Breaking News

ଯୁବତୀ ଙ୍କ ଅମୃତ ଭଣ୍ଡା ଖାଇବା ଇଚ୍ଛା ତାଙ୍କ ପାଇଁ ହେଲା କାଳ, ଗଛ ଡାଳରେ ଓହଳି ହୋଇଥିଲେ ତାପରେ… – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ବେସ ଲୋକ ପ୍ରିୟ ହୋଇ ପାରିଛ , ତେବେ ଛୋଟ ଠାରୁ ବୃଦ୍ଧ ଲୋକ ପର୍ଯ୍ୟନ୍ତ ସମସ୍ତେ ବହୁତ ସାରା ଭଲ ପାଇବା ଦେବା ସହ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ସୋସିଆଲ ମିଡିଆ ରୁ ଅନେକ ଜିନିଷ ଦେଖିବାକୁ ପାଉଥିବେ , ତେବେ ଅନେକ ବ୍ୟକ୍ତି ଅନେକ ଭିଡିଓ କରି ସୋସିଆଲ ମିଡିଆ ରେ ପୋଷ୍ଟ କରି ବେସ ଚର୍ଚ୍ଚ ରେ ରୁହନ୍ତି ।


ତାହେଲେ ବନ୍ଧୁଗଣ ଆପଣ ମାନେ ଏହି ସୋସିଆଲ ମିଡିଆ ରେ ଦେଖିଥିବେ ଯେ ବହୁ କମ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଫୁଟାଣି ମାରି ଭିଡିଓ କରିବା ଆରମ୍ଭ କରିଥାନ୍ତି , ତେବେ ବନ୍ଧୁଗଣ ସେ ଯେଉଁ ଭିଡିଓ କରି ଥାନ୍ତି ତାହା ମହଙ୍ଗା ପଡିଥାଏ ସେମାନ ଙ୍କୁ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ସେହିଭଳି ଏକ ଖବର ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

କାରଣ ଏହି ଭିଡିଓ ସମସ୍ତ ଭିଡିଓ ଠାରୁ ଟିକେ ଭିନ୍ନ ଅଟେ , ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ସାଧାରଣତ ଅନେକ ଛୋଟ ପିଲା ଗଛ ରେ ଚଢି ଯାଇଥାନ୍ତି ଓ ବେଳେ ବେଳେ ଗଛ ରୁ ପଡି ଯାଇଥାନ୍ତି । ତେବେ ଗଛ ରୁ ଅନେକ ବ୍ୟକ୍ତି ପଡିଥିବା ର ଦୃଶ୍ୟ ଆପଣ ମାନେ ବେସ ଭଲ ଭାବ ରେ ଦେଖିଥିବେ , ତେବେ କେବେ ବି ଗଛ ରୁ ମହିଳା ଜଣକ ପଡି ଥିବା ର ଦେଖିବାକୁ ପାଇଛନ୍ତି କି

କିନ୍ତୁ ଆଜି ଆମ ପେଜ ରେ ସେ ବିଷୟ ରେ ଜାଣିବା ସହ ଦୃଶ୍ୟ ମଧ୍ୟ ଦେଖି ବାକୁ ପାଇବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଧାରଣତ ଆମେ ମାନେ ଅମୃତ ଭଣ୍ଡା ପାରିବାକୁ ଯାଇଥାଉ ଆଙ୍କୁଡି ନେଇ କି ଯାଇଥାଉ କିନ୍ତୁ ଜଣେ ମହିଳା ନିଜ କୁ ସାହସୀ ଦେଖାଇ ଅମୃତ ଭଣ୍ଡା ଆଣିବା ଗଛ ରେ ଚଢି ଥିଲେ ,

ଓ ଭଣ୍ଡା ଗଛ ର ଏକ ଡାଳ ଓହଳି ହୋଇଥିଲେ , ତେବେ ବନ୍ଧୁଗଣ ମହିଳା ଜଣକ ପୁଣି ଶାଢୀ ପିନ୍ଧି ଗଛ ରେ ଚଢି ଥିଲେ । ତେବେ ଅମୃତ ଭଣ୍ଡା ଗଛ ରେ ଓହଳି ହେବା ପରେ ଡାଳ ଟି ଭାଙ୍ଗି ଯାଇ ଥିଲା ଓ ତା ପରେ କଣ ହୋଇହତିବ ଆପଣ ମାନେ ବେସ ଭଲ ଭାବ ରେ ଜାଣିଥିବେ । ତେବେ ଏହି ଭିଡିଓ କୁ ଯିଏ ବି ଦେଖୁଛି ସେ ହସି ଗଡି ଯାଉଛି ଓ ଏହା ସୋସିଆଲ ମିଡିଆ ରେ ବେସ ଭାଇରାଲ ହେବା ରେ ଲାଗିଛି …

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *