Breaking News

ଜୀ ସାର୍ଥକ ର ଲୋକପ୍ରିୟ ରିୟାଲିଟ ଶୋ ଦାଦାଗିରି ରୁ ଅନୁଭବଙ୍କୁ (Anubhav) ବାହାର କରି ସିଦ୍ଧାନ୍ତଙ୍କୁ (Sidhant Mohapatra) ନେଲା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ- ଦେଖନ୍ତୁ ଭିଡିଓ

ଆପଣ ମାନେ ଜାଣିଥିବେ ଜୀ ସାର୍ଥକ ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ଦାଦାଗିରି ହୃଦୟ ରୁ ଏହି ରିୟାଲିଟ୍ ” ସୋ ” ଟି ବହୁତ ଲୋକପ୍ରିୟ ହାସଲ କରି ସାରିଲାଣି । ଏହି ” ସୋ ” ଟି ବର୍ତ୍ତମାନ ସମୟ ରେ ସମସ୍ତ ଙ୍କ ଘରେ ଘରେ ଦେଖିବାର ନଜର ଆସି ଅଛି । ତେବେ ଏହି ” ସୋ ” ଟି ପ୍ରଥମ ଦିନରୁ ହିଁ ଦର୍ଶକ ମାନଙ୍କୁ ବହୁତ ଆକର୍ଷିତ କରି ଅଛି । ତେବେ ଦର୍ଶକ ବନ୍ଧୁ ଜୀ ସାର୍ଥକ ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ରିୟଲିଟ୍ ” ସୋ ” ଦାଦାଗିରି ହୃଦୟ ରୁ ଏହା ବନ୍ଧ ହୋଇ ସାରିଛି ।


ଏହି ” ସୋ ” ଟି ବନ୍ଧ ହେବ ସହ ଏହା ଏକ ନୂଆ ରୂପ ରେ ଫୁଣି ପ୍ରସାରିତ ହେବ ଜୀ ସାର୍ଥକ ଚ୍ୟାନେଲ୍ ରେ । ତେବେ ଦାଦାଗିରି ହୃଦୟ କୁ ବଦଳାଇ ପ୍ରତିଭା ର ଦାଦାଗିରି ର ନୂଆ ନାଁ ଦିଆ ଯାଇଛି । ତାହା ଏଥିରେ ନୂଆ  ହୋଷ୍ଟ ଭାବରେ ନିଆ ଯାଇଛି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଙ୍କୁ । କିନ୍ତୁ ଆଗରୁ ଦାଦାଗିରି ହୃଦୟ ରେ ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ଦେଖିବାକୁ ପାଉଥିଲେ । ବର୍ତ୍ତମାନ ସମୟ ରେ ନିର୍ଦ୍ଧାନ୍ତ୍ ମହାପାାତ୍ର ଙ୍କ ହୋଷ୍ଟ୍ ଭାବ ରେ ନିଆ ଯାଇଛି ।


କିନ୍ତୁ ଆଗରୁ ଦାଦାଗିରି ହୃଦୟ ରୁ ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ଆଉ ଦେଖି ବାକୁ ଚାହୁଁଥିଲେ ଆଉ ଆଗକୁ ଏପରି ଦେଖିବେ ବୋଲି ଭାବି ଥିବେ ମଧ୍ୟ କିନ୍ତୁ ଆଗକୁ ଆଉ ଦେଖିବାକୁ ପାଇ ପାରିବେନି । ଅନୁଭବ ମହାନ୍ତି କାହିଁକି ବଦାଳାଇ ଦିଆ ଗଲା ଏବଂ କାହିଁକି ରିୟାଲିଟ୍ ” ସୋ ” ଟି ନାଁ କୁ ବଦଳେଇ ଦିଆଗଲା ଜାଣିବାକୁ ଚାହିଁଥିଲେ ଆପଣ ମାନେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ।

ଅନୁଭବ ଙ୍କ ଏହି ରିୟାଲିଟ୍ ” ସୋ ” ଟି ଜାନୁଆରି 15 ରୁ ଆରମ୍ଭ ହୋଇଥିଲା ତାହା ଆହାଃ ବେସ ଲୋକପ୍ରିୟ ହାସଲ ମଧ୍ୟ କରିଥିଲା । ଏଥିରେ ହୋଷ୍ଟ ଭାବରେ ଅନୁଭବ ମଧ୍ୟ କରୁଥିଲେ । କିନ୍ତୁ ହଠାତ୍ ଅନୁଭବ ମହାନ୍ତି ଙ୍କୁ ବଦଳାଇ ଦିଆଗଲା । ଅନୁଭବ ମହାନ୍ତି ଙ୍କ ବଦଳ ରେ ସିର୍ଦ୍ଧାନ୍ତ୍ ମହାପାତ୍ର ହୋଷ୍ଟ୍ ଭାବ ରେ ନଜର ରେ ଆସିବେ ।

ତେବେ ହୃଦୟ ର ଦାଦାଗିରି ଟି ବଦଳିଗଲା ପ୍ରତିଭା ର ଦାଦାଗିରି କୁ । ତେବେ ଏ ସବୁ ହେବାର କାରଣ ଟି ଠିକ ଭାବ ରେ ଜଣା ପଡିଲେ ମଧ୍ୟ ଅନୁଭବ ମହାନ୍ତି ଆସିଛନ୍ତି ସାମ୍ନା ଙ୍କୁ । ତାହା ସହ କହିଛନ୍ତି ଅନୁଭବ ମହାନ୍ତି ନିଜ ଧୈର୍ଯ୍ୟହରା ନହୋଇ ଆଗକୁ ଆସୁଥିବା ଏକ ବଡ଼ ସର୍ପାଇଜ୍ କୁ ଅପେକ୍ଷା କରିବା ପାଇଁ । ଏବଂ ଅନୁଭବ ମହାନ୍ତି ଙ୍କୁ ହଠାଥ ଜୀ ସାର୍ଥକ ବଦଳେଇବା ବେଳେ ଏବେ ଫ୍ୟାନ୍ ମାନଙ୍କ ମଧ୍ୟ ରେ ବହୁତ କଥା ବାର୍ତା । ତେବେ ଫ୍ୟାନ୍ ମାନଙ୍କ ର ଆକ୍ରୁସ୍ ର ଶିକାର ହେଇଚି ଜୀ ସାର୍ଥକ ଚ୍ୟାନେଲ୍ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *