ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ସମସ୍ତ ଙ୍କ ବେସ ଲୋକ ପ୍ରିୟ ହୋଇ ପାରିଛି , ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଆଜି ସମସ୍ତ ଙ୍କୁ ଲୋକ ପ୍ରିୟ କରାଇ ନିଜେ ଲୋକ ପରିଚିତ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନେକ ବ୍ୟକ୍ତି ନିଜ କଳା କୁ ସୋସିଆଲ ମିଡିଆ ମାଧ୍ୟମ ରେ ପ୍ରଦର୍ଶିତ କରାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ରାନୁ ମଣ୍ଡଲା ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତେବେ ରନୁ ମଣ୍ଡଲ ଦିନେ ଏହି ସୋସିଆଲ ମିଡିଆ ରେ ବେସ ଲୋକ ପ୍ରିୟ ହୋଇ ଓଡିଶା ର ଘର ଘରେ ପରିଚିତ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାନୁ ମଣ୍ଡଲ ପୁଣି ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ରାନୁ ଙ୍କ ଏକ ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ରାନୁ ମଣ୍ଡଳ କନ୍ୟା ବେସ ସାଜି ଥିବାର ଦେଖିବାକୁ ମିଳିଛି ,
ତେବେ ଏହି ଫଟୋ କୁ ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଓ ମନେ ମନେ ଭାବୁଛନ୍ତି କି ରାନୁ ମଣ୍ଡଳ ବିବାହ କରିବେ କି ଯଦି ବିବାହ ନ କରିବେ କନ୍ୟା ବେସ ରେ କଣ ପାଇଁ ସଜେଇ ହୋଇଛନ୍ତି । ତେବେ ବନ୍ଧୁଗଣ ଆମେ ଆପଣ ମାନ ଙ୍କୁ କହି ରଖୁଛୁ ଯେ ଭାଇରାଲ ହେବା ପାଇଁ ଏକ ଭିନ୍ନ ତାରିକା ।
ତେବେ ଏହି ଭିଡିଓ ରାନୁ ମଣ୍ଡଲ ଏକ ଲାଲ ଶାଢୀ ପିନ୍ଧିଛନ୍ତି ଓ କନ୍ୟା ବେସ ସାଜିଛନ୍ତି । ତେବେ ବନ୍ଧୁଗଣ ଏହି ଭିଡିଓ ରେ କାଚା ବାଦାମ ଗୀତ ମଧ୍ୟ ଶୁଣିବାକୁ ମିଳିଛି । ତେବେ ବନ୍ଧୁଗଣ ରାନୁ ଙ୍କ ଏହି ଦୃଶ୍ୟ ଅନେକ ଦର୍ଶକ ମନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି , ତେବେ ବନ୍ଧୁଗଣ ଏହି ଦୃଶ୍ୟ ଟି ସୋସିଆଲ ମିଡିଆ ରେ ନିଆଁ ଭଳି ଭାଇରାଲ ହେଉଛି ॥
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।