Breaking News

ଚର୍ଚ୍ଚିତା ଯାତ୍ରା ହିରୋଇନ କାବେରୀ (Kaberi Padhi) କଲେ ବଡ ଖୁଲାସା, ମତେ ଅ-ଶ୍ଳୀ-ଳ ନାଚ ପସନ୍ଦ… – ଦେଖନ୍ତୁ ଭିଡିଓ

ବର୍ଷ ବର୍ଷ ଧରି ନିଜର ଅଭିନୟର ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିବା ଯାତ୍ରା ଜଗତର ସୁପରଷ୍ଟାର ଅଭିନେତ୍ରୀ କାବେରୀ ପାଢ଼ୀ ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ଯାତ୍ରା ମଞ୍ଚରେ ନିଜର ଜୀବନ୍ତ ଅଭିନୟ ଦ୍ୱାରା ସେ ଦର୍ଶକ ମାନଙ୍କୁ ହସ କାନ୍ଦର ଖୋରାକ ଯୋଗାନ୍ତି ।ହେଲେ କାବେରୀଙ୍କ ଜୀବନ ଓ ପ୍ରେମ କାହାଣୀ କୌଣସି ସିନେମା ର କାହାଣୀ ଠାରୁ ବି କମ୍ ନୁହେଁ। ପ୍ରେମ ପାଇଁ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ କରିବାକୁ ପଡିଛି ଅନେକ ସଂଘର୍ଷ।

ତାହେଲେ ବନ୍ଧୁଗଣ କାବେରୀ ଙ୍କ ପିଲା ଟି ଦିନ ରୁ ନାଚ ପ୍ରତି ବେସ ଇଚ୍ଛୁକ ଥିଲେ ଓ ସେ କେବେ ହେଲେ ବି ଭାବି ନଥିଲେ ଯେ ସେ ଯାତ୍ରା ଜଗତ ରେ ଅଭିନୟ କରିବେ ବୋଲି । ତେବେ ବନ୍ଧୁଗଣ କାବେରୀ ପାଢୀ ଯାତ୍ରା ଜଗତ ରେ ଅଭିନୟ କରିବା ର 15 ବର୍ଷ ହୋଇ ଗଲାଣି । ତାହେଲେ ବନ୍ଧୁଗଣ କାବେରୀ ଙ୍କ ପରିବାର ଲୋକ ରାଜି ନଥିଲେ ସେ ଯାତ୍ରା ଜଗତ ରେ ଅଭିନୟ କରୁ ବୋଲି କିନ୍ତୁ କାବେରୀ ଲୁଚି ପଳାଇ ଆସିଥିଲେ ।

ଗାଁ ରେ ଏକ ଅନୁଷ୍ଠାନ ପଡିବା ରୁ ସେଠାରେ ସେ କଥା ହୋଇ ସାରିବା ପରେ ନିଜ ଭଉଣୀ ଙ୍କ ସହ ଘର ଛାଡି ପଳାଇ ଆସିଥିଲେ ଓ ପରବର୍ତ୍ତୀ ସମୟ ରେ ଲୋକ ମାନେ କହିଲେ ଯେ ସେ ସେହି ଯାତ୍ରା ରେ ପଳାଇଛି । ତେବେ ପରିବାର ଲୋକ ଜାଣିବା ପରେ କାବେରୀ ଙ୍କ ପାଖ କୁ ଯାଇଥିଲେ କିନ୍ତୁ କାବେରୀ ଯିବେ ନହିଁ ବୋଲି କହିଥିଲେ । ତେବେ ବନ୍ଧୁଗଣ 15 ବର୍ଷ ଭିତରେ ସେ 7 ଟି ଅନୁଷ୍ଠାନ ରେ ଅଭିନୟ କରି ସାରିଲେଣି ।


ତେବେ ପରିବାର ନେଇ ଡ୍ରାମା ଦେଖି ଆସିବା ଲୋକ ମାନ ଙ୍କ ପାଇଁ ଖରାପ ଲାଗିଥାଏ କାରଣ ଏହି ଅ-ଶ୍ଳୀ-ଳ ନାଚ ପାଇଁ । ତେବେ ଏନେଇ କାବେରୀ ନିଜ ପ୍ରତିକ୍ରିୟା ରଖିଥିଲେ ଯେ ମୋ ମତ୍ତ ରେ ଏହା ନ ହେବା ଦରକାର ଓ ଆମେ ମାନେ ମଧ୍ୟ ଚାହୁଁ ନାହୁଁ ଏହି ଅ-ଶ୍ଳୀ-ଳ ନୃତ୍ୟ ଦେଖେଇବା ପାଇଁ । କିନ୍ତୁ କିଛି ଦର୍ଶକ ମାନେ ଡିମାଣ୍ଡ କରିଥାନ୍ତି ଟିପ ଟିପ ବର୍ଷା ପଣି ଦେଖିବା ପାଇଁ ତେବେ ସମସ୍ତେ ଚାହିଁଲେ ଏହା କୁ ରୋକା ଯାଇପାରିବ ତେବେ ଏହି ଭଳି ଭାବେ କାବେରୀ ନିଜ ପ୍ରତିକ୍ରିୟା ରଖିଛନ୍ତି

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

 

 

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *