Breaking News

ଅଭିନେତ୍ରୀ ଲିପି (Lipi) ଘରେ ହେଲା ପୂଜା, ତାଙ୍କ ମା କହିଲେ ଏହି ବର୍ଷ ହେବ ଲିପିର ବାହାଘର, କିନ୍ତୁ ଲିପି କହିଲେ… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି ଓ ବେଳେ ବେଳେ ବେସ ଚର୍ଚ୍ଚା ରେ ରୁହନ୍ତି ।


ତାହେଲେ ବନ୍ଧୁଗଣ ଠିକ ସେହିଭଳି ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଜଣେ ଆଗ ଧାଡି ର ଅଭିନେତ୍ରୀ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମର ଏହି ପେଜ ମାଧ୍ୟମ ସେହି ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର , ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତ୍ରୀ ।

ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ଲିପି ଙ୍କ ଜବରଦସ୍ତ ଅଭିନୟ ବେସ ଭଲ ଭାବ ରେ ଦେଖିଥିବେ , ତେବେ ଲିପି ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଲବମ କୁଇନି ଭାବେ ବର୍ତ୍ତମାନ ବେସ ପରିଚିତ । ତାଙ୍କ ଅଭିନୟ ଜୀବନୀ ଆଲବମ ଦୁନିଆ ରୁ ହୋଇଛ ।

ତେବେ ତାଙ୍କ ଅଭିନୟ ଆରମ୍ଭ ହୋଇଥିଲା ଆଲବମ ଜଗତ ରୁ ତେବେ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ବହୁ ସାରା ଆଲବମ ଓ ଚଳଚିତ୍ର ରେ ଅଭିନୟ କରିବା ସହ ବର୍ତ୍ତମାନ୍ ସସମୟ ରେ ଧାରାବାହିକ ରେ ନଜର ଆସୁଛନ୍ତି । ତେବେ ବନ୍ଧୁଗଣ ଲିପି ନିଜ ଜବରଦସ୍ତ ଅଭିନୟ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରୁ ଏକ ସ୍ଵତନ୍ତ୍ର ପରିଚୟ ପାଇବା ସହିତ ଓଡିଶା ର ଘର ଘରେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଡ ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆ ରେ ବେସ ଚର୍ଚ୍ଚା ରେ ଅଛନ୍ତି ।

ତେବେ ବନ୍ଧୁଗଣ ଅଭିନେତ୍ରୀ ଲିପି ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ଜନ୍ମ ଦିନ ଟି କୁ ବେସ ଧୂମ ଧାମ ରେ ପାଳନ କରିଛନ୍ତି ଜନ୍ମ ଦିନ ଟି ରେ ତାଙ୍କ ର ଜଣେ ସମ୍ପର୍କୀୟ କହିଛନ୍ତି ଲିପି ଙ୍କ ବିବାହ କୁ ନେଇ ଯେ ଲିପି ଙ୍କ ବିବାହ କରିବାକୁ ଇଚ୍ଛା ଅଛି କିନ୍ତୁ ତାଙ୍କୁ ବିବାହ ଭଲ ପିଲା ମିଳି ନାହାନ୍ତି ।।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *