ଆପଣ ମାନେ ଜାଣିଥିବେ କି ଆମ ର ଏ ଓଡିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ କଳକାର ମାନେ ବହୁତ ଲୋକପ୍ରିୟ ଅଟନ୍ତି । ତେବେ ବହୁତ ଏପରି କଳାକାର ଅଛନ୍ତି ଯେଉଁମାନେ ବହୁତ ଦିନ ଧରି ନିଜର ଅଭିନୟ ଡୋରି ସବୁ ଦର୍ଶକ ମାନଂକୁ ବାନ୍ଧି ରଖିଛନ୍ତି । ତେବେ ଯେତେ ପୁରୁଣା କଳାକାର ଅଟନ୍ତି ସେତେ ତାଙ୍କ ର ଅଭିନୟ ର ଗଭୀରତା ରେ ଦର୍ଶକ ମାନଙ୍କ ମାନଙ୍କୁ ଜିତି ନେଇ ଥାନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଏବେ ବହୁତ କଳାକାର ଅଛନ୍ତି ଯାହାକି ନୂଆ ଆଉ ପୁରୁଣା କଳାକାର ମିଶି ଦମଦାର ଅଭିନୟ କରି ଦର୍ଶକ ମାନଂକୁ ଖୁସି କରେଇ ପାରିଛନ୍ତି ।
ତେବେ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି । ସେ ତାଙ୍କ ଅଭିନୟ ର ପାଦେ ପାଦେ ସମସ୍ତ ଦର୍ଶକ ମାନଙ୍କ ମନ କୁ ଜିତି ନେଇଛନ୍ତି । ସେ ତାଙ୍କ ଅଭିନୟ ରେ ଏପରି ସବୁ ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଆନ୍ତି । ଅନୁଭବ ମହାନ୍ତି ଙ୍କୁ ସେ ତାଙ୍କ ଅଭିନୟ ରେ ସମସ୍ତ ଙ୍କୁ ଯେମିତି ବାନ୍ଧି ରଖିଛନ୍ତି । ଅନୁଭବ ଙ୍କ ସବୁ ସିନ୍ ଭିନ୍ନ ପ୍ରକାର ର ହୋଇଥାଏ ।
ତାଙ୍କ ଅଭିନୟ କୁ ଦେଖିବା ପାଇଁ ଦର୍ଶକ ମାନେ ଯେମିତି କେବେ ଠାରୁ ଅପେକ୍ଷା ରେ ଥାଆନ୍ତି । ତେବେ ଆପଣ ମାନେ ଯଦି ଅନୁଭବ ମହାନ୍ତି ଙ୍କ ବିଷୟ ରେ ଢେର ସାରା ଜାଣିବାକୁ ଚାହୁଁଥିବେ ତେବେ ଆପଣ ମାନେ ନିଶ୍ଚୟ ଭାବ ରେ ଆମ ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢିବେ । ତେବେ ଅନୁଭବ ମହାନ୍ତି ତାଙ୍କ ଅଭିନୟ ଏକ ଆଲବମ୍ ରୁ ଆରମ୍ଭ କରିଥିଲେ । ଅନୁଭବ ଙ୍କ ପ୍ରଥମ ଅଭିନୟ ରୁ ହିଁ ଲୋକମାନେ ତାଙ୍କୁ ବହୁତ ପସନ୍ଦ କରିବାରେ ଲଗିଥିଲେ ।
ତେବେ ଅନୁଭବ ପରେ ପରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ ଆରମ୍ଭ କରିବାକୁ ଲାଗିଲେ ପରେ ତାଙ୍କର ସବୁ ସିନେମା ସୁପରହିଟ୍ ହେବାକୁ ଲାଗିଥିଲା ଏବେ ମଧ୍ୟ ଅଭିନେତା ଅନୁଭବ ମହାନ୍ତି ଯଦି ସିନେମା କରନ୍ତି ତେବେ ତାଙ୍କ ର ସିନେମା ନିଶ୍ଚିତ ଭାବରେ ସୁପରହିଟ୍ ହେବ ।
ତେବେ ସେ ଅଭିନୟ କରୁ କରୁ ସେ ରାଜନୀତି ରେ ପାଦ ଦେଇ ସେ ସାଂସଦ ଭାବ ରେ କାମ କରୁଛନ୍ତି ତେବେ ବହୁତ ଦିନ ର ବ୍ୟବଧାନ ପରେ ଅନୁଭବ ମହାନ୍ତି ଏକ ରିୟାଲିଟ୍ ସୋ ଦାଦାଗିରି ହୃଦୟ ରୁ ଏହି ସୋ ରେ ହୋଷ୍ଟ୍ ଭାବରେ ତାଙ୍କ ର ସ୍ବର ଶୁଣିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ସମୟ ରେ ଆସିଛି ଏକ ଦୁଃଖ ର ଖବର ଏବେ ଆଉ ଦେଖା ଯିବେନି ଏହି ରିୟାଲିଟ୍ ସୋ ରେ ।
ତେବେ ତାଙ୍କ ବଦଳ ରେ ଅଭିନେତା ସିର୍ଦ୍ଧାନ୍ତ୍ ମହାପାତ୍ର କରିବେ ହୋଷ୍ଟ୍ । ତା ସହ ସେ ରିୟାଲିଟ୍ ସୋ ର ନାଁ ମଧ୍ୟ ବଦଳି ମଧ୍ୟ ଯାଇଛି ଯାହାର ନାଁ ହେଉଛି ପ୍ରତିଭା ହୃଦୟ ରୁ ତେବେ ଏହା ଦେଖି ଦର୍ଶକ ମାନେ ବା ଫ୍ୟାନ୍ ମାନେ ବହୁ କିଛି କହୁଛନ୍ତି ତେଣୁ ଏ ନେଇ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆ ରେ କହିଛନ୍ତି କି ଯାହା ହେଇଚି ତାହା ଆଗାମୀ ପାଇଁ ବହୁତ ଭଲ ଖବର ନେଇ ଆସିବ । ତେଣୁ ଯାହା ହଉଛି ତାହା ଧୈୟ୍ଯର ସହ ଅପେକ୍ଷା କରନ୍ତୁ ।
ତେବେ ଏହି ସମସ୍ତ ଦୃଶ୍ୟ ଶ୍ରେଣୀ ଗୃହରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ ହୋଇଥିଲା। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଏବେ ସମସ୍ତେ ଶିକ୍ଷୟତ୍ରୀ ଜଣକୁ ଖୁବ୍ ପ୍ରଶଂସା କରୁଛନ୍ତି।