Breaking News

ଗ୍ରହ ଶାନ୍ତି ପାଇଁ ଅଭିନେତା ବବି ମିଶ୍ର (Bobby Mishra) ଏମିତି ପୂଜା ଅର୍ଚ୍ଚନା କରୁଛନ୍ତି – ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ କି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ର ଦମଦାର୍ ଅଭିନୟ କରି ଥିବାର ଆପଣ ମାନେ ଦେଖିଥିବେ । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ବହୁତ ଲୋକପ୍ରିୟ ହେଇଛନ୍ତି ତାଙ୍କ ର ସୁନ୍ଦର ଅଭିନୟ ପାଇଁ । ତେବେ ଅଭିନେତା ଅଭିନେତ୍ରୀ ମାନଙ୍କ ନିପ୍ରୁଣ ଅଭିନୟ ପାଇଁ ଓଡ଼ିଆ ସିନେ ଜଗତ ଏତେ ଆଗକୁ ଯାଇ ପାରିଛି ।

ତେବେ ଓଡ଼ିଆ ଅଭିନେତା ଓ ଅଭିନେତ୍ରୀ ଭିତରୁ ବହୁତ ଜଣ ବହୁତ ଲୋକପ୍ରିୟ ହାସଲ କରିଛନ୍ତି ତା ସହ ଘରେ ଘରେ ପରିଚିତ ଅଛନ୍ତି । ବର୍ତ୍ତମାନ ସମୟ ରେ ବହୁତ ଛୋଟ ବଡ଼ କଳାକାର ଅଛନ୍ତି ଯାହାକି ତାଙ୍କର ସୁନ୍ଦର ଅଭିନୟ ପାଇଁ ସେମାନେ ବହୁ ପରିଚିତ ଅଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ।

ତେବେ ସେହି ଲୋକପ୍ରିୟ ଅଭିନେତା ମଧ୍ୟ ରୁ ଜଣେ ହଉଛନ୍ତି ବବି ମିଶ୍ର । ବବି ମିଶ୍ର ମଧ୍ୟ ବହୁତ ସୁନ୍ଦର ଅଭିନୟ କରି ଲୋକ ଚର୍ଚ୍ଚା ରେ ଅଛନ୍ତି । ତେବେ ବବି ମିଶ୍ର ମଧ୍ୟ ବହୁତ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ଅଭିନୟ କରି ସାରିଛନ୍ତି । ତେବେ ବବି ମିଶ୍ର ଏକ ଭିଡିଓ ସୋସିୟାଲ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାକୁ ଲାଗୁଚି ତେବେ ଯଦି ଆପଣ ମାନେ ଜାଣି ବାକୁ ଚାହୁଁଥିବେ କି ସମ୍ପୁର୍ଣ୍ଣ ବିବରଣୀ ଟି କ’ଣ ତେବେ ଆପଣ ମାନେ ଆମେ ଦେଇଥିବା ସମ୍ପୁର୍ଣ୍ଣ ତଥ୍ୟ ଟିକୁ ପଢନ୍ତୁ ତେବେ ଯାଇ ଆପଣ ମାନେ ଜାଣି ପାରିବେ ଆମେ ଆପଣ ମାନକୁ କ’ଣ କହିବାକୁ ଯାଉଛୁ ।

ତେବେ ଆପଣ ମାନେ ଜାଣିଥିବେ କି ବବି ମିଶ୍ର ସବୁବେଳେ ସୋସିଆଲ୍ ରେ ନଜର ରେ ଆସିଥାନ୍ତି । ତେବେ ପ୍ରତ୍ୟେକ ଦିନ ତାଙ୍କ ଭିଡିଓ ପାଇଁ ଚର୍ଚ୍ଚା ରେ ଥାଅନ୍ତି । ତେବେ ପୂର୍ବ ରୁ ବି ଆମେ କହିଥିଲୁ ଅଭିନେତା ବବି ମିଶ୍ର ହଳଦୀ ତ ଲଗାଇଛନ୍ତି କିନ୍ତୁ ତା ସହ କଳା ପୋଷାକ ମଧ୍ୟ ପିନ୍ଧି ଥିଲେ ଯାହା କି ସୋସିୟାଲ୍ ମିଡ଼ିଆ ରେ ନଜର ରେ ମଧ୍ୟ ଆସିଥିଲେ । ଏହି କଳା ପୋଷାକ ରୁ ଯାହା ଜଣା ପଡୁଥିଲା ବବି ମିଶ୍ର ବାହା ହେଉ ନାହାନ୍ତି ।ଏହା ଏକ ପୂଜା ର ଦୃଶ୍ଯ ଯାହା କି ଏକ ମନ୍ଦିର ଭିତ ର ଦୃଶ୍ଯ ଥିଲା ।

ତେବେ ବର୍ତ୍ତମାନ ସମୟ ରେ ଅଭିନେତା ବବି ମିଶ୍ର ଏବେ ଫୁଣି ଥରେ ନଜର ରେ ଆସିଛନ୍ତି ସେ କଳା ଡ୍ରେସ ରେ । ଏବେ ଏକ ଗ୍ରହ ଶାନ୍ତି ପୂଜା ରେ ନଜର ରେ ଆସିଛନ୍ତି । ତେବେ ବହୁତ ବ୍ୟସ୍ତ ଅଛନ୍ତି ତାଙ୍କ ପୂଜା ରେ ତେବେ ତାଙ୍କ ଜୀବନ ରେ ବହୁତ ଦୁଃଖ ଭରି ଯାଇଛି ତେବେ ସେଇଥି ପାଇଁ ସେ ଗ୍ରହ ପୂଜା କରି ଗ୍ରହ କୁ ଶାନ୍ତି କରିବାରେ ଲାଗି ପଡି ଛନ୍ତି ଅଭିନେତା ବବି ମିଶ୍ର ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *