Breaking News

ଓଡିଶା ର ଲୋକପ୍ରିୟ କାଳକାର ଯୋଡି ସବ୍ୟ (Sabyasachi) ଓ ଅର୍ଚ୍ଚିତା (Archita) ଙ୍କ ରୋ-ମା-ଣ୍ଟି-କ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ସୋସିୟାଲ୍ ମିଡ଼ିଆ ସବୁ ୟୁଜର୍ ପାଇଁ କେତେ ମାତ୍ରା ରେ ସୁବିଧା କରେଇ ଦେଉଛି । ତେବେ ସୋସିୟାଲ୍ ମିଡ଼ିଆ ସବୁ ଘଟଣା ଉପଡେଟ୍ ହେଇ ଯାଉଛି ଆପେ ଆପେ । ତେବେ ସେ ଘଟଣା କାହାର ବି ହଉ ସାଧାରଣ ୟୁଜର୍ ହେଉ କି କାଉ ସେଲିବ୍ରିଟି ହଉ କି ଅନ୍ୟ କେହି ।

ସୋସିଆଲ୍ ମିଡିଆ ରେ ଏପରି ଏକ ପ୍ଲାଟଫର୍ମ ଯାହା କି ସମସ୍ତେ ସମସ୍ତଙ୍କ ର ନିଜ ର ଷ୍ଟାଟସ ଅପଡେଟ୍ ମଧ୍ୟ କରିଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ସାଧାରଣ ୟୁଜର୍ ହେଉ କିମ୍ବା ସେ ସେଲିବ୍ରିଟି ଙ୍କ ବିଷୟ ରେ ଏବେ ବହୁତ ଭାଇରାଲ୍ ହେଇ ପାରିବ ସୋସିୟାଲ୍ ମିଡ଼ିଆ ରେ ।
ତେବେ ବର୍ତ୍ତମାନ ସମୟ ରେ ଏମିତି ଅର୍ଚିତା ଓ ସବ୍ୟସାଚ୍ଚୀ ଙ୍କ ଭିଡି଼ ଭାଇରାଲ ହେବାକୁ ଲାଗୁଚି ।

ତେବେ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଓଡ଼ିଆ ଇଣ୍ଡଷ୍ଟ୍ରି ର ଏକ ବହୁତ ବଡ଼ ଲୋକପ୍ରୀୟ ଅଭିନେତା ଓ ଅଭିନେତ୍ରୀ । ତେବେ ଦୁହେଁ ତାଙ୍କ ନିଜ ର ସୁନ୍ଦର ଅଭିନୟ ପାଇଁ ଆଜି ପପୁଲାରିଟି ହାସଲ କରି ପାରିଛନ୍ତି । ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟ ରେ ଯେତେ କହିଲେ ମଧ୍ୟ କମ ହେବ । ଏହି ଅଭିନେତା ଓ ଅଭିନେତ୍ରୀ ଙ୍କ ଯୋଡି କୁ ପ୍ରାୟ ସମସ୍ତେ ବହୁତ ପସନ୍ଦ କରନ୍ତି । ତେବେ ଏହି ଯୋଡି ଙ୍କ ପ୍ରାୟ ଓଡ଼ିଆ ଚଳଚିତ୍ର ମଧ୍ୟ ବହୁତ ସୁପରହିଟ୍ ମଧ୍ୟ ହେଇଚି ।

ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଓଡ଼ିଆ ଚଲଚିତ୍ର ରେ ମୁଖ୍ୟ ଭୂମିକା ସବୁବେଳେ ନଜର ଆସିଥନ୍ତି । ତେବେ ଅଭିନେତା ସବ୍ୟସାଚ୍ଚୀ ଏକ ଭଲ ଅଭିନେତା ହେବା ସହ ସେ ସୋସିଆଲ୍ ୱାର୍କର୍ ଭାବ ରେ ମଧ୍ୟ କାମ କରନ୍ତି ଯାହା ପାଇଁ ସେ ବହୁତ କ୍ଷ୍ୟାତି ମଧ୍ୟ । ତେବେ ସବୁ ଦର୍ଶକ ମାନେ ମଧ୍ୟ ସବ୍ୟସାଚ୍ଚୀ କୁ ବହୁତ ଭଲ ପାଇବା ଦେବା ସହ ବହୁତ ସମ୍ମାନ ମଧ୍ୟ ଦିଅନ୍ତି । ଆଉ ତାଙ୍କର ପ୍ରତ୍ୟେକ ସିନେମା ସୁପରହିଟ୍ ହେବା ସହ ଲୋକପ୍ରିୟ ମଧ୍ୟ ବହୁତ ହାସଲ କରି ପାରିଛନ୍ତି ।

ତେବେ ହିରୋଇନ ଅର୍ଚ୍ଚିତା ଙ୍କ ବିଷୟ ରେ ଯେତେ କହିଲେ ମଧ୍ୟ କମ ହେବ ସେ ଟଙ୍କା ଅଭିନୟ ସହ ସେ ବହୁତ ଭଲ ଏକ ମଡେଲର ଭାବେ ମଧ୍ୟ ପତିଚିତ । ତେବେ ଏ ଦୁହେଁ ଏପରି ଅଭିନୟ କରୁ କରୁ କେବେ ପରସ୍ପର ସହ ପ୍ରେମ ହେଇ ଯାଇଥିଲା । ପରେ ମଧ୍ୟ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ତେବେ ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ମଧ୍ୟ ତାଙ୍କ ପ୍ରେମ ଏବେ ମଧ୍ୟ ବହୁତ ସୁନ୍ଦର ଭାବରେ ଚାଲିଛି ।

ତେବେ ବିବାହ ପରେ ମଧ୍ୟ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଙ୍କ ଭିତ ରେ ପ୍ରେମ ଏବେ ବି ସତେଜ ଅଛି ଆଉ ଆଗକୁ ମଧ୍ୟ ଏମିତି ତାଙ୍କ ଭଲ ପାଇବା ସତେଜ ହେଇ ଥାଉ । ତେବେ ଦୁହିଁଙ୍କ ଭଲ ପାଇବା ରିଲ୍ ହେଇ ଘୁରି ବୋଲୁଛି ସୋସିୟାଲ୍ ମିଡ଼ିଆ ରେ । ତେବେ ଏବେ ଦୁହେଁ ବହୁତ ରିଲ୍ କରୁଛନ୍ତି ଯେଉଁଥିରେ ଜଣା ପଡୁଛି ସେମାନେ ବହୁତ ମଜ୍ଜା ମସ୍ତି କରୁଥିବାର୍ । ତେବେ ବହୁତ ଖୁସି ରେ ଅଛନ୍ତି ହିରୋଇନ ଅର୍ଚ୍ଚିତା ହିରୋ ସବ୍ୟସାଚ୍ଚୀ ଙ୍କ ସହ । ଏପରି ଆଗକୁ ମଧ୍ୟ ଦୁହିଁଙ୍କ ଙ୍କ ପ୍ରେମ ଆଗକୁ ବଢ଼ୁ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *