Breaking News

ଓଡିଆ ଅଭିନେତା ବବି ମିଶ୍ର (Bobby Mishra) ଦ୍ଵିତୀୟ ବିବାହ କରିବେ, ସରିଲା ହଳଦୀ ରସମ! ଜାଣନ୍ତୁ ଏହା ପଛର ରହସ୍ୟ – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ର ଦମଦାର୍ ଅଭିନୟ କରିବାରେ ଦେଖିଛେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଲୋକପ୍ରିୟ ହେଇଛନ୍ତି । ତେବେ ଅଭିନେତା ଅଭିନେତ୍ରୀ ମାନଙ୍କ ନିପ୍ରୁଣ ଅଭିନୟ ପାଇଁ ଓଡ଼ିଆ ସିନେ ଜଗତ ଏତେ ଆଗକୁ ଯାଇ ପାରିଛି । ତେବେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଭିତରୁ ବହୁତ ଜଣ ବହୁତ ଲୋକପ୍ରିୟ ହାସଲ କରିଛନ୍ତି ତା ସହ ଘରେ ଘରେ ପରିଚିତ ଅଛନ୍ତି ।


ତେବେ ସେହି ଲୋକପ୍ରିୟ ଅଭିନେତା ମଧ୍ୟ ରୁ ଜଣେ ହଉଛନ୍ତି ବବି ମିଶ୍ର । ତେବେ ବବି ମିଶ୍ର ଏକ ଭିଡିଓ ସୋସିୟାଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାକୁ ଲାଗୁଚି ତେବେ ଯଦି ଆପଣ ମାନେ ଜାଣି ବାକୁ ଚାହୁଁଥିବେ କି ସମ୍ପୁର୍ଣ୍ଣ ବିବରଣୀ ଟି କ’ଣ ତେବେ ଆପଣ ମାନେ ଆମେ ଦେଇଥିବା ସମ୍ପୁର୍ଣ୍ଣ ତଥ୍ୟ ଟିକୁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ଆମେ ଆପଣ ମନକୁ କ’ଣ କହିବାକୁ ଯାଉଛୁ ।


ତେବେ ବବି ମିଶ୍ର ଙ୍କ ଏକ ଭିଡିଓ ସୋସିୟାଲ୍ ମିଡ଼ିଆ ଭାଇରାଲ୍ ହେବାକୁ ଲାଗୁଚି ଯେଉଁ ଭିଡିଓ ରେ ବବି ମିଶ୍ର ହଳଦୀ ଲଗାଇ ଥିବାର ନଜର ରେ ଆସିଛନ୍ତି । ଏହି ହଳଦୀ ଲଗାଇବାର ଭିଡି଼ ଟି ନିଜେ ବବି ମିଶ୍ର ହିଁ ପୋଷ୍ଟ୍ କରିଛନ୍ତି ଏବଂ ଭିଡିଓ ଟି ପୋଷ୍ଟ କରିବା ସହ ଫ୍ୟାନ୍ ମାନଙ୍କୁ କହିଛନ୍ତି ଗ୍ରେସ କରିବା ପାଇଁ । କିନ୍ତୁ ଏହି ଭିଡିଓ ରି ସୋସିୟାଲ ମିଡ଼ିଆ ରେ ଦେଖିଲା ପରେ ବହୁତ ଦର୍ଶକ ମାନେ କହିଛନ୍ତି ଯେ କି ଅଭିନେତା ବବି ମିଶ୍ର ଦ୍ବିତୀୟଥର ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି ।


ଅଭିନେତା ବବି ମିଶ୍ର ହଳଦୀ ତ ଲଗାଇଛନ୍ତି କିନ୍ତୁ ତା ସହ କଳା ପୋଷାକ ମଧ୍ୟ ପିନ୍ଧିଛନ୍ତି ଯାହା କି ସୋସିୟାଲ୍ ମିଡ଼ିଆ ରେ ନଜର ରେ ଆସିଛନ୍ତି । ଏହି କଳା ପୋଷାକ ରୁ ଯାହା ଜଣା ପଡୁଛି ବବି ମିଶ୍ର ବାହା ହେଉ ନାହାନ୍ତି ।ଏହା ଏକ ପୂଜା ର ଦୃଶ୍ଯ ଯାହା କି ଏକ ମନ୍ଦିର ଭିତ ରେ କରା । ତେବେ ବର୍ତ୍ତମାନ ସମୟ ରେ ବବି ମିଶ୍ର ଫୁଣି ଥରେ ଦ୍ବତିୟା ବିବାହ ବାନ୍ଧି ହେବାକୁ ଯାଉ ନାହାନ୍ତି ଏହା ଏକ ମନ୍ଦିର ଭିତର ର ଦୃଶ୍ୟ ଅଟେ ।

ଏହା ମନ୍ଦିର ରେ ଥିବା ଏକ ପୂଜାର ଦୃଶ୍ୟ। ଆପଣ ନଜର ରେ ଦେଖୁଥିବେ ସୋସିୟାଲ୍ ମିଡ଼ିଆ ରେ ବବି ମିଶ୍ର ଙ୍କ ସହ ଅନ୍ୟ ଲୋକ ମାନେ ମଧ୍ୟ କଳା ବସ୍ତ୍ର ଧାରଣ କରିଛନ୍ତି । ଯାହା ଏହା ଏକ ପୂଜା ବସ୍ତ୍ର ଅଟେ । ତେବେ ଆପଣ ମାନେ ବବି ମିଶ୍ର ଙ୍କ ଅଭିନୟ କୁ ବହୁତ ପସନ୍ଦ କରୁଥିବେ ତେଣୁ ତାହା ସହ ଆପଣ ମାନେ ବହୁଵ୍ୟ ଭଲ ମଧ୍ୟ ପଉଥିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *