ଼ିଓ ଟି ଖୁବ ଭାଇରାଲ୍ ହେଉଛି । ଆଉ ବହୁତ ମସ୍ତି କରୁଛନ୍ତି ସେ ବୁଲି ବୁଲି । ତେବେ ଏହି ଭିଡି଼ ଟି ସୋସିୟାଲ୍ ମିଡ଼ିଆ ନିଆଁ ଭଳି ଭାଇରାଲ ହେଉଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।