Breaking News

କୋଏଲ ବାନାର୍ଜୀଙ୍କ ସହ ଛାଡ଼ପତ୍ର ପରେ ଏହି ଅଭିନେତ୍ରୀ ଙ୍କୁ ଦ୍ଵିତୀୟ ବିବାହ କରିବେ ବବି ମିଶ୍ର ?? ବିଶ୍ବାସ କରିପାରିବେନି ଆପଣ – ଦେଖନ୍ତୁ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ଜବରଦସ୍ତ ଅଭିନୟ ପାଇଁ ଓଡିଶାର ଘରେ ଘରେ ପରିଚିତ। ତେବେ ଓଲିଉଡ଼ର ସେହିଭଳି ଜଣେ ଅଭିନେତା ହେଉଛନ୍ତି ବବି ମିଶ୍ର। ତେବେ ବର୍ତ୍ତମାନ ବବି ମିଶ୍ରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖୁବ୍ ଶୀଘ୍ର ବବି ମିଶ୍ର ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। ତେବେ କଣ ରହିଛି ଏହା ପଛର ସତ୍ୟତା ଆସନ୍ତୁ ଜାଣିବା।

ତେବେ ବବି ମିଶ୍ର ଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ସେ ଓଡ଼ିଆ ସିନେ ଜଗତର ଜଣେ ଅତି ପରିଚିତ ଚେହେରା। ଆଲବମ୍ ମାଧ୍ୟମରୁ ପ୍ରଥମ କରି ଅଭିନୟ ଦୁନିଆରେ ପାଦ ଦେଇଥିବା ବବି ମିଶ୍ର ପରେ ଅନେକ ଗୁଡ଼ିଏ ସିନେମା କରିଥିଲେ। ଯେଉଁଥିରେ ତାଙ୍କର ନିଖୁଣ ଅଭିନୟ ଇଣ୍ଡଷ୍ଟ୍ରିରେ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲା। ସେ ଅନେକ ଗୁଡ଼ିଏ ସିନେମାରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି।

ତେବେ ନିଜର ଅଭିନୟ ଜୀବନକୁ ନେଇ ଏହି ଅଭିନେତା ଜଣକ ଯେତିକି ଚର୍ଚ୍ଚିତ ତା ଠାରୁ ବେଶୀ ଚର୍ଚ୍ଚିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ଯେପରିକି ସମସ୍ତେ ଜାଣିଥିବେ, ପତ୍ନୀ କୋଏଲ ବାନାର୍ଜୀ ଙ୍କ ସହ ଛାଡ଼ପତ୍ର ମାମଲା କୁ ନେଇ ବବି ମିଶ୍ର ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଅନ୍ୟପଟେ, ବବି ମିଶ୍ରଙ୍କ ଠାରୁ ଅଲଗା ହେବାପରେ ନିକଟରେ କୋଏଲ ବାନାର୍ଜୀ ଦ୍ଵିତୀୟ ବିବାହ କରିଛନ୍ତି। ସେ ନିଜେ ନିଜ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନିଜ ଫ୍ୟାନ୍ସ୍ ମାନଙ୍କୁ ଏହି ଖୁସିର ଖବର ଜଣାଇଥିଲେ।

ତେବେ ତାଙ୍କ ବିବାହକୁ କିଛି ମାସ ନ ପୁରୁଣୁ ଏବେ ବବି ମିଶ୍ର ମଧ୍ୟ ଦ୍ଵିତୀୟ ବିବାହ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। କାରଣ ନିକଟରେ ବବି ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କୁ କିଛି ଲୋକ ମିଶି ହଳଦୀ ଲଗାଇ ଦେଉଥିବା ଦେଖିବାକୁ ମିଳିଛି।


ତେବେ ଏହି ଭିଡିଓ ସେୟାର କରିବା ସହିତ ବବି ମିଶ୍ର ନିଜ ଫ୍ୟାନ୍ସ ମାନଙ୍କୁ ଗେସ୍ କରନ୍ତୁ ବୋଲି କହିଛନ୍ତି। ତେବେ ଏହି ଭିଡିଓ ଦେଖିବା ପରେ ଏହା ବବି ଙ୍କର ହଳଦୀ ରସମ୍ ଓ ଖୁବଶିଘ୍ର ସେ ଦ୍ଵିତୀୟ ବିବାହ କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ହେଲେ କହିରଖୁଛୁ, ଏହା ପଛରେ କୌଣସି ସତ୍ୟତା ନାହିଁ। ବର୍ତ୍ତମାନ ବବି ମିଶ୍ର ଦ୍ଵିତୀୟ ବିବାହ କରିନାହାନ୍ତି କିମ୍ବା ଆଗାମୀ ଦିନରେ କରିବେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ କରିନାହାନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *