Breaking News

ସିନ୍ଦୂରର ଅଧିକାର ଧାରାବାହିକର ମୁଖ୍ୟ କଳାକାର ଆରବ(Arab) ଓ ଇତିଙ୍କ(Iti) ବୟସ ଜାଣିଲେ ଆପଣ ଆଶ୍ଚର୍ଯ ହେବେ …

ଓଡ଼ିଆ ସିନେମା ବ୍ୟତୀତ ଯଦି ଓଡ଼ିଶାର ଲୋକମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ। ତେବେ ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଓଡ଼ିଆ ଚାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ସିନ୍ଦୁରର ଅଧିକାର ତ ନିଶ୍ଚୟ ଭାବରେ ଦେଖିଥିବେ। ବର୍ତ୍ତମାନ ଓଡ଼ିଶାର ଘରେ ଘରେ ଏହି ଧାରାବାହିକ କୁ ନେଇ ଚର୍ଚ୍ଚା। ଖୁବ୍ କମ୍ ଦିନ ମଧ୍ୟରେ ଏହି ଧାରାବାହିକ ଟି ଅନେକ ଲୋକପ୍ରିୟତା ହାସଲ କରିପାରିଛି।


ବିଶେଷ କରି ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା କଳାକାର ମାନଙ୍କ ନିଖୁଣ ଅଭିନୟ ଏହି ଧାରାବାହିକଟିକୁ ଅନେକ ସଫଳତା ଆଣି ଦେଇଛି। ତେବେ ଯେପରିକି ସମସ୍ତେ ଜାଣିଥିବେ ଏହି ଧାରାବାହିକରେ ଆରବ ଭୂମିକାରେ ଅଭିନେତା ସନୋଜ କୁମାର ଏବଂ ଇତି ଭୂମିକାରେ ଅଭିନେତ୍ରୀ ସିମ୍ରନ ଦାସ ଖୁବ୍ ଜବରଦସ୍ତ ଅଭିନୟ କରୁଛନ୍ତି।


ଟିଭି ପରଦା ଉପରେ ଆପଣ ଏମାନଙ୍କ ଖଟାମିଠା ଲଭ୍ ଷ୍ଟୋରିକୁ ଦେଖିବାକୁ ପାଉଥିବେ। ଦୁଇ ଜଣଙ୍କର କେତେବେଳେ ପ୍ରେମ ତ କେତେବେଳେ ଝଗଡ଼ା , ଆଉ ଏହି ଛୋଟ ମୋଟ ରାଗ ଋଷାକୁ ଖୁବ୍ ପସନ୍ଦ କରୁଛନ୍ତି ଓଡିଆ ଦର୍ଶକ ମାନେ। କେବଳ ଟିଭି ପରଦାରେ ନୁହେଁ ବରଂ ରିୟଲ ଲାଇଫରେ ମଧ୍ୟ ସ୍ଵାମୀ ସ୍ତ୍ରୀ ଭାବରେ ଦୁହିଁଙ୍କୁ ଦେଖିବା ପାଇଁ ଚାହୁଁଛନ୍ତି ସନୋଜ ଆଉ ସିମ୍ରନଙ୍କ ଫ୍ୟାନ ମାନେ।

ତେବେ ଆପଣ ମାନେ ଦୁହିଁଙ୍କ ଅଭିନୟ ଜୀବନ ବିଷୟରେ ତ ଜାଣିଥିବେ, ହେଲେ କଣ ଆପଣ ଜାଣିଛନ୍ତି ଏହି ଦୁଇ କଳାକାରଙ୍କ ମଧ୍ୟରେ କେତେ ଏଜ୍ ଗ୍ୟାପ୍ ଅଛି? ହୁଏତ ଜାଣିନଥିବେ। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଦୁଇ କଳାକାରଙ୍କ ବୟସ।
ତେବେ ଏହି ଧାରାବାହିକରେ ପରଫେକ୍ଟ କପୂଲ୍ ଭାବରେ ନଜର ଆସୁଥିବା ଏହି ଦୁଇ କଳାକାରଙ୍କ ବୟସ ମଧ୍ୟରେ ବର୍ତ୍ତମାନ ୪ ବର୍ଷର ଗ୍ୟାପ ରହିଛି।

ଆରବ ଙ୍କ ପ୍ରକୃତ ବୟସ ବର୍ତ୍ତମାନ ୨୩ ହୋଇଥିବା ସମୟରେ ଇତି ଙ୍କ ବୟସ ବର୍ତ୍ତମାନ ୧୯ ବର୍ଷ। ତେବେ ଏତେ କମ୍ ବୟସରୁ ନିଜ ଜବରଦସ୍ତ ଅଭିନୟ ପାଇଁ ଦୁହେଁ ଅନେକ ପ୍ରଶଂସା ସାଉଁଟୁଛନ୍ତି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *