Breaking News

ଦେଖନ୍ତୁ Viral ଭିଡିଓ – ରୂପା (Rupa) ଙ୍କ ପଖାଳ ଖିଆ ଭିଡିଓ ବହୁତ ମାତ୍ରା ଭାଇରାଲ ହେବାରେ ଲାଗିଛି, ଦେଖିଲେ ନହସି ରହି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣମାନେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ଆମ ମାନ ଙ୍କ ପାଇଁ ବେଶ୍ ଗୁରୁତ୍ଵ ପୂର୍ଣ୍ଣ । ତେବେ ଏହି ସୋସିଆଲ ମିଡିଆରେ ସବୁ କିଛି କରୁ ,ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ବର୍ତ୍ତମାନ୍ ଯୁଗର ଯୁବତୀ ଓ ଯୁବକ ମାନେ ଏହା କୁ ନିଜ ରୋଜଗାର ପନ୍ଥା ଭାବ ରେ ବାଛି ନେଇଛନ୍ତି

ତେବେ ବନ୍ଧୁଗଣ କହିବାକୁ ଗଲେ ଅଧିକାଂଶ ବ୍ୟକ୍ତି you tube ରେ ଚ୍ୟାନେଲ ଖୋଲି ଭଲ ଅର୍ଥ ଉପାର୍ଜନ କରୁଛନ୍ତି । ତେବେ ବର୍ତ୍ତମାନ୍ you tube ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ଲୋକ ପୂର୍ବ ରୁ ପରିଶ୍ରମ କରି ଟଙ୍କା ଉପାର୍ଜନ କରୁଛନ୍ତି । କିନ୍ତୁ ବର୍ତ୍ତମାନ୍ ସମୟ ରେ ଲୋକ ମାନେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ଭଲ ଅର୍ଥ ଉପାର୍ଜନ କରୁଛନ୍ତି ।

ସମସ୍ତ ଙ୍କୁ you tube ବେଶ୍ ଲୋକ ପ୍ରିୟ କରାଇ ପାରିଛି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡ଼ିଶା ରେ ଅନେକ ଲୋକ ପ୍ରିୟ ଚ୍ୟାନେଲ ରହିଛି। ତେବେ ସବୁଠାରୁ ବେଶ୍ ଲୋକ ପ୍ରିୟ ହେଉଛି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ଯାହାକୁ ଦର୍ଶକ ମାନେ ବେଶ୍ ପସନ୍ଦ କରିଛନ୍ତି ।

ତେବେ ବନ୍ଧୁଗଣ ଏହି ଚ୍ୟାନେଲ ଟି ବହୁତ୍ କମ୍ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ତେବେ ବନ୍ଧୁଗଣ ଆପଣ ମାନେ ରୂପା ପିଣ୍ଟୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ଉଭୟ you tube ଚ୍ୟାନେଲ ଖୋଲିବା ପୂର୍ବରୁ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ ।
ସେ ପ୍ରଥମେ ସର୍ଟ ରିଲ୍ସ ଭିଡିଓ କରି ବେସ୍ ଲୋକ ପ୍ରିୟ ହେବାପରେ ନିଜର you tube ଚ୍ୟାନେଲ ଖୋଲି ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବ୍ଲଗିଂ କରି ଚ୍ୟାନେଲ ଅପଲୋଡ଼ କରି ଥାଆନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରୂପା ପିଣ୍ଟୁ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ରୂପା ଓ ପିଣ୍ଟୁ ପଖାଳ ଖାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ପିଣ୍ଟୁ ଖୁସି ଙ୍କୁ ଧରି ବିଲ ଚାରି ପଟେ ବୁଲୁଥିବା ର ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯେ ରୂପା ବରା ତରକାରୀ କରୁ ଥିବାର ॥

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *