Breaking News

ଆସିଲା ବଡ ଖବର ! ସ୍ବାମୀଙ୍କ ସହ ସମ୍ପର୍କ ରଖୁନଥିଲେ ଶର୍ମିଷ୍ଠା , ଛାଡ଼ପତ୍ର ପାଇଁ ଦାବି କରୁଥିଲେ ୫୦ ଲକ୍ଷ ଟଙ୍କା – ଦେଖନ୍ତୁ ଭିଡିଓ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହ-ତ୍ୟା ମା-ମ-ଲା-ରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିସାରିଛି। ସମସ୍ତେ ଏବେ ଜେଲ ରେ ରହି ନିଜ ଅ-ପ-ରା-ଧର ଦଣ୍ଡ ଭୋଗୁଛନ୍ତି। ଗୋଟିଏ ପଟେ ଅବସରପ୍ରାପ୍ତ ସରକାରୀ ଅଧିକାରୀ ବାବୁ ନିରଞ୍ଜନ ସେଠୀ ପୂର୍ବରୁ ଜେଲର ଚାରିକାନ୍ଥ ଭିତରେ ନିଜର ଦିନ କାଟୁଥିବା ସମୟରେ ଏବେ ମୁଖ୍ୟ ଅଭିଯୁକ୍ତକାରି ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇ ଙ୍କୁ ବର୍ତ୍ତମାନ ଭଦ୍ରକ ସବ୍ ଜେଲ ର ମହିଳା କଏଦୀ ସେଲକୁ ପଠାଇ ଦିଆଯାଇଛି। ପ୍ରତିଦିନ ଏହି ମାମଲାକୁ ନେଇ ନୂଆ ତଥ୍ୟ ମାନ ସାମ୍ନାକୁ ଆସୁଛି।

ତେବେ ବର୍ତ୍ତମାନ ଶର୍ମିଷ୍ଠା ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯାହା ଜାଣିବାକୁ ମିଳିଛି, ଦୀର୍ଘ ବର୍ଷ ହେବ ନିଜ ସ୍ଵାମୀଙ୍କ ସହ ସମ୍ପର୍କ ରଖିନଥିଲେ ଶର୍ମିଷ୍ଠା। ଏମିତିକି ଛାଡ଼ପତ୍ର ଦେବା ପାଇଁ ସ୍ବାମୀଙ୍କୁ ୫୦ ଲକ୍ଷ ଟଙ୍କା ମାଗୁଥିଲେ ଶର୍ମିଷ୍ଠା। ନିକଟରେ ଶର୍ମିଷ୍ଠା ଙ୍କର ସ୍ବାମୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପରେ କ୍ରାଇମବ୍ରାଞ୍ଚ୍ ଏଭଳି କିଛି ତଥ୍ୟ ଜାଣିବାକୁ ପାଇଛି।

ତେବେ କ୍ରାଇମବ୍ରାଞ୍ଚ୍ ନିକଟରେ ଦିଲ୍ଲୀ ରେ ରହୁଥିବା ଶର୍ମିଷ୍ଠା ଙ୍କ ସ୍ବାମୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ତେଣୁ କ୍ରାଇମବ୍ରାଞ୍ଚ୍ ରେ ହାଜର ହେବାପାଇଁ ଶର୍ମିଷ୍ଠା ଙ୍କ ସ୍ବାମୀଙ୍କୁ ନୋଟିସ ଜାରି କରାଯାଇଛି। ଆଉ ଏହାରି ମଧ୍ୟରେ ଶର୍ମିଷ୍ଠା ଓ ତାଙ୍କ ସ୍ଵାମୀ ଙ୍କୁ ନେଇ ଅନ୍ୟ ଏକ ବଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି କୁଆଡେ ନିଜ ସ୍ଵାମୀଙ୍କ ସହ ସମ୍ପର୍କ ରଖିନଥିଲେ ଶର୍ମିଷ୍ଠା।

ଦୀର୍ଘ ବର୍ଷ ହେବ ସ୍ବାମୀ ଦିଲ୍ଲୀ ଠାରେ ରହୁଥିବା ବେଳେ ଶର୍ମିଷ୍ଠା ଭୁବନେଶ୍ୱର ଠାରେ ରହୁଥିଲେ। ଏମିତିକି ସ୍ବାମୀ ଙ୍କୁ ଛାଡପତ୍ର ଦେବା ପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗୁଥିଲେ। କିନ୍ତୁ ଶର୍ମିଷ୍ଠା ଙ୍କ ସ୍ବାମୀ ତାଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ ମନା କରିଦେଇଥିଲେ।
ତେବେ ଏହାରି ଭିତରେ ଶର୍ମିଷ୍ଠା ଭୁବନେଶ୍ୱର ରେ ରହି କଣ କଣ ସବୁ କରୁଥିଲେ ତାହା ତାଙ୍କ ସ୍ଵାମୀ ଜାଣିଥିଲେ କି ନାହିଁ ସେହି ବିଷୟରେ କ୍ରାଇମବ୍ରାଞ୍ଚ୍ ତାଙ୍କୁ ପଚରା ଉଚରା କରିପାରେ।

ଏହା ସହ ଶର୍ମିଷ୍ଠା ଙ୍କର ସମ୍ପୂର୍ଣ୍ଣ ୱେବ୍ ପୋର୍ଟାଲ ଆଳରେ ଅ-ଶ୍ଳୀ-ଳ ସି-ନେ-ମା ସୁଟିଂ କେଳେଙ୍କାରି ବିଷୟରେ ମଧ୍ୟ କ୍ରାଇମବ୍ରାଞ୍ଚ୍ ତାଙ୍କ ସ୍ଵାମୀ ଙ୍କୁ ପଚରା ଉଚରା କରିପାରେ। ତେବେ ଶର୍ମିଷ୍ଠା ଙ୍କର ଏହି କେଳେଙ୍କାରି ବିଷୟରେ ତାଙ୍କ ସ୍ବାମୀ ହୁଏତ ଜାଣିନଥିବା ଅନୁମାନ କରାଯାଉଛି। କିନ୍ତୁ ତାଙ୍କୁ ଏ ସମ୍ପର୍କରେ ପଚରା ଉଚୁରା କରାଯିବ।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *