ଧାରାବାହିକ ଝିଲି କୁ ତ ନିଶ୍ଚୟ ଭାବରେ ଦେଖିଥିବେ। ବର୍ତ୍ତମାନ ଓଡ଼ିଶାର ଏହା ଏକ ଲୋକପ୍ରିୟ ଧାରାବାହିକ। ଖୁବ୍ କମ୍ ଦିନ ମଧ୍ୟରେ ଏହି ଧାରାବାହିକ ଅନେକ ସଫଳତା ହାସଲ କରିଛି। ତେବେ ଆପଣ ମାନେ ଏହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ବେଶ୍ ଭଲ ଭାବରେ ଜାଣିଥିବେ। ଯାହାଙ୍କ ଜବରଦସ୍ତ ଅଭିନୟ ପାଇଁ ଏହି ଧାରାବାହିକ ଟିକୁ ଲୋକମାନେ ଏତେ ମାତ୍ରାରେ ଦେଖିବାକୁ ପସନ୍ଦ କରୁଛନ୍ତି। ତାଙ୍କ ଅଭିନୟ ଜୀବନ ବିଷୟରେ ତ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି ହେଲେ କଣ ଆପଣ ମାନେ ଜାଣିଛନ୍ତି ଏହି କଳାକାର ମାନଙ୍କ ପ୍ରକୃତ ବାପା କିଏ କିଏ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।
ସୁମନ ପ୍ରିୟଦର୍ଶିନୀ: ତେବେ ଏହି ଧାରାବାହିକରେ ଟିନା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସୁମନ ପ୍ରିୟଦର୍ଶିନୀ ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଯିଏକି ଏହି ଧାରାବାହିକରେ ନେଗେଟିଭ ଚରିତ୍ର ରେ ନଜର ଆସୁଛନ୍ତି। ସୁମନ ପୂର୍ବରୁ ମଧ୍ୟ ଅନେକ ଗୁଡ଼ିଏ ଓଡ଼ିଆ ଧାରାବାହିକ ରେ ଅଭିନୟ କରିସାରିଛନ୍ତି। ତେବେ ଏ ହେଉଛନ୍ତି ସୁମନ ପ୍ରିୟଦର୍ଶିନୀଙ୍କ ବାପା।
ଅଦିତି ଦାସ: ତେବେ ଏହି ଧାରାବାହିକରେ ଏଲିନା ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଅଦିତି ଦାସ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଯିଏକି ସିଦ୍ଧାର୍ଥ ଙ୍କ ଭଉଣୀ ଚରିତ୍ରରେ ନଜର ଆସୁଛନ୍ତି। ତେବେ ଏ ହେଉଛନ୍ତି ଅଦିତି ଙ୍କ ବାପା।
ଅମର ଚିଞ୍ଚନୀ: ତେବେ ଆପଣମାନେ ଝିଲି ଧାରାବାହିକରେ ମୁଖ୍ୟ ଅଭିନେତା ଭୂମିକାରେ ନଜର ଆସୁଥିବା ସିଦ୍ଧାର୍ଥ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ଯାହାଙ୍କ ପ୍ରକୃତ ନାଁ ହେଉଛି ଅମର ଚିଞ୍ଚନୀ। ପୂର୍ବରୁ ଅମର ଅନେକ ଓଡ଼ିଆ ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଏ ହେଉଛନ୍ତି ଅମର ଚିଞ୍ଚନୀଙ୍କ ବାପା।
ନିକିତା ମିଶ୍ର: ଏହି ଧାରାବାହିକର ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସୁଥିବା ଝିଲି ତଥା ନିକିତା ମିଶ୍ର ନିଜର ଜବରଦସ୍ତ ଅଭିନୟ ପାଇଁ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଝିଲି ଚରିତ୍ରକୁ ଲୋକମାନେ ଖୁବ୍ ଭଲପାଇବା ଦେଉଛନ୍ତି। ତେବେ ଏ ହେଉଛନ୍ତି ନିକିତା ଙ୍କ ବାପା।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।