Breaking News

ଓଡିଆ ଅଭିନେତ୍ରୀ ବିଦୂସ୍ମିତା (Bidusmita) ନିଜ ହାତରେ କରିଲେ ସ୍ପେସିଆଲ କଙ୍କାଡା ଝୋଳ, ଏମିତି କରନ୍ତି ଘରେ ରୋଷେଇ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ କଳାକାର ଅଛନ୍ତି ଓ ଏହି କଳାକାର ମାନେ ନିଜ କଳା ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଏହି କଳାକାର ମାନ ଙ୍କ ମଧ୍ୟ ରୁ ବହୁ କଳାକାର ଅଛନ୍ତି ଯେଉଁ ମାନେ କି ସୋସିଆଲ ମିଡିଆ ରେ ଆକ୍ଟିଭ ରୁହନ୍ତି ଓ ବେଳେ ବେଳେ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ରୁହନ୍ତି ନିଜ ଶୁଟିଙ୍ଗ ସେଟ ର ଦୃଶ୍ୟ କୁ ନେଇ ହେଉ ବା ବ୍ୟକ୍ତିଗତ ଜୀବନ ଦୃଶ୍ୟ କୁ ନେଇ ।


ତେବେ ବନ୍ଧୁଗଣ ପ୍ରାୟତ ଅଧିକ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ମାନେ ବେସ ଚର୍ଚ୍ଚା ରେ ରୁହନ୍ତି ଓ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରୁହନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ମାନ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଆପଣ ମାନେ ନିଶ୍ଚୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବିଦୂସ୍ମିତା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ବିଦୂସ୍ମିତା ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପରିଚିତ । ତେବେ ଜବରଦସ୍ତ ଅଭିନୟ ଆଜି ତାଙ୍କୁ ବେସ ଲୋକ ପରିଚିତ କରାଇବା ସହ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ନାମ ଅର୍ଜନ କରିବା ରେ ସଫଳ ହୋଇଛନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ଅନେକ ଚଳଚିତ୍ର ଓ ଧାରାବାହିକ ରେ ନିଶ୍ଚୟ ଦେଖିଥିବେ ତାଙ୍କ ଜବରଦସ୍ତ ଅଭିନୟ । ତେବେ ବନ୍ଧୁଗଣ କେବଳ ଚଳଚିତ୍ର ଓ ଧାରାବାହିକ ନୁହେଁ ବରଂ ସେ ବହୁତ ସାରା ଆଲବମ ରେ ମଧ୍ୟ ନଜର ଆସିଛନ୍ତି । ତେବେ ଦର୍ଶକ ମାନେ ମଧ୍ୟ ବିଦୂସ୍ମିତା ଙ୍କ ଅଭିନୟ କୁ ବେସ ପସନ୍ଦ କରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ବିଦୂସ୍ମିତା ଙ୍କ ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଦୃଶ୍ୟ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ବିଦୂସ୍ମିତା କଙ୍କଡା ଝୋଳ କରୁ ଥିବାର । ତେବେ ସେ କେମିତି କାଲେ ତାର ସମସ୍ତ ପ୍ରଣାଳୀ ମଧ୍ୟ କହିଛନ୍ତି , ତେବେ ଏହି ଭଳି ଭାବେ ଆହୁରି ଅନେକ କିଛି ଦେଖିବାକୁ ମିଳିଛି ସେହି ଦୃଶ୍ୟ ରେ ॥

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *