ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ତରଙ୍ଗ ଚ୍ୟାନେଲ୍ ପ୍ରସାରିତ ହେଉଥିବା ସବୁ ଧାରାବାହିକ ବହୁତ ଲୋକପ୍ରିୟ ହାସଲ କରି ଅଛି । ତେବେ ସବୁ ଧାରାବାହିକ ଠାରୁ ଏବେ ସିନ୍ଦୁର ଅଧିକାର ଧାରାବାହିକ ଟି ବହୁତ ଲୋକପ୍ରିୟ ହାସଲ କରି ସାରିଲାଣି । ତେବେ ଏହି ସିନ୍ଦୁର ଅଧିକାର ଧାରାବହିକ ରେ ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ନିଜ ଭୂମିକା ରେ ବହୁତ ଦମଦାର ଅଭିନୟ କରି ଏବେ ଘରେ ଘରେ ପରିଚିତ ଅଛନ୍ତି ।
ତେବେ ଆପଣ ମାନେ ଜାଣିଥିବେ ଏହି ଧାରାବାହିକ ରେ ଥିବେ ପୁରଣା ଇତି ମାନେ ନିଲାଖି ତାଙ୍କ ଅଭିନୟ କୁ ସବୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ତାଙ୍କ ର ବହୁତ ଫ୍ୟାନ୍ ମାନେ ମଧ୍ୟ ଏହି କଥା କହିଥିଲେ କି ପୁରୁଣା ଇତି ଫୁଣି ଥରେ ଫେରି ଆସନ୍ତୁ ସିନ୍ଦୁର ର ଅଧିକାର ଧାରାବାହିକ କୁ ।
ତେବେ ତରଙ୍ଗ ଚ୍ୟାନେଲ୍ ରେ ପ୍ରସାରିତ ହେଉଥିବା ଆପଣ ମାନଙ୍କ ର ପ୍ରିୟ ସିନ୍ଦୁରର ଅଧିକାର ଧାରାବାହିକ ରେ ଜଣେ ସଦସ୍ୟ ଙ୍କର ଅଚାନାକ ମୃତ୍ୟୁ ହୋଇଥିବା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଆମ ଦେଶ ହେଉଛି କଳା ଓ ସଂସ୍କୃତି ଦେଶ ଯେଉଁଥି କଳା ଓ ସଂସ୍କୃତି ଭାରି ହେଇ ଅଛି ବୋଲି ସମସ୍ତେ କୁହନ୍ତି ।
କିନ୍ତୁ ଅଚାନାକ୍ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ସବୁ ଦିନ ପାଇଁ ଏ ଦୁନିଆ ଛାଡି ଚାଲି ଯାଇଛନ୍ତି । ତେବେ ଏପରି କଳାକାର ସବୁଦିନ ପାଇଁ ଛାଡି ଚାଲି ଯିବା ଟା ସମସ୍ତ ଙ୍କୁ ବହୁତ ଦୁଃଖ ଦିଏ ଆଉ ତାହା ସହ ସବୁ ଆଡ଼େ ଦୁଃଖ ର ଲହରୀ ଛାଇ ଯାଇଥାଏ । ତେବେ ବର୍ତ୍ତମାନ ସମୟ ରେ ଯେଉଁ ଖବର ଟି ଭାଇରାଲ ହେଉଛି ଏହା ସମସ୍ତଙ୍କ ମନରେ ଦୁଃଖ ଦେଇଛି ।
ଓଡିଆ ଧାରାବାହିକ କ୍ଷେତ୍ରରେ କଳକାର ମାନଙ୍କ ନିପୁଣ ଅଭିନୟ ପାଇଁ ଲୋକଙ୍କ ମାନେ ସେହି କଳାକାର ମାନଙ୍କୁ ହୃଦୟରେ ଜାଗା ଦେଇଥାନ୍ତି । ତେଣୁ କୌଣସି କଳାକାରଙ୍କ ମୃ-ତ୍ୟୁ ଖବର ନିଶ୍ଚୟ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ବଡ ଦୁଃଖର । ପୂର୍ବରୁ ବହୁ କଳାକାର ଅଦିନରେ ଚାଲିଯାଇଛନ୍ତି । ତେବେ ସିନ୍ଦୁରର ଅଧିକାର ସିରିଏଲର କଳାକାରଙ୍କର ମୃତ୍ୟୁ ଖବରର ଟି ବାସ୍ତବ ରେ ସତ୍ୟ ନୁହେଁ ।
ଏହା ଏକ ଶୁଟିଙ୍ଗ ସେଟର ଦୃଶ୍ୟ ଅଟେ । ଯାହାକୁ ସିରିଏଲରେ ଆପଣ ମାନେ ଆଗାମୀ ଏପିସୋଡ ରେ ଦେଖିବା ପାଇଁ ପାଇବେ। ଏହି ଖବର ଟି ଏବେ ଭାଇରାଲ ହେବାରେ ଲୋକମାନେ ଭାବୁଛନ୍ତି ଏହା ବାସ୍ତବ ବୋଲି କିନ୍ତୁ ଏହା ଧାରାବାହିକର ଶୁଟିଙ୍ଗ ସମୟରେ ଦୃଶ୍ୟ ଅଟେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।