Breaking News

ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ କେଉଁ ମାନେ କେତେ ଟଙ୍କା ଦରମା ନିଅନ୍ତି ? MLA ମାନଙ୍କୁ କେତେ ଟଙ୍କା ପେନସନ ମିଳିଥାଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଯେ ନେତା ମାନ ଙ୍କୁ ସରକାର ଙ୍କ ତରଫ ରୁ ମିଳୁଥିବା ସମସ୍ତ ଖର୍ଚ୍ଚ ବିଷୟ ରେ ଓ ସୁବିଧା ବିଷୟ ରେ । ତେବେ ବନ୍ଧୁଗଣ ୱାର୍ଡ ମେମ୍ବର ମାନ ଙ୍କ କୌଣସି ଦରମା ନ ଥାଏ ସେମାନ ଙ୍କୁ ପ୍ରତ୍ଯେକ ମିଟିଂ ପିଛା 200 ଟଙ୍କା ଓ ପ୍ରତ୍ଯେକ ଦିନ 40 ଟଙ୍କା ମିଳିଥାଏ । ତେବେ ବନ୍ଧୁଗଣ ସରପଞ୍ଚ କୁ 2350 ଟଙ୍କା ଓ ନାଏ ସରପଞ୍ଚ ଙ୍କୁ ମାସ କୁ 940 ଟଙ୍କା ମିଳିଥାଏ ।


ତେବେ ଉଭୟ ଙ୍କୁ ଦୈନିକ 40 ଟଙ୍କା ସହ ପ୍ରତ୍ଯେକ ମିଟିଂ 200 ଟଙ୍କା ମିଳିଥାଏ , ତେବେ ସମିତି ସଭ୍ୟ ଙ୍କ ମାସିକ ଦରମା 2350 ଟଙ୍କା ତେବେ ସେମାନ ଙ୍କୁ ଦୈନିକ 40 ଟଙ୍କା ମିଳିବା ସହ ପ୍ରତ୍ଯେକ ମିଟିଂ ପାଇଁ 200 ଟଙ୍କା । ପଞ୍ଚାଯତ ର ସମିତି ର ଅଧ୍ୟକ୍ଷ ଙ୍କ ଦରମା ହେଉଛି 3530 ଟଙ୍କା ଓ ଉପାଧ୍ୟକ୍ଷ ଙ୍କ ଦରମା 2350 ଟଙ୍କା ତେବେ ସେମାନ ଙ୍କୁ ମଧ୍ୟ ପ୍ରତ୍ଯେକ ମିଟିଂ ପିଛା 200 ଟଙ୍କା ଓ ଦୈନିକ ଭତ୍ତା 40 ଟଙ୍କା ମିଳିଥାଏ ।

ତେବେ ଜିଲ୍ଲା ପରିଷଦ ସଦସ୍ୟ ଙ୍କୁ ମାସିକ ଦରମା 3530 ଟଙ୍କା ପତ୍ଯେକ ମିଟିଂ ପାଇଁ 220 ଟଙ୍କା ସହ ଦୈନିକ ଭତ୍ତା 80 ଟଙ୍କା ମିଳିଥାଏ । ତେବେ ଜିଲ୍ଲା ପରିଷଦ ର ସଭାପତି ଙ୍କ ଦରମା ହେଉଛି 9380 ଟଙ୍କା ଦୈନିକ ଭତ୍ତା 80 ଟଙ୍କା ଓ ପ୍ରତ୍ଯେକ ମିଟିଂ ପିଛା 220 ଟଙ୍କା , ତେବେ ସୁବିଧା ଉପ ସଭାପତି ଙ୍କୁ ମଧ୍ୟ ମିଳିଥାଏ ଓ ତାଙ୍କ ଦରମା 7040 ଟଙ୍କା ।


ତେବେ ବନ୍ଧୁଗଣ ତେବେ ବନ୍ଧୁଗଣ ଇଂରେଜ ମାନ ଙ୍କ ଶାସନ ସମୟ ରେ ଏମଏଲ ମାନ ଙ୍କ ଦରମା 75 ଟଙ୍କା ଥିଲା । ଦେଶ ସ୍ଵାଧୀନ ପାଇବା ପରେ 200 ଟଙ୍କା ହେଲା , ତେବେ ବନ୍ଧୁଗଣ ବର୍ତ୍ତମାନ ଏମଏଲ ମାନ ଙ୍କୁ ମାସିକ ଦରମା 35 ହଜାର ଟଙ୍କା ମିଳିଥାଏ ଓ ଅନ୍ୟାନ୍ୟ ସୁବିଧା ହେଉଛି 15 ହଜାର ଟଙ୍କା ପରିବହନ ଖର୍ଚ୍ଚ , 5 ହଜାର ଟଙ୍କା ବିଦ୍ୟୁତ ପାଇଁ ଓ 8 ହଜାର ଟଙ୍କା ଟେଲିଫୋନ ପାଇଁ ଓ 5 ହଜାର ଟଙ୍କା ଟେଲିଫୋନ ପାଇଁ , 2 ହଜାର ଟଙ୍କା ବହି ପତ୍ରିକା ପାଇଁ ଓ 20 ହଜାର ଟଙ୍କା ନିର୍ବାଚନୀ ମଣ୍ଡଲ ପାଇଁ ।

ମୁଖ୍ୟ ମନ୍ତ୍ରୀ ଙ୍କ ଦରମା ହେଉଛି 98 ହଜାର ଓ କ୍ଯାବିନେଟ ମନ୍ତ୍ରୀ ଙ୍କ ଦରମା 97 ହଜାର ଓ ରାଜ୍ୟ ମନ୍ତ୍ରୀ ଙ୍କ ଦରମା 95 ହଜାର , ବାଚସ୍ପତି ଙ୍କ ଦରମା 97 ହଜାର 500 ଟଙ୍କା ଓ ବିରୋଧୀ ଦଳ ର ନେତା ମାନ ଙ୍କୁ 97 ହଜାର , ଏମଏଲ ଙ୍କୁ ମିଳୁଥିବା ସମତ ସୁବିଧା ସେମାନ ଙ୍କୁ ମଧ୍ୟ ମିଳିଥାଏ । ତେବେ ଆମ ଓଡିଶା ର ରାଜ୍ୟ ପାଲ 3 ଲକ୍ଷ 50 ହାଜର ଟଙ୍କା ।

ତେବେ ପୂର୍ବ ରୁ ହୋଇଥିବା ଏମଏଲ ମାନ ଙ୍କୁ ମାସ କୁ 15 ହଜାର ଟଙ୍କା ପେନସନ ଓ ମେଡିକାଲ ଖର୍ଚ୍ଚ ପାଇଁ 2 ହଜାର ଟଙ୍କା ଲେଖାଏ ମିଳିଥାଏ । ତେବେ ଠିକ ସେହିଭଳି ପୂର୍ବ ରୁ ହୋଇଥିବା ସାଂସଦ ଙ୍କୁ ମାସିକ 25 ହଜାର ଟଙ୍କା , ତେବେ ସେମାନ ଙ୍କୁ 2 ହଜାର ଟଙ୍କା ଅତିରିକ୍ତ ଦିଆ ଯାଇଥାଏ ଯେଉଁମାନେ 5 ବର୍ଷ ରୁ ଅଧିକ କାମ କରିଛନ୍ତି ॥

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *